Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Firecracker Blast: ବାଣ ବିସ୍ଫୋରଣରେ ୩ ଗୁରୁତର; ଏସସିବି ସ୍ଥାନାନ୍ତର

କଟକ:ମହାଜନପୁରରେ ବାଣ ବିସ୍ଫୋରଣ । ଏହି ବାଣ ବିସ୍ଫୋରଣରେ ୩ ଆହତ। ଆହତଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି । ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଏହି ଅଘଟଣ ଘଟିଛି । ଜଗତପୁର ପୋଲିସ ଘଟଣାର ତଦନ୍ତ କରୁଛି। ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ହୋଇଛି ।…

ଦେଢ଼ କୋଟି ମୂଲ୍ୟରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ

ଅନୁଗୁଳ:ଗଞ୍ଜେଇ ବୋଝେଇ ଟ୍ରକ୍ କୁ ଧରିଲା ପୋଲିସ । ଅନୁଗୁଳ ପୋଲିସ ଟ୍ରକରେ ଥିବା ୬୩ ବସ୍ତା ଗଞ୍ଜେଇ ଜବତ କରିଛି । ଏଥିସହ ଟ୍ରକ୍ ମାଲିକକୁ ଗିରଫ କରାଯାଇଛି । ସୂଚନାଥାଉକି, ଗଞ୍ଜେଇର ପରିମାଣ ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ। ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ।…

ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ

ଭୁବନେଶ୍ବର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଏବଂ ଅସ୍ତ୍ରୋପଚାର ପାଇଁ କରାଯାଇଥିବା ଆବେଦନକୁ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ (III) ଖାରଜ କରିଛନ୍ତି। ଏଥିସହିତ ସେ…

ବଡ଼ ଘୋଷଣା କଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଭାରତରେ ଏତିକି କୋଟି ଟଙ୍କା ନିବେଶ କରିବେ…

ନୂଆଦିଲ୍ଲୀ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ଏକ ବଡ଼ ଘୋଷଣା କରିଛନ୍ତି । ସୁନ୍ଦର ପିଚାଇ କହିଛନ୍ତି ଯେ, ପ୍ରତ୍ୟେକ ଥର ଭାରତ ଫେରିବା ବହୁତ ଆଶ୍ଚର୍ଯ୍ୟ କାରଣ, ପ୍ରଗତିର ଗତି ଦେଖି ବହୁତ ଆଶ୍ଚର୍ଯ୍ୟ ହୁଏ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟାନ୍ୟ ପ୍ରମୁଖ…

ଭିଜିଲାନ୍ସ ଜାଲରେ ସୋରୋ ତହସିଲଦାର

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲାର ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ଗୁରୁବାର ଦିନ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ତାଙ୍କ ସହଯୋଗୀ ଦୟାନିଧି ଜେନାଙ୍କ ସହ ଜଣେ ଟ୍ରକ ମାଲିକଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି।…

ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବୈଦଶିକ ମନ୍ତ୍ରାଳୟକୁ ଚିଠି

ଭୁବନେଶ୍ବର: ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବୈଦଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କରାଯାଇଛି । ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ଓ ଲେବର କମିଶନରଙ୍କ ପକ୍ଷରୁ ଚିଠି…

ପଳାଶୁଣୀରେ ହେବ ୬ ଲେନ୍ ବ୍ରିଜ

ଭୁବନେଶ୍ୱର: ଭୁବନେଶ୍ୱରର ଜାତୀୟ ରାଜପଥ-୧୬ରେ ଦୀର୍ଘକାଳୀନ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ବ୍ୟସ୍ତବହୁଳ ପଳାସୁଣୀ ବ୍ରିଜକୁ ଚାରି ଲେନରୁ ଛଅ ଲେନ୍ କରିବା ପାଇଁ କାର୍ଯ୍ୟ ଚାଲିଛି। ବିକାଶକୁ ନିଶ୍ଚିତ କରି NHAIର ମୁଖ୍ୟ ମହାପ୍ରବନ୍ଧକ (ଓଡ଼ିଶା) ବୀରେନ୍ଦ୍ର ସିଂହ ଗଣମାଧ୍ୟମରେ…

Betting Racket: କ୍ରିକେଟ ବେଟିଂର ପର୍ଦ୍ଦାଫାସ ; ବିଡ଼ା ବିଡ଼ା ନୋଟ୍‌ ଜବତ, ୬ ଗିରଫ

ରାଉରକେଲା: ରାଉରକେଲାରେ ଟି୨୦ ବିଶ୍ୱକପ ମ୍ୟାଚ ବେଳେ ଚାଲିଥିବା ବେଟିଂ ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ୩୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଏସପି । T-20 କ୍ରିକେଟ ବିଶ୍ୱକପ ମ୍ୟାଚ୍ କୁ ନେଇ ବନ୍ଧମୁଣ୍ଡା…

ସାବଧାନ! ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସର ନାହିଁ ଫିଟନେସ୍ ସାର୍ଟିଫିକେଟ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦୈନିକ ଛାତ୍ରଛାତ୍ରୀମାନଙ୍କୁ ନବା ଆଣିବା କରୁଥିବା ବସକୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ସେଥିମଧ୍ୟରୁ…

Helipad:ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌ । ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି । ଭୁବନେଶ୍ୱର-ଗୋପାଳପୁର,…