Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା: ଡିଇଓ, ବିଇଓଙ୍କ ସମେତ ପିଇଟି ସାର୍ ଗିରଫ

ବରଗଡ଼: ଶିକ୍ଷା ବିଭାଗରେ ସିଆରସିସି ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମୋଟ୍ ୩ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତି ସାହୁ ଓ ସଦର ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଏବଂ ସତଲମା ସ୍କୁଲର ଖେଳ ଶିକ୍ଷକ ସମୀର…

ଏକ ଅଚଳ ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍, ୨୪ ଅସୁସ୍ଥ

ପୁନେ: ମହାରାଷ୍ଟ୍ର ପୁନେର କୋନ୍ଧୱା ଜିଲ୍ଲାର ଗଙ୍ଗାଧାମ ଚୌକ ଅଞ୍ଚଳରେ ଥିବା ଏକ ରାସାୟନିକ କମ୍ପାନୀରେ ଗତକାଲି ବିଳମ୍ବିତ ରାତିରେ ଏକ ଗ୍ୟାସ ଲିକ୍ ହୋଇଥିଲା। ବନ୍ଦ ରହିଥିବା ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଛି। ରିପୋର୍ଟ ଅନୁଯାୟୀ କମ୍ପାନୀର ଟାଙ୍କିରୁ ଗ୍ୟାସ ଲିକ୍ ହୋଇଥିଲା,…

Poll of polls: ଚମକାଇଲା ୪ ରାଜ୍ୟର ଏକଜିଟ୍ ପୋଲ, ସତ ହେବକି?ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଏହିମାନେ ହୋଇପାରନ୍ତି…

ନୂଆଦିଲ୍ଲୀ: ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଗଣତନ୍ତ୍ରର ମହାନ ପର୍ବ ଶେଷ ହେବା ସହିତ, କଳ୍ପନା ଜଳ୍ପନା ଉଷ୍ମ ହୋଇଛି। ଆଉ ଏହା ପରେ ପରେ ଏକଜିଟ୍ ପୋଲ ନିର୍ବାଚନୀ ରାଜ୍ୟଗୁଡ଼ିକର ଭବିଷ୍ୟତ ନେଇ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଆଙ୍କିଛି। ଆସାମରେ "ମାମା" ହିମନ୍ତ ବିଶ୍ୱ…

ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୋଲିସକୁ ଛୁରା ମାଡ଼; ୫ ଆହତ, ୫ ଜଣ ଆକ୍ରମଣକାରୀ ଅଟକ

କଟକ: କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୋଲିସକୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗତକାଲି ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଥିରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ପୋଲିସ କର୍ମଚାରୀଙ୍କ ବେକ,…

ପାକିସ୍ତାନରେ ପୁଣି ଅଜଣା ବ୍ୟକ୍ତିଙ୍କ ଆତଙ୍କ, ଜୈଶର ଟପ୍ ଆତଙ୍କୀ କମାଣ୍ଡର ମୃତ

ଇସଲାମବାଦ: ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଦୀର୍ଘ ଦିନ ଧରି ଆତଙ୍କବାଦୀ ସଂଗଠନ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ହୋଇ ରହିଛି । ପାକିସ୍ତାନ ଭାରତ ସମେତ ସାରା ବିଶ୍ୱର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଘର । ତଥାପି, କିଛି ସମୟ ଧରି, ଆତଙ୍କବାଦୀମାନେ ପାକିସ୍ତାନରେ ମଧ୍ୟ ଭୟରେ ଜୀବନ…

