Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମମତାଙ୍କ ଅମଳରେ କୋଣଠେସା ହୋଇଥିଲେ, ଏବେ ମିଳିଲା ବଡ଼ ଦାୟିତ୍ୱ: ଆଇପିଏସ ଦମୟନ୍ତୀ ସେନ୍‌ଙ୍କ ଦମ୍‌ଦାର କମ୍‌ବ୍ୟାକ୍

କୋଲକାତା: ସମୟ ସବୁବେଳେ ସମାନ ରହେନି। କ୍ଷମତାର ଅହଂକାର ଭିତରେ ଯେଉଁ ସତ୍ୟର ସ୍ୱରକୁ ଚପାଇ ଦିଆଯାଇଥିଲା, ଆଜି ତାହା ପୁଣି ଥରେ ମୁଣ୍ଡ ଟେକିଛି। ୨୦୧୨ ମସିହାର ବହୁ ଚର୍ଚ୍ଚିତ 'ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ମାମଲା' ଆପଣଙ୍କର ନିଶ୍ଚୟ ମନେଥିବ। ସେତେବେଳେ ଜଣେ ମହିଳା ଆଇପିଏସ୍ ଅଫିସର ନିଜ…

“ମୋର ନୀରବତାକୁ ଦୁର୍ବଳତା ଭାବନ୍ତୁ ନାହିଁ, ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି”: ମହମ୍ମଦ ୟୁନୁସଙ୍କୁ ଶେଖ୍…

ନୂଆଦିଲ୍ଲୀ: "ମୋର ନୀରବତାକୁ ମୋର ଦୁର୍ବଳତା ବୋଲି ଭାବିବାର ଭୁଲ୍ କରନ୍ତୁ ନାହିଁ। ମୁଁ ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି।" ଦୀର୍ଘ ଦିନର ନୀରବତା ପରେ ନିର୍ବାସନରେ ଥାଇ ଏହିଭଳି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ଗତ ଅଗଷ୍ଟ ମାସରେ…

ବାଣୀବିହାର ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ଓ ରଡ୍‌ମାଡ଼, ୩ ଗୁରୁତର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) କ୍ୟାମ୍ପସ ପୁଣି ଥରେ ଅଶାନ୍ତ ହୋଇଛି। ହଷ୍ଟେଲ ପରିସର ଭିତରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଥିବା ଏକ ସାଂଘାତିକ ମାରପିଟ୍‌ରେ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଶିକ୍ଷାର ମନ୍ଦିର କୁହାଯାଉଥିବା କ୍ୟାମ୍ପସ ଭିତରେ ଖୋଲାଖୋଲି…

୫ ଦିନ ଭିତରେ ଦ୍ଵିତୀୟ ଥର ବଢିଲା ପେଟ୍ରୋଲ ଦର, ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ମାତ୍ର ୫ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଥର, ଯେବେ ତୈଳ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ ସଂଶୋଧନ କରି ଏହାକୁ ମହଙ୍ଗା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦେଶର…

ବାଲିଅନ୍ତା ସୋମ୍ୟ ହତ୍ୟାକାଣ୍ଡ: ଗିରଫଦାରୀ ଭୟରେ ଅଭିଯୁକ୍ତ ଫେରାର, ରାତି ଅଧିଆ ରେଡ୍‌ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆକ୍ସନ୍ ମୋଡ୍‌କୁ ଆସିଛି। ଘଟଣାରେ ଜଡିତ ସନ୍ଦେହଭାଜନ ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାତି ଅଧିଆ ଚଢାଉ ଜାରି ରହିଛି। କିନ୍ତୁ ତଦନ୍ତ ଜୋରଦାର ହେବା ସହିତ ଅଭିଯୁକ୍ତମାନଙ୍କ ମଧ୍ୟରେ ଆତଙ୍କ ବଢିଛି।…

BJP core committee meeting: ନିତିନ ଦେଲେ ୩ ମାସିଆ ଟାସ୍କ…ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ…

ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଜୁଲାଇରେ ଆସି ଟାସ୍କର ସମୀକ୍ଷା କରିବେ। ନିତିନ ଦଳୀୟ ବିଧାୟକ, ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଢ ଘଣ୍ଟା ଧରି କୋର…

ବିଶିଷ୍ଟ ସାହିତ୍ୟ-ଗବେଷକ କୁମୁଦ ଚନ୍ଦ୍ର ଦାଶଙ୍କ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ କବି ଓ ସାହିତ୍ୟ-ସମାଲୋଚକ କୁମୁଦ ଚନ୍ଦ୍ର ଦାଶଙ୍କର ଦେହାନ୍ତ। ମଇ ୧୭ ତାରିଖ ରାତିରେ ଅନୁଗୁଳଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା’ଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କର ଟ୍ୟୁମର୍ ଜନିତ ବ୍ୟାଧିରେ ପୀଡ଼ିତ ଥାଇ ସେ ଗତ କିଛି ମାସ ଧରି…

ଶୁଭେନ୍ଦୁ ସରକରାଙ୍କ ବଡ଼ ନିଷ୍ପତ୍ତି: ବଙ୍ଗଳାରେ ବନ୍ଦ ହେବ ଧର୍ମ ଆଧାରିତ ଗୋଷ୍ଠୀଙ୍କ ଭତ୍ତା

କୋଲକାତା: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବଙ୍ଗଳା ସରକାର ଆଜି ତାଙ୍କର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗରେ ବନ୍ଦ ହେବ ଧର୍ମ ଆଧାରିତ ଗୋଷ୍ଠୀଙ୍କ ସରକାରୀ ସହାୟତା। ଚଳିତ ବର୍ଷ ଜୁନ୍ ମାସରୁ କଟକଣା ପାଇଁ କ୍ୟାବିନେଟର…

High Court Odisha:ଭର୍ଚୁଆଲ ମୋଡ୍‌ ନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌

କଟକ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ ପରେ ଦେଶ ଏବେ ଇନ୍ଧନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛି। ତେବେ ତୈଳ ସଂକଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍‌ ମୋଡରେ ଚାଲିବ ଓଡିଶା ହାଇକୋର୍ଟ । ଆସନ୍ତା ୧୯ ଓ ୨୧ରେ ଭର୍ଚୁଆଲ୍‌ ମୋଡରେ ହାଇକୋର୍ଟ ଚାଲିବ। ଏହାସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ…

ୟୁପିରେ ଅଦିନିଆ ରଥଯାତ୍ରା ପାଳନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବାଦ

ପୁରୀ: ଉତ୍ତର ପ୍ରଦେଶର ହାପୁରରେ ଅଦିନିଆ ରଥଯାତ୍ରା ଏବଂ ନେତ୍ରୋତ୍ସବ ପାଳନର ପ୍ରସ୍ତାବକୁ ଦୃଢ଼ ବିରୋଧ କରିଛି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)। ଉତ୍ତର ପ୍ରଦେଶ ହାପୁର ଜିଲ୍ଲାର ଭଗବାନ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ତା ୧୩.୬.୨୦୨୬ ରିଖରେ ନେତ୍ରୋତ୍ସବ ଓ ତା…