Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାତ୍ରା ବିଳମ୍ବ, ବେଙ୍ଗାଲୁରୁରେ ରାତିସାରା ଫସି ରହିଲେ ଶହ ଶହ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଜୟପୁର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଅତ୍ୟଧିକ ବିଳମ୍ବ ହେବା କାରଣରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଆଇଏକ୍ସ ୧୫୨୬ ନମ୍ବର ବିଶିଷ୍ଟ ଏହି ବିମାନଟି ଠିକ୍ ସମୟରେ ଉଡାଣ ଭରିପାରି ନଥିଲା। ଫଳରେ ବେଙ୍ଗାଲୁରୁ…

ମନ କି ବାତ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲ ପଣା ଓ ଆମ୍ବର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦେଶବ୍ୟାପୀ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସେ ପାରମ୍ପରିକ ଦେଶୀ ପାନୀୟ ଉପରେ ଗୁରୁତ୍ୱ…

ଅଭିଷେକଙ୍କ ପରେ ଏବେ କଲ୍ୟାଣ ବାନାର୍ଜୀଙ୍କୁ ଟାର୍ଗେଟ: ହୁଗୁଳିରେ ଟିଏମସି ସାଂସଦଙ୍କ ଉପରେ ସାଂଘାତିକ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହେବା ପରେ ମଧ୍ୟ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ଶନିବାର ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ରବିବାର ଦଳର ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଛି। ହୁଗୁଳି ଜିଲ୍ଲା…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ଆଇଆଇସି

ଭୁବନେଶ୍ବର: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରା । ତାଙ୍କୁ ବଦଳି କରାଯାଇ କଟକ ଡିସିପି ଅଫିସକୁ ପଠାଯାଇଛି । ବର୍ତ୍ତମାନ ବାରଙ୍ଗ ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ପୁରୀ ଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ…

ସୋନାରପୁରରେ ଅଭିଷେକ ବନାର୍ଜୀଙ୍କ ଉପରେ ଆକ୍ରମଣ ମାମଲା, ୫ ଜଣଙ୍କୁ ଗିରଫ କଲା ପୋଲିସ

କୋଲକାତା: ପଶ୍ଚିମବଙ୍ଗର ସୋନାରପୁରରେ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଓ ସାଂସଦ ଅଭିଷେକ ବନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ବଡ଼ ପଦକ୍ଷେପ ନେଇଛି। ଘଟଣା ସହ ଜଡିତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ତପନ ମାଇତି ଓ ଆକାଶ…

ହରମୁଜ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଡିଜେଲ ଓ ବିମାନ ଇନ୍ଧନ ଉପରେ କମିଲା ରପ୍ତାନି…

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ତୈଳ ସଙ୍କଟ ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ ଉପରେ ଲାଗୁଥିବା ରପ୍ତାନି ଶୁଳ୍କକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ…

ଲକ୍ଷ୍ମୀ ବସ୍ ଓ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ଖୋଳତାଡ଼: ଅଡିଟ୍‌ ଘେରରେ ପରିବହନ ବିଭାଗ, ଜବାବ ମାଗିଲେ ଅକାଉଣ୍ଟାଣ୍ଟ…

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ସରକାରଙ୍କ ଅନ୍ୟତମ ଯୋଜନା ଲକ୍ଷ୍ମୀ ବସ୍ ଯୋଜନା ବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ୍‌ ସେବା ଏବଂ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଓଡ଼ିଶାର ଅକାଉଣ୍ଟାଣ୍ଟ ଜେନେରାଲ୍‌ ବା ଏଜି ପକ୍ଷରୁ ଏହି ଦୁଇଟି ଯୋଜନାରେ ହୋଇଥିବା ଅର୍ଥ…

Odisha Ministry Expansion: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ୬ ମନ୍ତ୍ରୀ!

ଭୁବନେଶ୍ବର: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା କିଏ ରହିବେ…କିଏ କଟିବେ? ୨ରୁ ମୁଖ୍ୟମନ୍ତ୍ରୀ ପରଖିବେ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ଚେହେରାଙ୍କୁ…

MEA Security: CISF ହାତକୁ ଗଲା ବୈଦେଶିକ ମନ୍ତ୍ରଣାଳୟର ସୁରକ୍ଷା, ୯୦ ଜଣ ଜଗିବେ ସୁଷମା ସ୍ୱରାଜ ଭବନ

ନୂଆଦିଲ୍ଲୀ: ଦେଶର ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବାରେ ବିଶେଷଜ୍ଞ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF)କୁ ଏବେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟାଳୟ ସୁଷମା ସ୍ୱରାଜ ଭବନକୁ ସୁରକ୍ଷା ଦେବାର ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।…

Myanmar President in India: ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି, ଏସ. ଜୟଶଙ୍କରଙ୍କୁ ଭେଟି ଏହି ପ୍ରସଙ୍ଗରେ କଲେ…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କୁ ଭେଟିଛନ୍ତି। ବୈଠକ ସମୟରେ, ସେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ତାଙ୍କର ସକାରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ, ବୈଦେଶିକ…