Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Road Accident: ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ଚାଲିଗଲା ୩ ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା କଡରେ ଖରାପ ହୋଇ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ । ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରବିବାର ବିଳମ୍ବିତ…

ମଣିପୁରରେ ଦୁଇ ଉଗ୍ରବାଦୀ ଗିରଫ; ଦିଲ୍ଲୀ ପୋଲିସର ଇନପୁଟ୍ ଆଧାରରେ କରାଯାଇଥିଲା ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ମଣିପୁରରେ ଦୁଇ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ଇନପୁଟ୍ ଆଧାରରେ କରାଯାଇଥିବା ଏକ ସର୍ଚ୍ଚ ଅପରେସନ୍ ସମୟରେ ଏହି ସଫଳତା ମିଳିଛି । ଗିରଫ ହୋଇଥିବା ଉଭୟ ଉଗ୍ରବାଦୀଙ୍କୁ ଚିହ୍ନଟ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ (ଦକ୍ଷିଣ ଶାଖା)ରୁ…

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌

ଭୁବନେଶ୍ବର: ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥରେ ସାମିଲ କରାଯାଇଥିବା କେତେକ ରେଳ ଷ୍ଟେସନ୍‌କୁ ନେଇ କିଛି ଆଶଙ୍କା ଓ ଚିନ୍ତା ପ୍ରକାଶ ପାଇଛି । ଏହା ସମ୍ବନ୍ଧରେ ପ୍ରକୃତ ସ୍ଥିତି ନିମ୍ନରୂପେ ସ୍ପଷ୍ଟ କରାଯାଉଛି... ପଲାସା - ଇଚ୍ଛାପୁରମ୍ ସେକ୍ସନ୍ (୫୦ କିଲୋମିଟର) ରେ ପଲାସା,…

ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲରେ ଭାରତକୁ ବ୍ରୋଞ୍ଜ

ଭୁବବେଶ୍ବର: ଉଜବେକି ସ୍ଥାନର ସମରକାନ୍ଦରେ ୩୦ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାରତ ବ୍ରୋଞ୍ଜ ପଦକ ସଫଳତା ହାସଲ କରିଛି । ପଦକ ଲଢେଇରେ ଭାରତ ୨୫-୨୦ ଗୋଲରେ କାଜାକିସ୍ଥାନକୁ ପରାଜିତ କରି ତୃତୀୟ ସ୍ଥାନ ହାସଲ କରିଥିଲା । ଏହି…

Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ମିଳିତ ଅଭିଯାନ ଚଳାଇ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଉଭୟ ସନ୍ଦିଗ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ। ସେମାନେ ଏକ ଖେଳଣା କାର ବ୍ୟବହାର କରି ଦିଲ୍ଲୀରେ ବୋମା ବିସ୍ଫୋରଣ ଯୋଜନା…

Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ହୋର୍ମୁଜ୍ ପ୍ରଣାଳୀ ଖୋଲିବନି, ତେବେ ମଙ୍ଗଳବାରଠାରୁ ତା'ର ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ସେତୁ ଉପରେ ଆକ୍ରମଣ କରାଯିବ। ଟ୍ରମ୍ପ ଏହି ଦିନଟିକୁ ପାୱାର ପ୍ଲାଣ୍ଟ ଡେ…

Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ

ଭୁବନେଶ୍ବର:ରାଜ୍ୟର କିଛି ଜିଲ୍ଲାରେ ରବିବାର ଦିନ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ହେବା ସହ ପ୍ରବଳ ବଜ୍ରପାତ ଓ ବର୍ଷା ହୋଇଯାଇଛି। ଫଳରେ ବିଭିନ୍ନ ସ୍ଥାନରୁ ବଜ୍ରପାତରେ ମୃତ୍ୟୁ ଖବର ଆସିଛି । ପୁଅ ବାହାଘର ପାଇଁ ଭାବି ବୋହୂ ତଥା ସମୁଦିଙ୍କ ଘରକୁ ଲଗ୍ନପତ୍ର ଦେବାକୁ…

ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..

ଭୁବନେଶ୍ୱର: ରାଜ୍ୟରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ସତ୍ତ୍ୱେ ଏବେ ପର୍ଯ୍ୟନ୍ତ ଅନେକ ସ୍କୁଲରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ପାଇ ପାରିନାହାନ୍ତି । ବହି ଅଭାବ ଯୋଗୁ ଶିକ୍ଷା ଆରମ୍ଭରେ ଗୁରୁତର ବିଘ୍ନ ସୃଷ୍ଟି ହୋଇଛି ଏବଂ ଶିକ୍ଷକମାନେ ପାଠ ପଢ଼ାଇବାରେ ଅସୁବିଧା ଭୋଗୁଥିବା ଅଭିଯୋଗ…

Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ଆମ ସାଥୀ ଚାଟ୍ ବଟ୍ ର ଉପଯୋଗିତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ହ୍ବାଟସଆପ୍…

Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ

ଭୁବନେଶ୍ବର : ନବ ଗଠିତ ଦକ୍ଷିଣ ତଟ ଜୋନରେ କେତେକ ଷ୍ଟେସନ ସାମିଲ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ଭାରତୀୟ ରେଳବାଇ ଆଜି ତାହା ଉପରେ ସ୍ପଷ୍ଟୀକରଣ ରଖିଛି । ରେଳବାଇ ପକ୍ଷରୁ କୁହାଯାଇଛି ଯେ ପଲାସା-ଇଚ୍ଛାପୁରମ୍ ସେକ୍ସନ (୫୦ କିଲୋମିଟର) ରେ ୭ଟି ଷ୍ଟେସନ ଯଥା ପଲାସା, ସୁମାଦେବୀ,…