Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ: ୪ର୍ଥ ମହଲାରୁ ଖସିପଡ଼ି ପ୍ରାଣ ହରାଇଲେ ରସିକ ଦୁଲାରୀ ଶରଣ

ବୃନ୍ଦାବନ: ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ଜୀ ମହାରାଜଙ୍କ ଜଣେ ୨୫ ବର୍ଷୀୟ ଶିଷ୍ୟଙ୍କର ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଯୁବକଙ୍କ ନାମ ଦୀପକ ଲୋଧି (୨୫) ଏବଂ ସେ ଆଶ୍ରମରେ 'ରସିକ ଦୁଲାରୀ ଶରଣ' ନାମରେ ପରିଚିତ ଥିଲେ । ତାଙ୍କର ମୂଳ ଘର…

ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ: ଅକ୍ଟୋବର ୧୫ରୁ ଟ୍ରେ’ରେ ଲେଖିବାକୁ ପଡ଼ିବ ‘ବେଷ୍ଟ ବିଫୋର୍’…

ଲକ୍ଷ୍ନୌ: ପାର୍ବଣ ଋତୁ ଆସିଲେ ବଜାରରେ ମିଠାର ଚାହିଦା ବହୁତ ବଢ଼ିଯାଏ । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ବାସି ତଥା ଭେଜାଲ୍ ମିଠା ବିକ୍ରି କରି ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳିଥାନ୍ତି । ମାତ୍ର ଏବେ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ଉତ୍ତରପ୍ରଦେଶ ସରକାର ଏକ ବଡ଼…

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ନେବ ‘ଗଭୀର ଅବପାତ’ର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଘନଉଛି ଏକ ବଡ଼ ଧରଣର ପାଣିପାଗ ପରିବର୍ତ୍ତନ। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ନୂଆ ପାଣିପାଗଗତ ହଲଚଲ୍ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଉତ୍ତର…

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ହୋଇପାରେ ସାମରିକ ଆକ୍ରମଣ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ଆମେରିକା ପୁଣିଥରେ ସାମରିକ ଆକ୍ରମଣ କରିବାର ସମ୍ଭାବନାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଡ଼ାଇ ଦେଇନାହାନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ଏହି ସଂଘର୍ଷ ଖୁବ୍ ଶୀଘ୍ର ଶେଷ ହେବ ଏବଂ ଅନ୍ତର୍ଜାତୀୟ…

ଇରାନୀ ଧର୍ମଗୁରୁଙ୍କ ବଡ଼ ଦାବି: ଧ୍ୱଂସାବଶେଷରୁ ଉଦ୍ଧାର ହେଲେ ମୋଜତବା ଖାମେନେଇ

ତେହେରାନ: ଇରାନ-ଆମେରିକା ଯୁଦ୍ଧ ଚାଲିଥିବା ସମୟରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେହେରାନର ଏକ ହସପିଟାଲ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ମୋଜତବା ଖାମେନେଇଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇଥିଲା ବୋଲି ଜଣେ ବରିଷ୍ଠ…

ଫୁଲୁଛି ହୀରାକୁଦ, ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ଫୁଲୁଛି ହୀରାକୁଦ। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବାହ ବୃଦ୍ଧି ପାଇବା ପରେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ରବିବାର ଦିନ ପର୍ଯ୍ୟାୟକ୍ରମେ ଆଉ ୮ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଏହା ଫଳରେ ପ୍ରାୟ ୨୮ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ବାମ…

ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର

ପାରଳାଖେମୁଣ୍ଡି: ରାତିରେ ଖାଇବା ପାଇଁ ତିଆରି ହୋଇଥିଲା ଗରମ ଗରମ ରୁଟି । ହେଲେ କିଏ ଜାଣିଥିଲା, ସେହି ରୁଟି ହିଁ ତାଙ୍କ ପାଇଁ ବିଷ ପାଲଟିଯିବ ବୋଲି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇ…

ଯାଜପୁର ଓ ଭଦ୍ରକର ୪୩୨ ସ୍କୁଲରେ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ବ୍ୟାପକ ଭାବେ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ରାଜ୍ୟର ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ଆଶଙ୍କା ଘନୀଭୂତ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପମାନ…

ଚାକିରି ନାଁରେ ବିଛାଯାଇଥିଲା ଜାଲ: ନିମାପଡ଼ା ଗେଷ୍ଟ୍ ହାଉସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନିମାପଡ଼ା: ଭଲ ଦରମାରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣେ ନିରୀହ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ସ୍ଥାନୀୟ 'ନନ୍ଦିନୀ ଗେଷ୍ଟ୍ ହାଉସ୍'ରେ ଏହି ଅଭାବନୀୟ କାଣ୍ଡ ଘଟିଥିବା ବେଳେ, ପୁଲିସ ମାମଲା…

ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ରେ ଝଲସିବ ଖଣ୍ଡଗିରି ଓ ଉଦୟଗିରି

ଭୁବନେଶ୍ୱର: ଭୁବନେଶ୍ୱରର ଐତିହାସିକ ଖଣ୍ଡଗିରିଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମନୋରମ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।…