Latest Odisha News
Browsing Category

ମୁଖ୍ୟ ଖବର

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଗୃହ ମନ୍ତ୍ରଣାଳୟ ଦେଲା ସିଏପିଏଫର ୫୦ଟି କମ୍ପାନୀ

ଚେନ୍ନାଇ: ତାମିଲନାଡୁରେ ନିର୍ବାଚନ ଖୁବ୍ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି। ଗୃହ ମନ୍ତ୍ରଣାଳୟ ସତର୍କତାମୂଳକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ୫୦ କମ୍ପାନୀ ତାମିଲନାଡୁକୁ ଆବଣ୍ଟିତ କରିଛି। ଏହି କମ୍ପାନୀଗୁଡ଼ିକୁ ରାଜ୍ୟର ବିଭିନ୍ନ ବିଧାନସଭା…

ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା

କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨…

ବେଲଘର ହାତୀ ମୃତ୍ୟୁ ଘଟଣା: ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର

କନ୍ଧମାଳ: ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର୍‌ ବିନୟ ବିଶି । ଦୀର୍ଘ ଦେଢ଼ ମାସ ଫେରାର ହୋଇ ରହିବା ପରେ ତୁମୁଡିବନ୍ଧ କୋର୍ଟ ଜେଏମଏଫସିଙ୍କ ନିକଟରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି । ହାଜର ହେବାର ୪୮ ଘଣ୍ଟା ଭିତରେ ସମସ୍ତ ଦସ୍ତାବିଜ…

ଦିଲ୍ଲୀରୁ ଲେହ ଯାଉଥିବା ବିମାନରେ ହଠାତ୍ ନିଆଁ: ଉଡାଣର କିଛି ସମୟ ପରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରୁ ଲେହ ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଉଡ଼ାଣ ସମୟରେ ବିମାନରେ ନିଆଁ ଦେଖିବା ପରେ ପାଇଲଟ୍ ତୁରନ୍ତ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏକ…

ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଗିରଫ, ଏଆଇ ସମ୍ମିଳନୀରେ କରିଥିଲେ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ଯୁବ କଂଗ୍ରେସ କର୍ମୀଙ୍କ ବିରୋଧ ପ୍ରଦର୍ଶନ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯୁବ କଂଗ୍ରେସ ଜାତୀୟ ସଭାପତି ଉଦୟ ଭାନୁ ଚିବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କୁ ସକାଳ ୧୦ଟା ପରେ କୋର୍ଟରେ ହାଜର…

Maoist Killed: ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୨ କ୍ୟାଡର୍‌ ମାଓବାଦୀ, ମାଓଶିବିର ଧ୍ବଂସ..

କନ୍ଧମାଳ: କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓଶିବିର ଧ୍ବଂସ କଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କେକେବିଏନ୍‌ ମାଓ ଡିଭିଜନ୍‌ର ଡେପୁଟି କମାଣ୍ଡର୍‌ ଜଗେଶ ଓ ମହିଳା କ୍ୟାଡର୍‌ ରତ୍ନା ନିହତ ହୋଇଛନ୍ତି । ଉଭୟ…

ଭାରତରେ ଷ୍ଟକ୍ ବଜାର କ୍ରାସ୍

ମୁମ୍ବାଇ: ଆମେରିକାର ଷ୍ଟକ୍ ବଜାରରେ ବିଶୃଙ୍ଖଳାର ପ୍ରଭାବ ଭାରତୀୟ ଷ୍ଟକ୍ ବଜାରରେ ମଧ୍ୟ ଅନୁଭୂତ ହୋଇଛି। ପୂର୍ବ ବାଣିଜ୍ୟ ଦିନରେ ଷ୍ଟକ୍ ବଜାର କ୍ରାସ୍ ହୋଇଛି ଏବଂ ଡାଉନ୍‌ ଜୋନ୍ସ ୮୨୧ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଛି। ଏହି ସମୟରେ ଏସୀୟ ବଜାରଗୁଡ଼ିକ ଭାରତ ପାଇଁ ମିଶ୍ରିତ ବିଶ୍ୱ ସଙ୍କେତ…

ୟୁପିରେ ଭୟଙ୍କର ଅଗ୍ନିକାଣ୍ଡ: ତିନି ଶିଶୁଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ

ମେରଠ: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାରେ ଲିସାଡି ଗେଟ୍ ଥାନା ଅଞ୍ଚଳର କିଡୱାଇ ନଗରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଇକବାଲ ଅହମ୍ମଦଙ୍କ ଘରେ ହଠାତ୍ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତଙ୍କୁ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତିନି ଜଣ…

ପାରାଦୀପ ହେବ ସ୍ପୋର୍ଟସ୍ ହବ୍

ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହିକ୍ରମରେ ପାରାଦୀପକୁ ପ୍ରମୁଖ କ୍ରୀଡା ହବ୍ ଭାବେ ଗଢି ତୋଳିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ…

୮ ଘଣ୍ଟା ଧରି ଜଳୁଛି ସୁପରମାର୍ଟ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଭୁବନେଶ୍ବର: ଜଳୁଛି ସୁପର ମାର୍କେଟ। ଗତକାଲି ରାତିରୁ ନିଆଁ ଲାଗିଛି। ଦୀର୍ଘ ୮ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି ନିଆଁ। ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୮ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି…