Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଗୁଜୁରାଟ ଗସ୍ତ;ଶିଳ୍ପପତି ଏବଂ ନିବେଶକଙ୍କୁ ଭେଟିବେ…

ଭୁବନେଶ୍ୱର: ଓଡିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ…

Kerala Assembly poll 2026:ପିନାରାଇ ବିଜୟନ ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: କେରଳମ୍ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି , ତଥାପି ବର୍ତ୍ତମାନ ଅନେକ ନିର୍ବାଚନମଣ୍ଡଳୀରେ ଗଣନା ଚାଲିଛି। ତେବେ ଗତ ଦଶ ବର୍ଷ ଧରି କ୍ଷମତାରେ ଥିବା LDFକୁ UDF କ୍ଷମତାଚ୍ୟୁତ କରିଛି । ଏହି ସମୟରେ, ତାଙ୍କ ପରାଜୟକୁ ଗ୍ରହଣ କରି ପିନାରାଇ ବିଜୟନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…

PM Narendra Modi Address:ନୂଆ ଲୁକରେ ନଜର ଆସିଲେ ପିଏମ୍ ମୋଦୀ;କହିଲେ-ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ପର୍ଯ୍ୟନ୍ତ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିପୁଳ ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନୂଆ ଲୁକ୍ ରେ ଦେଖାଯାଇଥିଲେ । ମୋଦୀ ବଙ୍ଗଳା ଧୋତି-କୁର୍ତ୍ତା ପିନ୍ଧିଥିଲେ ।…

ଥାଲାପତି ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ: ଥାଲାପତି ବିଜୟ ତାମିଲନାଡୁରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଗତ ଛଅ ଦଶନ୍ଧି ଧରି ରାଜ୍ୟରେ ଶାସନ କରୁଥିବା DMK ଏବଂ AIADMK ଦଳର ରାଜୁତିକୁ ଶେଷ କରିଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କେହି କଳ୍ପନା କରିନଥିଲେ ଯେ ବିଜୟ ତାଙ୍କର ଦୁଇ ବର୍ଷ ପୁରୁଣା ଦଳ, ତାମିଲଗା…

West Bengal Assam BJP Victory:ବଙ୍ଗଳା ନିର୍ବାଚନ ସବୁଦିନ ପାଇଁ ମନେ ରହିବ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ…

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପି ବଡ଼ ବିଜୟ ହାସଲ କରିଛି। ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। ସେ ଆସାମ ଏବଂ ପଶ୍ଚିମବଙ୍ଗରେ ବିଜୟ ପାଇଁ ସମସ୍ତ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି…

Tamil Nadu Election Result: ହାରିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ … କୋଲାଥୁର ଆସନରେ ପୁରୁଣା ସହଯୋଗୀଙ୍କ…

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍‌କେ ମୁଖ୍ୟ ଏମକେ ଷ୍ଟାଲିନ କୋଲାଥୁର ଆସନରୁ ପରାଜିତ ହୋଇଛନ୍ତି । ଷ୍ଟାଲିନ ତାଙ୍କର କୋଲାଥୁର ଆସନରୁ ୮ ହଜାର ଭୋଟରେ ନିର୍ବାଚନ ହାରିଲେ । କୋଲାଥୁର ଆସନକୁ ଷ୍ଟାଲିନଙ୍କ ଗଡ଼ କୁହାଯାଏ,କାରଣ ସେ କ୍ରମାଗତ ତିନି ଥର (୨୦୧୧, ୨୦୧୬, ୨୦୨୧)…

pension money: ‘ଡୋର୍-ଷ୍ଟେପ୍’ସେବା ଦେବେ ସରକାର; ଘରେ ପହଞ୍ଚିବ ଭତ୍ତା

ଭୁବନେଶ୍ବର:ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ । ଏଣିକି ସେମାନଙ୍କୁ ସେମାନଙ୍କ ଘର ଦୁଆରମୁହଁରେ ଭତ୍ତା ଯୋଗାଇ ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର…

ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ କି ଥାଲାପତି…

ନୂଆଦିଲ୍ଲୀ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ, ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ)ର ପ୍ରତିଷ୍ଠାତା ଥାଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଇତିହାସ ସୃଷ୍ଟି କରିଛନ୍ତି। ବିଜୟଙ୍କ ରଣନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ଚେନ୍ନାଇର ପେରାମ୍ବୁର ଏବଂ ତିରୁଚିରାପାଲି…

Jajpur Accident: ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା; ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଯାଜପୁର:ଯାଜପୁର ଦୁର୍ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବୋଲେରୋ…

ମମତାଙ୍କ ଦୃଢ ଦାବି, ସନ୍ଧ୍ୟା ସୁଦ୍ଧା ଟିଏମସିର ହିଁ ବିଜୟ ଶୁନିଶ୍ଚିତ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଟିଏମସି ଏଜେଣ୍ଟ ଏବଂ କର୍ମୀଙ୍କୁ ଏକ ଜରୁରୀ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି ଯେ, ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି । ଏକ ଭିଡିଓ…