Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ବେଳେ ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ଭୋଇ ସେବକମାନେ ବାହାର କରିଛନ୍ତି। ମହାରଣା ସେବକ ମାନେ…

ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ

ଭୁବନେଶ୍ଵର: ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ଏଯାବତ୍ ୭୭ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସରିଛି । ଚାଷୀଙ୍କ ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର ବୋଲି ଆଜି ସୂଚନା ଦେଇଛନ୍ତି ସମବାୟ…

Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼…

ନୂଆଦିଲ୍ଲୀ: ଯୁଦ୍ଧ ଏବଂ ମୁଦ୍ରାସ୍ଫୀତିର ଭୟରେ ସମଗ୍ର ବିଶ୍ୱ ଥରୁଥିବା ବେଳେ, ଭାରତୀୟ ଟଙ୍କା ଆଜି ଏକ ଭିନ୍ନ ରେକର୍ଡ଼ କରିଛି। ଏପ୍ରିଲ୍ ୨, ୨୦୨୬ରେ ଅର୍ଥାତ୍ ଗୁରୁବାର ଭାରତୀୟ ମୁଦ୍ରାର ଇତିହାସରେ ଏକ ଅଙ୍କିତ ଦିନ। ଡଲାର ତୁଳନାରେ ଟଙ୍କା ଆଜି ୧.୮% ବୃଦ୍ଧି ପାଇଛି, ଯାହା ସେପ୍ଟେମ୍ବର…

ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !

ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ଏବେ କେବଳ ଯୁଦ୍ଧ କିମ୍ବା ତେଲ ଦର ମଧ୍ୟରେ ସୀମିତ ନାହିଁ। ଏହି ବିବାଦ ଏବେ ଆପଣଙ୍କ ମୋବାଇଲ୍ ଏବଂ କମ୍ପ୍ୟୁଟରରୁ ଇଣ୍ଟରନେଟ୍ ଗାଏବ କରିଦେଇପାରେ। ସମୁଦ୍ର ତଳେ ବିଛାଯାଇଥିବା ଲକ୍ଷ ଲକ୍ଷ କିଲୋମିଟରର କେବୁଲ୍ ଏବେ…

ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ

ଭଦ୍ରକ: ରିଲ୍ସ କରିବା ବେଳେ ଅଘଟଣ। ନିଶାଶକ୍ତ ଅବସ୍ଥାରେ ସନ୍ଥିଆ ବ୍ରିଜ ଉପରୁ ସାନନ୍ଦୀ ନଦୀକୁ ଡେଇଁ ରିଲସ କରୁଥିବା ବେଳେ ଜଣେ ନିଖୋଜ ଥିବାବେଳେ ଜଣେ ଉଦ୍ଧାର ହୋଇଛି। ରିଲ୍ସ ପାଇଁ ମୋବାଇଲରେ ଭିଡିଓ କରୁଥିବା ଯୁବକ ଅଟକ। ଘଟଣା ଘଟିଛି ଭଦ୍ରକ ସହରର ସନ୍ଥିଆ ସ୍ଥିତ ସାଳନ୍ଦୀ ବ୍ରିଜ ଉପରେ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରୁ ଆସୁଛି ଏକ ବଡ଼ ଖବର। ମାତ୍ର ୧୫ ବଲ୍‌ରେ ଅର୍ଦ୍ଧଶତକ ଏବଂ ଆଇପିଏଲ୍ ଡେବ୍ୟୁରେ ଚମତ୍କାର ବ୍ୟାଟିଂ କରି ସାରା ବିଶ୍ୱର ନଜରକୁ ଆସିଛନ୍ତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରେ ସାମିଲ କରିବା ପାଇଁ ଅନେକ ଦିଗ୍‌ଗଜ ଦାବି କରୁଥିବା…

ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ

ନୂଆଦିଲ୍ଲୀ: ଭାରତୀୟ ସେନା ଅଧିକାରୀ ଏବଂ ସୈନିକଙ୍କ ଅଭାବର ସମ୍ମୁଖୀନ ହେଉଛି। ସେନା ଆଉ ସିଧାସଳଖ ଯବାନ ଭାବରେ ନିଯୁକ୍ତି କରେ ନାହିଁ, ବରଂ ଅଗ୍ନିବୀର ଭାବରେ ନିଯୁକ୍ତି କରେ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ପ୍ରତିରକ୍ଷା ସଂସଦୀୟ ସ୍ଥାୟୀ କମିଟିକୁ କହିଛନ୍ତି ଯେ ଆଗାମୀ ଦୁଇରୁ…

ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ବର: ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର-୨୦୨୬ ଲାଗି ନାମାଙ୍କନ ପତ୍ର ଆହ୍ବାନ କରାଯାଇଛି। ଏକଲବ୍ୟ ପୁରସ୍କାର ହେଉଛି ଓଡ଼ିଶାର ‌ଶ୍ରେଷ୍ଠ ତଥା ପ୍ରତିଭାବାନ ଯୁବ…

ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ତୈଳ ଏବଂ ଗ୍ୟାସ ଯୋଗାଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏବେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ଚିନ୍ତାର କାରଣ ପାଲଟିଛି। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଲୋହିତ…

Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି,…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଏହାର ଫଳସ୍ୱରୂପ ବିଶ୍ୱ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହେବା ମଧ୍ୟରେ, କେନ୍ଦ୍ର ସରକାର ଏକ ପ୍ରମୁଖ ଆଶ୍ୱସ୍ତି ପଦକ୍ଷେପ ନେଇଛନ୍ତି। ସରକାର ଅନେକ ଅତ୍ୟାବଶ୍ୟକ ପେଟ୍ରୋକେମିକାଲ୍ସ ଉତ୍ପାଦର ଆମଦାନୀ ଉପରେ କଷ୍ଟମ୍ସ ଡ୍ୟୁଟି ଅସ୍ଥାୟୀ…