Latest Odisha News
Browsing Category

ମୁଖ୍ୟ ଖବର

ଭାରତରେ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ, ଆଇଏସଆଇ ଏବଂ ବାଂଲାଦେଶର ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଥିବା ୮ ଗିରଫ

ନୂଆଦିଲ୍ଲୀ: ଭାରତରେ ଏକ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ ହୋଇଛି । ତାମିଲନାଡୁର ତିରୁପ୍ପୁର ଜିଲ୍ଲାରେ ଏକ ଅଭିଯାନ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହି ସନ୍ଦିଗ୍ଧମାନଙ୍କର ପାକିସ୍ତାନର ଗୁଇନ୍ଦା ସଂସ୍ଥା,…

SIR Voter List Update: ୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧.୭୦ କୋଟି ଭୋଟରଙ୍କ ନାମ କଟିଲା, ଏହି ରାଜ୍ୟରେ…

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (EC) ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଭୋଟର ତାଲିକାରେ ବ୍ୟାପକ ପରିବର୍ତ୍ତନ ରେକର୍ଡ କରାଯାଇଛି । ଶନିବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ପରେ ୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ…

Two Mao Died: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ସର୍ଚ୍ଚ ଅପରେସନ ଜାରି

କନ୍ଧମାଳ: ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ଜଙ୍ଗଲରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ମୃତ ମାଓବାଦୀଙ୍କ ପରିଚୟ ମିଳିନାହିଁ ।…

ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ୍ କଲା କ୍ରାଇମ୍ ବ୍ରାଞ୍ଚ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇ ରେଡ୍ ଫ୍ଲାଗ୍ କଲା କ୍ରାଇମ୍ ବ୍ରାଞ୍ଚ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ହେବ। ଏହାସହ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇ ନିର୍ଦ୍ଦେଶ…

‘ମନ୍ କି ବାତ୍’ ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୨ ଫେବୃଆରୀ) "ମନ କି ବାତ"ର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜାତୀୟ ପ୍ରସଙ୍ଗ, ସାମାଜିକ ପଦକ୍ଷେପ ଏବଂ ଦେଶ ସାରା ପ୍ରେରଣାଦାୟକ କାହାଣୀ ଉପରେ…

ଏଣିକି ରେଳ ଯାତ୍ରା ହେବ ଅଧିକ ସହଜ, ମେରଠ ମେଟ୍ରୋ ଓ ନମୋ ଭାରତକୁ ସବୁଜ ପତାକା ଦେଖାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନମୋ ଭାରତ ଟ୍ରେନ୍ ସେବା ଏବଂ ମିରଟ ମେଟ୍ରୋକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ, ସେ ପଶ୍ଚିମ ଉତ୍ତର ପ୍ରଦେଶ ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ₹୧୨୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର…

Bride Kidnapped at Gunpoint: ମଝି ରାସ୍ତାରୁ ବନ୍ଧୁକ ଦେଖାଇ କନ୍ୟାଙ୍କୁ ଉଠାଇ ନେଲେ ପୂର୍ବତନ ପ୍ରେମିକ, ଥାନାରେ…

ବଲାଙ୍ଗୀର: ବିବାହ ସାରି କନ୍ୟାକୁ ସାଙ୍ଗରେ ଧରି ଘର ବାହୁଡୁ ଥିଲେ ବର, ରାସ୍ତାରେ ନବ ବଧୂଙ୍କୁ ବନ୍ଧୁକ ମୁନରେ ଉଠେଇ ନେଲେ ପୂର୍ବତନ ପ୍ରେମିକ। ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ...ଜଣେ ନବ ବିବାହିତ ମହିଳାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ବନ୍ଧୁକ…

Ganja Seized: ଚୋରା ଚାଲାଣ ବେଳେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି: ଅନେକ ସମୟରେ ରାଜ୍ୟର ବି‌ଭିନ୍ନ ସ୍ଥାନରୁ ବହୁ ମାତ୍ରାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ର ପଗଡ ହେଉଛି । ଏହି ସମୟରେ ଏଥିରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତି ଧରାପଡି ଜେଲ୍ ଯାଉଥିବାବେଳେ, ସେମାନଙ୍କ ନିକଟରୁ ବହୁମୂଲ୍ୟର ବିପୁଳ ନିଶା ଦ୍ରବ୍ୟ ଜବତ ହେଉଛି । ତଥାପି ଏହି…

Avimukteshwaranand Saraswati Accused Physical Harassment: ଅଡୁଆରେ ନିଜକୁ ଶଙ୍କରାଚାର୍ଯ୍ୟ କହୁଥିବା…

ଲକ୍ଷ୍ନୌ: ଆଶୁତୋଷ ବ୍ରହ୍ମଚାରୀ, ସ୍ୱାମୀଙ୍କ ଶିଷ୍ୟ ରାମଭଦ୍ରାଚାର୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ ଏକ FIR ରୁଜୁ କରାଯାଇଛି। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ନିର୍ଯାତନାର ଏକ ମାମଲା ରୁଜୁ…