Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Private Training Aircraft Crash: ଘରୋଇ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ଇଞ୍ଜିନ ଫେଲ୍ ସନ୍ଦେହ

ବେଙ୍ଗାଲୁରୁ: ପୁଣି ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକର ବିଜୟପୁରାରେ ଏକ ଘରୋଇ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ରବିବାର ବିଜୟପୁରା ଜିଲ୍ଲାର ବାଲେଶ୍ୱର ତାଲୁକାର ମଙ୍ଗଲୋର ଗାଁରେ ଏହି ଘଟଣା ଘଟିଛି । ଆହତମାନଙ୍କୁ…

BJD: ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ପୁରୀ: ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ…

ୟୁକ୍ରେନ ଓ ରୁଷ ଯୁଦ୍ଧ ଜୁନ୍ ସୁଦ୍ଧା ଶେଷ କରିବାକୁ ଚାହୁଁଛି ଆମେରିକା: ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ଯୁଦ୍ଧକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଓ ରୁଷକୁ ଯୁଦ୍ଧ ଶେଷ କରିବାକୁ ଜୁନ୍ ମାସ ପର୍ଯ୍ୟନ୍ତ ନୂଆ ସମୟସୀମା ଦେଇଛି । ଆସନ୍ତା ସପ୍ତାହରେ ଦୁଇ ଦେଶକୁ ଆଉ ଏକ ପର୍ଯ୍ୟାୟ ଆଲୋଚନା…

PM Modi in Malaysia:ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ସାଥୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ; କହିଲେ- ଆମେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କ୍ୱାଲାଲମ୍ପୁରରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସାଥୀ ଏବଂ ଭାରତୀୟ ଜାତୀୟ ସେନା (INA)/ଆଜାଦ ହିନ୍ଦ ଫୌଜର ଜଣେ ପ୍ରବୀଣ ସୈନିକ ଜୟରାଜ ରାଜା ରାଓଙ୍କୁ(INA veteran Jeyaraj Raja Rao) ଭେଟିଛନ୍ତି । ସେ…

ମର୍ମନ୍ତୁଦ ଦୁର୍ଘଟଣା; ଦୁଇ ମୃତ, ୫ ଗୁରୁତର, ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ଏହି…

ଦୀର୍ଘ ବର୍ଷ ସେବା କରିବା ପରେ ପେନ୍‌ସନ ମନା କରିପାରିବେ ନାହିଁ ସରକାର: ହାଇକୋର୍ଟ

କଟକ: ଦୀର୍ଘ ବର୍ଷ ସେବା କରିବା ପରେ ପେନ୍‌ସନ ମନା କରିପାରିବେ ନାହିଁ ସରକାର। ଦୀର୍ଘ ଦଶନ୍ଧି ଧରି ସେବା ଯୋଗାଇବା ପରେ କୌଣସି ବୈଷୟିକ କାରଣ ଦର୍ଶାଇ ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍‌ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ କହିଛନ୍ତି। ଜଷ୍ଟିସ ମାନସ…

ଅସନ୍ତୋଷ ଝାଡିଲେ ସୋଫିଆ, କହିଦେଲେ ଏପରି କଥା..

କଟକ: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ବିଧାୟିକା ସୋଫିଆ କଡା ମନ୍ତବ୍ୟ ଦେଇଛନ୍ତି। ଅବଗତ କରାଯାଇ ନଥିବା କହି ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ। କହିଲେ କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ, ମୁଁ ଜାଣି ନଥିଲି। ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଲି, ଆମକୁ ଅବଗତ…

Quadruplets Born In Nuapada: ଏକାଥରକେ ୪ ସନ୍ତାନ ଜନ୍ମ କଲେ ମହିଳା…

ନୂଆପଡ଼ା: ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଇଛି ମା'। ଏଭଳି ଏକ ବିରଳ ଘଟଣା ଘଟିଛି ନୂଆପଡା ଜିଲ୍ଲାରେ। ନୂଆପଡା ଜିଲ୍ଳା କୋମନା ବ୍ଲକର କୁରୁମପୁର ପଞ୍ଚାୟତ ଅନ୍ତର୍ଗତ ଚୋହାକାପଡା ଗ୍ରାମର ଭୋଜରାମ ମାଝୀଙ୍କ ପତ୍ନୀ ପୁଷ୍ପା ଧ୍ରୁ ୪ ଟି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ତାଙ୍କୁ ପ୍ରଥମେ ଛତିଶଗଡ଼ର…

ଭିଜିଲାନ୍ସ ମାମଲା ଶେଷ ନହେବା ଯାଏ ନିଲମ୍ବନ ଅବଧି ନିୟମିତ ହେବନି: ହାଇକୋର୍ଟ

କଟକ: ଭିଜିଲାନ୍ସ ମାମଲା ଶେଷ ନହେବା ଯାଏ ନିଲମ୍ବନ ଅବଧି ନିୟମିତ ହେବନି। କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଯଦି ଭିଜିଲାନ୍ସ ମାମଲା ଅଦାଲତରେ ଚାଲୁଥାଏ, ତେବେ ସେହି କର୍ମଚାରୀଙ୍କ ନିଲମ୍ବନ ଅବଧିକୁ ନିୟମିତ କରି ସମ୍ପୂର୍ଣ୍ଣ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇପାରିବ ନାହିଁ…

ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, ସୁଚାରୁ ରୂପେ ତୁଲାଇବା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ଵର: ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫେବୃଆରୀ ୧୮ ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ଓପନ ସ୍କୁଲ୍ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ସହିତ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫେବୃଆରୀ ୧୯ ରେ ