Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଯୁଦ୍ଧ ଶେଷ ପାଇଁ ପାଞ୍ଚଟି ବଡ଼ ସର୍ତ୍ତ ରଖିଲେ ଟ୍ରମ୍ପ, ରାଜି ହେବ ତ ଇରାନ?

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନାର ସମାଧାନ ପାଇଁ ଆମେରିକା-ଇରାନ ମଧ୍ୟରେ ପର୍ଯ୍ୟାୟ କ୍ରମେ ଆଲୋଚନା ଚାଲିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ସମ୍ପର୍କରେ ଅନେକ ପ୍ରମୁଖ ସର୍ତ୍ତ ଏବଂ ମତଭେଦର ରିପୋର୍ଟ…

ଏହି ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭିଡି ସତୀଶନ୍

ନୂଆଦିଲ୍ଲୀ: କେରଳମରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ସପ୍ତାହ ପରେ ୟୁଡିଏଫର ସରକାର ହେବାକୁ ଯାଉଛି। ପ୍ରାୟ ଏକ ଦଶନ୍ଧି ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କ୍ଷମତାକୁ ଫେରିଛି। ଆଉ ଏହି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ଭି.ଡି. ସତିଶନ୍। ସେ…

Nikhil Hadappa:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାରେ ୯ ଗିରଫ;ହତ୍ୟା ପଛରେ…

ରାୟଗଡ଼ା:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଥାନା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟ ୮ ଜଣକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ କରିଛି ପୋଲିସ । ରାୟଗଡା ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।…

Barakah nuclear plant:ପୁଣି ଥରେ ଥରିଲା UAE; ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ:ୟୁଏଇରେ ପୁଣି ଥରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି(Abu Dhabi)ରେ ଥିବା ବାରାକାହ ପରମାଣୁ ବିଦ୍ୟୁତ୍ କେନ୍ଦ୍ରରେ(Barakah nuclear power plant) ଡ୍ରୋନ୍ ଆକ୍ରମଣ ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଅଧିକାରୀଙ୍କ ଅନୁଯାୟୀ,…

OCS Preliminary Exam:ଓସିଏସ୍‌ ପ୍ରିଲିମ୍‌ନାରୀ ପରୀକ୍ଷା ଏହି ଦିନ ହେବ..ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ପାଇବେ…

କଟକ: ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ୍)-୨୦୨୬ର ପ୍ରାଥମିକ (ପ୍ରିଲିମନାରୀ) ପରୀକ୍ଷା ଆସନ୍ତା ଜୁନ୍ ୭ତାରିଖରେ ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି ) ଦ୍ୱାରା ପରିଚାଳିତ ହୋଇଥାଏ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା । ରାଜ୍ୟର ୬ଟି ଜୋନ ଯଥା କଟକ, ଭୁବନେଶ୍ୱର, ବାଲେଶ୍ୱର,…

‘ମୁଁ ଏତେ ତଳକୁ ଖସି ଯାଇ ନାହିଁ…’ : ବିଜୟଙ୍କ ପ୍ରତି ଈର୍ଷା କରୁଥିବା ଗୁଜବକୁ ନେଇ ଅସନ୍ତୋଷ…

ଚେନ୍ନାଇ: ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହୋଇଛି। କିଛିଦିନ ତଳେ ସାଉଥ ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଭେଟିଥିଲେ। ଯହାକୁ ନେଇ ରାଜ୍ୟରେ ନାନା ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ…

ଇନ୍ଧନ ସଙ୍କଟ ମଧ୍ୟରେ ଦେଶ ପାଇଁ ଭଲ ଖବର: ହର୍ମୁଜ୍ ପାର ହୋଇ ଗୁଜୁରାଟ ପହଞ୍ଚିଲା ଭାରତୀୟ LPG ଟ୍ୟାଙ୍କର୍

ନୂଆଦିଲ୍ଲୀ: ଦେଶର ଏଲପିଜି ଯୋଗାଣ ସମସ୍ୟା ମଧ୍ୟରେ, ଏକ ଭଲ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ହେତୁ ସୃଷ୍ଟି ହୋଇଥିବା ରନ୍ଧନ ଗ୍ୟାସ୍ (LPG) ସଙ୍କଟକୁ ଦୂର କରିବା ପାଇଁ ଭାରତୀୟ ଜାହାଜ ଗୁଜୁରାଟରେ ପହଞ୍ଚିଛି। ଏହି ପଦକ୍ଷେପ ଦେଶରେ LPG ଯୋଗାଣକୁ ସ୍ୱାଭାବିକ କରିବାରେ…

Firing Attack: କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼;ଘଟଣାସ୍ଥଳରୁ ଖୋକା ଜବତ

ସୁନ୍ଦରଗଡ଼:ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡରେ ଗୁଳିମାଡ । କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ମା ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ରାତିରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ କାର୍ ରେ ଆସି ଗୁଳିମାଡ଼…

ଦକ୍ଷିଣ ଓଡ଼ିଶାରେ “ସୌର ମାସ” ଅଭିଯାନ: ସବୁଜ ଶକ୍ତି ପ୍ରୋତ୍ସାହନକୁ ବ୍ୟାପକ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଭାରତ ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମ‌ଏନ‌ଆର‌ଇ) ର “ସୌର ମାସ” ତଥା ମନ୍ଥ୍ ଅଫ୍ ସୋଲାର ଅଭିଯାନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ସମଗ୍ର ଦକ୍ଷିଣ…

ଦୁଇ ଦିନରେ ୨ ଥର ବଢ଼ିଲା CNG ଦର, ଜାଣନ୍ତୁ କେତେ ଅଛି ରେଟ୍‌ ?

ନୂଆଦିଲ୍ଲୀ: ପୁଣି ବଢ଼ିଲା CNG ଦର। ଆଜିଠୁ କେଜି ପିଛା ୧ ଟଙ୍କା ବୃଦ୍ଧି। ଦିଲ୍ଲୀରେ CNG ଦର କେଜି ପିଛା ୮୦ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଛି। ଦୁଇ ଦିନ ତଳେ CNG ଦର କେଜି ପିଛା ୨ ଟଙ୍କା ବଢ଼ିଥିଲା। ଏଥର ୧ ଟଙ୍କା ବୃଦ୍ଧି ପାଇଛି।  ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ସିଏନଜି…