ଜେନେରାଲ ଦ୍ୱିବେଦୀଙ୍କ ଆମେରିକା ଗସ୍ତ, ଦୁଇ ସେନା ମଧ୍ୟରେ ରଣନୈତିକ ସହଯୋଗ ହେବ ଆହୁରି ମଜବୁତ

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ସାମରିକ ସମ୍ପର୍କ ମଜବୁତ ହେବାରେ ଲାଗିଛି । ସାମରିକ ସମ୍ପର୍କରେ ଏକ ପ୍ରମୁଖ ଉନ୍ନତି ପାଇଁ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏପ୍ରିଲ ୨୩ରେ ପେଣ୍ଟାଗନ ଗସ୍ତ କରିଥିଲେ, ଯାହା ଦୁଇ ସେନା ମଧ୍ୟରେ ରଣନୈତିକ ସହଯୋଗକୁ ମଜବୁତ କରିଥିଲା ।…

ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ଏଥର ସବୁଠୁ ଅଧିକ ମତଦାନ ହୋଇଛି: ମୁଖ୍ୟ ନିର୍ବାଚନ କମିଶନର

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଶେଷ ପର୍ଯ୍ୟାୟ ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ନେତାଙ୍କ ଭାଗ୍ୟ । ଆସନ୍ତା ମେ ୪ରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଦୁଇ ପର୍ଯ୍ୟାୟ ଭୋଟଗ୍ରହଣରେ ରେକର୍ଡ…

ଓଡ଼ିଶାର ୩ ଜିଲ୍ଲାରେ ଭୂମିକମ୍ପ ଝଟକା, ଆତଙ୍କିତ ଲୋକେ

ଭବାନୀପାଟଣା: ବୁଧବାର ସନ୍ଧ୍ୟାରେ ହଠାତ୍ ଓଡ଼ିଶାର ଏକାଧିକ ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି, ଯାହାକି ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳାଇ ଦେଇଛି। ସନ୍ଧ୍ୟା ପ୍ରାୟ ୭.୪୦ ମିନିଟ୍ ସମୟରେ କଳାହାଣ୍ଡି, ନବରଙ୍ଗପୁର ଏବଂ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକେ ଏହି…

ଭୋଟ୍ ଦିନ କିଭଳି ନୀରବରେ ବାର୍ତ୍ତା ଦିଅନ୍ତି ପ୍ରଧାନମନ୍ତ୍ରୀ? ଜାଣନ୍ତୁ ସମ୍ପୂର୍ଣ୍ଣ ରଣନୀତି

ନୂଆଦିଲ୍ଲୀ: ନିର୍ବାଚନର ଠିକ୍ ୪୮ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହୋଇଯାଏ ଏବଂ ନୀରବତା ଅବଲମ୍ବନ କରାଯାଏ। ଏହି ସମୟକୁ 'ଇଲେକ୍ସନ୍ ସାଇଲେନ୍ସ' ବୋଲି କୁହାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୀରବତାର ମଧ୍ୟ ବେଶ୍ ଚତୁରତାର ସହ ରାଜନୈତିକ ଫାଇଦା ଉଠାଇବାରେ ମାହିର।…

ବ୍ୟାଙ୍କର ବେପରୁଆ ମନୋଭାବକୁ ଦାୟୀ! ଜିତୁ ମୁଣ୍ଡାଙ୍କୁ ଭେଟିବା ପରେ ପ୍ରଶାସନ ଉପରେ ବର୍ଷିଲେ ବଦ୍ରି

କେନ୍ଦୁଝର: ବ୍ୟାଙ୍କ ଖାତାରୁ ମାତ୍ର କିଛି ଟଙ୍କା ଉଠାଇବା ପାଇଁ ମୃତ ଭଉଣୀର ପ୍ରମାଣ ଦେବାକୁ ଯାଇ ଜଣେ ଗରିବ ଆଦିବାସୀ ଯୁବକ ନିଜ ଭଉଣୀର କଙ୍କାଳ ମାଟି ତଳୁ ଖୋଳିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। କେନ୍ଦୁଝର ଜିଲ୍ଲା ଦିଆନାଳି ଗାଁରେ ଘଟିଥିବା ଏହି ଅମାନବୀୟ ତଥା ହୃଦୟବିଦାରକ…