Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବର୍ଷେ; ଉପତ୍ୟକାରେ ହାଇ ଆଲର୍ଟ, ସର୍ଚ୍ଚ ଅପରେସନ ଜାରି..

ଶ୍ରୀନଗର: ଗତବର୍ଷ ୨୨ ଏପ୍ରିଲ ଆଜିର ଦିନରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି । ଆକ୍ରମଣର ପ୍ରଥମ ବାର୍ଷିକୀକୁ ଦୃଷ୍ଟିରେ ରଖି, ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।…

ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବନି ଭାରତ… ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ କଡ଼ା…

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ଆଜି ବର୍ଷେ ପୁରିଛି । ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁକୁ ଭୁଲି ହେବ ନାହିଁ । ପହଲଗାମ ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ଆକ୍ରମଣରେ…

ଯୁଦ୍ଧବିରତି ବୃଦ୍ଧି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ; କହିଲେ, ହର୍ମୁଜରେ ଇରାନ ଅବରୋଧ ଜାରି ରହିବ…

ଓ୍ବାଶିଂଟନ୍: ହର୍ମୁଜ୍ ପ୍ରଣାଳୀ ଉପରେ ଦେଖାଯାଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ଇରାନ ଆମେରିକା ନିକଟରେ ପ୍ରସ୍ତାବ ଉପସ୍ଥାପନ ନ କରିବା…

କଲବଲ କରୁଛି ଖରା; ଯାଜପୁରରେ ଆଜିଠୁ ଆସନ୍ତା ୨୫ ଯାଏଁ ସ୍କୁଲ ଛୁଟି

ଯାଜପୁର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲାରେ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ସ୍କୁଲ ବନ୍ଦ ରହିଥିବାବେଳେ, ଏବେ ଯାଜପୁର ଜିଲ୍ଲାରେ ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ…

ଓଡ଼ିଶାକୁ ପୋସ୍କୋର ‘ସେକେଣ୍ଡ ଇନିଂସ’: ୩୫ ହଜାର କୋଟିର ମେଗା ପ୍ରକଳ୍ପ ପାଇଁ ଚୁକ୍ତି

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଦୀର୍ଘ ପ୍ରତୀକ୍ଷା ପରେ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ ପ୍ରସ୍ତୁତକାରୀ ସଂସ୍ଥା ‘ପୋସ୍କୋ’ (POSCO) ପୁଣିଥରେ ଓଡ଼ିଶା ମାଟିକୁ ଫେରିବା ଏବେ ନିଶ୍ଚିତ ହୋଇଛି । କିନ୍ତୁ ଏଥର ପୋସ୍କୋ ଏକା ନୁହେଁ, ବରଂ…

ଇତିହାସର ସେହି ଭୁଲ୍: ଯେତେବେଳେ ଜାନକୀଙ୍କ ସତର୍କବାଣୀକୁ ହେୟଜ୍ଞାନ କରିଥିଲେ ବିଜୟ

ଭୁବନେଶ୍ୱର: ୩୦ ବର୍ଷ ତଳର ଗୁମର ଫିଟାଇଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଓଡ଼ିଶା ରାଜନୀତିରେ ଦୀର୍ଘ ତିନି ଦଶନ୍ଧି ଧରି ଚାପି ହୋଇ ରହିଥିବା ଏକ ବଡ଼ ଗୁମର ଏବେ ସାମ୍ନାକୁ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ…

ନଦୀ ନଥିବା ଏକ ଦେଶ, ପ୍ରତିବର୍ଷ ୧.୫ ଲକ୍ଷ ଭାରତୀୟ ଭ୍ରମଣ କରନ୍ତି? ପିଇବା ପାଣି ଏଠାରେ ସଂଘର୍ଷପୂର୍ଣ୍ଣ…

ରିୟାଦ: ଯେକୌଣସି ଦେଶରେ ନଦୀଗୁଡ଼ିକ ପାନୀୟ ଜଳର ସବୁଠାରୁ ବଡ଼ ଉତ୍ସ । ଫସଲ ଉତ୍ପାଦନ ପାଇଁ ହେଉ କିମ୍ବା ଜଳଜୀବୀଙ୍କ ଜୀବନ ପାଇଁ, ନଦୀଗୁଡ଼ିକ ପ୍ରତ୍ୟେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତଥାପି, ବିଶ୍ୱରେ ଏପରି ଗୋଟିଏ ଦେଶ ଅଛି ଯେଉଁଠାରେ କୌଣସି ନଦୀ ନାହିଁ । ଏହା ସତ୍ତ୍ୱେ, ଏହା ଏହାର…

ଏଥର ଖରା ଛୁଟିରେ ସମର ଲର୍ଣ୍ଣିଂ; ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଓଡ଼ିଶାର ଅନେକ ଜିଲ୍ଲାର ସ୍କୁଲଗୁଡ଼ିକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି।ଆଗାମୀ ଦିନରେ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟିରେ ନିରବଚ୍ଛିନ୍ନ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଓଡିଶା ସ୍କୁଲ ଶିକ୍ଷା…

ଅଖିଳେଶ ଯାଦବଙ୍କ ବଡ ନିର୍ବାଚନୀ ଘୋଷଣା; ମାଗଣା ବିଜୁଳି ସହ ମହିଳାଙ୍କୁ ମିଳିବ ୪୦ ହଜାର ପେନସନ୍

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି । ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଯାଦବ ଅନେକ ଲୋକପ୍ରିୟ ଘୋଷଣା କରିଥିଲେ । ସେ ଘୋଷଣା କରିଥିଲେ ଯେ,…

ଓଡ଼ିଶା ଫେରୁଛି ପୋସ୍କୋ, ଜେଏସଡବ୍ଲୁ ସହ 6 MTPA ପ୍ଲାଣ୍ଟ ପାଇଁ ଚୁକ୍ତିନାମା

ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପ୍ରମୁଖ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି। ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆମ ହାତରେ ଦୁଇଟି ବଡ଼…