Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗ୍ୟାସ ଏବଂ ତୈଳ ସଙ୍କଟ ସମୟରେ ଭାରତକୁ ସାହାଯ୍ୟ କରିଥିବା ଏହି ଦେଶ ଉପରେ ବିପଦ: ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯୋଗାଣ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ମଧ୍ୟ ପ୍ରଭାବିତ ହୋଇଥିଲା, ଯାହା ଫଳରେ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହି ସଙ୍କଟ ସମୟରେ, ଦକ୍ଷିଣ ଆଫ୍ରିକୀୟ ଦେଶ ଆଙ୍ଗୋଲା ତେଲ ରପ୍ତାନି କରି ଭାରତକୁ ସହାୟତା କରିଛି। ୨୦୨୬ ରେ ଭାରତର ତୈଳ…

ସପ୍ତାହେ ଯାଏ କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱର: ରାଜ୍ୟରେ ଏବେ ଠାରୁ ପ୍ରଚଣ୍ଡ ଖରା ଯୋଗୁ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ମଧ୍ୟ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ । ଆସନ୍ତା ୧୭ ତାରିଖ ଶୁକ୍ରବାର ଯାଏଁ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ,…

ମାତ୍ର ଅଳ୍ପ ଇଞ୍ଚ ଦୂରରେ ଥିଲା ଡିଲ୍ ହେଲେ…ଇରାନ-ଆମେରିକା ଆଲୋଚନା ବିଫଳ ଉପରେ ମୁହଁ ଖୋଲିଲା ଇରାନ୍

ତେହରାନ: ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ପରେ, ଇରାନର ବୈଦେଶିକ ମନ୍ତ୍ରୀ ସୈଦ ଆବାସ ଅରାଘଚିଙ୍କ ମନ୍ତବ୍ୟ ସାମ୍ନାକୁ ଆଶିଛି । ସେ କହିଛନ୍ତି ଯେ ଏକ ଚୁକ୍ତି ପ୍ରାୟ ହୋଇସାରିଛି । ଦୁଇ ପକ୍ଷ ଏକ ଚୁକ୍ତିରେ ପହଞ୍ଚିବାଠାରୁ ମାତ୍ର "ଇଞ୍ଚ ଦୂରରେ" ଥିଲେ କିନ୍ତୁ…

କରେଣ୍ଟ ଲାଗି ଚାଲିଗଲା ୩ ଦଣ୍ଡୁଆଙ୍କ ଜୀବନ, ୨ ଗୁରୁତର

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ପାଟଲ୍ ଗ୍ରାମରେ ଅଘଟଣ । ୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ(୨୪) ଏବଂ ମୋଟଙ୍ଗା ଥାନା ବିଡ଼ ଗ୍ରାମର ମିଲନ ମହାଳିକ (୩୪) । ଗୁରୁତର ଦୁଇ ଜଣ ହେଲେ…

ଚୀନକୁ ଟ୍ରମ୍ପଙ୍କ ଖୋଲା ଧମକ; ଇରାନକୁ ଅସ୍ତ୍ର ଯୋଗାଇଲେ ଲଗାଇବୁ ୫୦ ପ୍ରତିଶତ ଶୁଳ୍କ..

ଓ୍ବାଶିଂଟନ୍: ପାକିସ୍ତାନରେ, ଇରାନ ସହ ଆମେରିକାର ଆଲୋଚନା ବିଫଳ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଗୁଡ଼ିକ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବେ । ଟ୍ରମ୍ପ କହିଛନ୍ତି ଯେ ସେ…

ରାଜ୍ୟର ଏକ ଶକ୍ତିଶାଳୀ ଅର୍ଥନୈତିକ କରିଡର୍ ଭାବେ ବିକଶିତ ହେବ କେନ୍ଦୁଝର-ବଡବିଲ-ଯୋଡ଼ା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏକ ମୁଖ୍ୟ ନଗର ଓ ଏହା ପ୍ରାଚୀନ କାଳରୁ ଏକ ପ୍ରସିଦ୍ଧ ନଗରୀ ଭାବେ ଖ୍ୟାତି ଲାଭ କରିଛି । ଓଡ଼ିଶାର ଧର୍ମ ପରମ୍ପରାରେ ଆନନ୍ଦପୁରର ସ୍ୱତନ୍ତ୍ରତା ରହିଛି ବୋଲି ଆନନ୍ଦପୁର ମହୋତ୍ସବର ଉଦ୍‍ଯାପନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ…

Ready to mediate: ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପୁଟିନ; କହିଲେ -ଆମେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି। ପୁଟିନ ରବିବାର ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନଙ୍କୁ କହିଥିଲେ ଯେ ସେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସରେ ସାହାଯ୍ୟ…

ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାଁ ବଦଳାଇବା ପ୍ରସଙ୍ଗ; ‘ଚୀନ୍ ମିଥ୍ୟା ଦାବି ଏବଂ ଭିତ୍ତିହୀନ କାହାଣୀ…

ନୂଆଦିଲ୍ଲୀ: ରବିବାର ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ ଚୀନ୍ ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ବଦଳାଇବାକୁ ଚେଷ୍ଟା କରୁଥିବା ନେଇ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛନ୍ତି । ଏପରି ରିପୋର୍ଟକୁ ଭିତ୍ତିହୀନ ଏବଂ ରାଜନୈତିକ ଭାବରେ ଉତ୍ତେଜନା ସୃଷ୍ଟିକାରୀ ବୋଲି…

ଆମେ ସମଗ୍ର ଜଳପଥକୁ ଅବରୋଧ କରିବୁ, କୌଣସି ଜାହାଜକୁ ହର୍ମୁଜ ଦେଇ ଯିବାକୁ ଦିଆଯିବନି…

ୱାଶିଂଟନ: ଇରାନ ସହ ଆମେରିକାର ଆଲୋଚନା ବିଫଳ ହୋଇଛି । ଏହା ପରେ ଇରାନକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ରାଗି ଯାଇ କହିଛନ୍ତି ଯେ, ହର୍ମୁଜରେ ପ୍ରବେଶ କିମ୍ବା ପ୍ରସ୍ଥାନ କରିବାକୁ ଚେଷ୍ଟା କରୁଥିବା ଜାହାଜଗୁଡ଼ିକୁ ଆମେରିକା ତୁରନ୍ତ ଅବରୋଧ କରିବା ଆରମ୍ଭ କରିବ…

Femina Miss India 2026:କିଟ୍‍ ରେ ଆୟୋଜନ ହେବ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ୨୦୨୬:ବିଭିନ୍ନ ରାଜ୍ୟରୁ ପହଞ୍ଚିଲେ…

ଭୁବନେଶ୍ୱର: ଏପ୍ରିଲ ୧୮ତାରିଖରେ କିଟ୍‍ ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦେଶବ୍ୟାପୀ ୩୦ ଜଣ ରାଜ୍ୟ ବିଜେତା ଆଜି କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।…