Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଓଡ଼ିଶାର ୫ ଜିଲ୍ଲା ପାଇଁ ଏକ ସତର୍କ ସୂଚନା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦ୍ରାପଡ଼ାର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା ସହ ବଜ୍ରପାତ ଏବଂ…

ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ: ପ୍ରଧାନମନ୍ତ୍ରୀ ମାଗିଲେ ଦୁଇ ବର୍ଷର ରିପୋର୍ଟ କାର୍ଡ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବାର ଦୃଢ଼ ସମ୍ଭାବନା ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ

ଭୁବନେଶ୍ବର: ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ । ପୂର୍ବରୁ ମେ ୩୧ ସୁଦ୍ଧା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିବାବେଳେ, ଏବେ ଏହି ଅବଧିକୁ ବୃଦ୍ଧି କରାଯାଇ ଜୁନ୍‌ ୩୦ ରଖାଯାଇଛି…

ଓଡ଼ିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅନନ୍ୟା ଅବସ୍ଥୀ

ଭୁବନେଶ୍ୱର: ଓଡ଼ିଶା ରାଜଭବନ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଆଇପିଏସ୍ ଅଧିକାରୀ ଅନନ୍ୟା ଅବସ୍ଥୀ ରାଜ୍ୟପାଳଙ୍କ ଏଡିସି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହ ସେ ଓଡ଼ିଶାର ପ୍ରଥମ ମହିଳା ପୋଲିସ ଅଧିକାରୀ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ହୋଇଛନ୍ତି।…

ଭତ୍ତା ବଣ୍ଟନରେ ବିଭ୍ରାଟକୁ ନେଇ ବଢୁଛି ରାଜନୀତି: ସରକାରଙ୍କୁ ଟାର୍ଗେଟ କଲା ବିଜେଡି, ସଫ୍ଟୱେର ଅପଡେଟ୍ କାରଣ…

ଭୁବନେଶ୍ୱର: ରାଜ୍ୟରେ ବାର୍ଦ୍ଧକ୍ୟ ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାସ ମାସ ଧରି ହିତାଧିକାରୀ ଭତ୍ତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି…

ଟ୍ରକ ପଛରେ କାହିଁକି ଲେଖାଥାଏ ‘Horn OK Please’? ଜାଣନ୍ତୁ ଏହା ପଛର ରହସ୍ୟ ଏବଂ ମହାରାଷ୍ଟ୍ର ସରକାର…

ନୂଆଦିଲ୍ଲୀ: ରାସ୍ତାରେ ଯିବା ଆସିବା ସମୟରେ ଆପଣ ନିଶ୍ଚୟ ଟ୍ରକ କିମ୍ବା ଅନ୍ୟ ଗାଡ଼ି ପଛରେ 'Horn OK Please' ହର୍ଣ୍ଣ ଓକେ ପ୍ଲିଜ୍ ଲେଖା ହୋଇଥିବାର ଦେଖିଥିବେ। ଏହା ଆମ ଦେଶରେ ଏକ ସାଧାରଣ ଦୃଶ୍ୟ ପାଲଟିଯାଇଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଧାଡି ପଛରେ ପ୍ରକୃତରେ କଣ ରହସ୍ୟ…

ଇଲେକ୍ଟ୍ରିକ୍ କାର୍ କିଣିବା ହେଲା ଆହୁରି ଶସ୍ତା: ଭଡ଼ାରେ ମିଳୁଛି ବ୍ୟାଟେରୀ, କିଲୋମିଟର ହିସାବରେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କିନ୍ତୁ ଅଧିକ ଦାମ୍ ଯୋଗୁଁ ଅନେକ ସାଧାରଣ ଗ୍ରାହକ ଏହାକୁ କିଣିବାକୁ ପଛଘୁଞ୍ଚା ଦେଉଥିଲେ। ଏବେ ଏହି ସମସ୍ୟାର ସମାଧାନ ପାଇଁ ବଜାରକୁ ଏକ ନୂଆ ବିକଳ୍ପ ଆସିଛି। କାର୍ କମ୍ପାନୀଗୁଡ଼ିକ ଏବେ ବ୍ୟାଟେରୀ ଆଜ୍…

ବଡ଼ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ରାଉରକେଲା: ବଡ଼ ଡକାୟତି ପାଇଁ ଏକାଠି ହୋଇଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ଏମାନେ ନୟାବଜାର କଂଗ୍ରେସ ଭବନ ପଛରେ ଏହି ଯୋଜନା କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ…

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାତ୍ରା ବିଳମ୍ବ, ବେଙ୍ଗାଲୁରୁରେ ରାତିସାରା ଫସି ରହିଲେ ଶହ ଶହ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଜୟପୁର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଅତ୍ୟଧିକ ବିଳମ୍ବ ହେବା କାରଣରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଆଇଏକ୍ସ ୧୫୨୬ ନମ୍ବର ବିଶିଷ୍ଟ ଏହି ବିମାନଟି ଠିକ୍ ସମୟରେ ଉଡାଣ ଭରିପାରି ନଥିଲା। ଫଳରେ ବେଙ୍ଗାଲୁରୁ…

ମନ କି ବାତ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲ ପଣା ଓ ଆମ୍ବର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦେଶବ୍ୟାପୀ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସେ ପାରମ୍ପରିକ ଦେଶୀ ପାନୀୟ ଉପରେ ଗୁରୁତ୍ୱ…