Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’

ନୂଆଦିଲ୍ଲୀ:ବିଶ୍ୱ ଶକ୍ତି ବଜାରରେ ଭାରତୀୟ କମ୍ପାନୀ ରିଲାଏନ୍ସର ଦବଦବା । ଆମେରିକା ମାଟିରେ ଇତିହାସ ରଚିବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ଦୀର୍ଘ ୫୦ ବର୍ଷର ଅପେକ୍ଷା ପରେ ଆମେରିକାରେ ନିର୍ମାଣ ହେବାକୁ ଯାଉଛି ପ୍ରଥମ ନୂଆ ରିଫାଇନାରୀ, ଆଉ ଏହାକୁ ପ୍ରତିଷ୍ଠା କରିବ ଭାରତର…

Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଐତିହାସିକ ବିଜୟ ପରେ ଏବେ ସାରା ଦେଶ ଉତ୍ସବମୁଖର । କିନ୍ତୁ ଏହି ବିଜୟର ମୁଖ୍ୟ ନାୟକ ଜସପ୍ରୀତ ବୁମରା ଏବେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରେ ଏବେ ବୁମରାଙ୍କ ନଜର ୨୦୨୭ ଓ୍ବାନ୍‌ଡେ ୱାର୍ଲ୍ଡ କପ୍ ଉପରେ ।…

ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ

ଭୁବନେଶ୍ୱର: ଏଣିକି ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ। ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ। ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି।…

Suspended: ମଦ ପିଇ ଆସିଥିଲେ ଅଫିସ୍…୩ ତହସିଲ କର୍ମଚାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ

କେନ୍ଦୁଝର: ଘଟଗାଁ ତହସିଲର ତିନିଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ ବିଶାଲ ସିଂହ । ତିନି ନିଲମ୍ବିତ କର୍ମଚାରୀ ହେଲେ ରାଜସ୍ବ ନିରୀକ୍ଷକ ଲସିବ ସିଂହ ଲାଗୁରୀ, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣୀ ଜ୍ୟୋତିର୍ମୟ ସାହୁ । ପୂର୍ବରୁ ଅଫିସ୍ ସମୟରେ ବାରମ୍ବାର ମଦ ପିଇ ଆସି…

Hotter Months Ahead: ଆକାଶରୁ ହେବ ଅଗ୍ନି ବର୍ଷା! ଭାରତକୁ କଲବଲ କରିପାରେ ଗରମ ମାସ…WMO କରାଇଲା ସତର୍କ

ନୂଆଦିଲ୍ଲୀ: ସାରା ଦେଶରେ ପାଗ ପରିବର୍ତ୍ତନ ହୋଇଛି। ଗରମ ପ୍ରଭାବ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ପରିସ୍ଥିତିରେ, ବିଶ୍ୱ ପାଣିପାଗ ସଂଗଠନ ଏକ ବଡ଼ ସତର୍କତା ଜାରି କରିଛି। WMO ଅନୁଯାୟୀ, ଏହି ବର୍ଷ, ଏଲ୍ ନିନୋ ମୌସୁମୀ ଉପରେ ପ୍ରଭାବ ପକାଇପାରେ। ଯାହା ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ଆଣିବାକୁ…

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ

ଶ୍ରୀନଗର: ଜମ୍ମୁ କଶ୍ମୀର ପ୍ରଶାସନ ଜଳଶକ୍ତି ବିଭାଗର ତିନି ଜଣ କର୍ମଚାରୀଙ୍କୁ ବହିଷ୍କାର କରିଛି। ଏହା ଆତଙ୍କୀ ପରିବେଶକୁ ଏକ ଶକ୍ତ ଆଘାତ ବୋଲି କୁହାଯାଉଛି। ଏହି ଧଳା କଲର ଆତଙ୍କବାଦୀମାନେ ସରକାରୀ ଯନ୍ତ୍ରପାତି ଭିତରେ ବସି ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀମାନଙ୍କୁ ସାହାଯ୍ୟ କରୁଥିଲେ।…

ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା

ଆଗ୍ରା: ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌)କୁ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ଏଟିଏସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଆଦର୍ଶ କୁମାର ଓରଫ ଲକି ଭାବରେ ଚିହ୍ନଟ କରାଯାଇଛି, ଯିଏ…

ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସର ଦରମା ବନ୍ଦ। ମଣ୍ଡିରେ ଅନୁପସ୍ଥିତ ରହୁଥିବାରୁ ଦରମା ବନ୍ଦ କଲେ ଜିଲ୍ଲାପାଳ। ଜିଲ୍ଲାର ୮ ବ୍ଲକରେ ୬୯ ନୋଡାଲ ଅଫିସରଙ୍କ କରାଯାଇଛି ଦରମା ବନ୍ଦ। ଏଭଳି କଡ୍ଡା ଆକ୍ସନ ନେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।…

BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…

ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛି ଭାରତର ପ୍ରତିରକ୍ଷା ଭାରତ ଶକ୍ତି ଦେଖି ଆତ୍କୃଷ୍ଟ ହେଉଛନ୍ତି ଅନ୍ୟ ଦେଶ ଯୁଦ୍ଧ ମଧ୍ୟରେ ହେଲା ବଡ଼ ଡ଼ିଲ ଭାରତଠୁ କିଣିବେ କ୍ଷେପଣାସ୍ତ୍ର ଏବଂ ମିସାଇଲ ଦିନେ ନିଜର ପ୍ରତିରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେଇଥିବା ଭାରତ, ଏବେ ଅନ୍ୟ…

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା

କଟକ: ଭିଜିଲାନ୍ସ ଜାଲରେ OAS ବାବୁ। କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡାର ୭ଟି ସ୍ଥାନରେ ରେଡ୍ ଚାଲିଛି।…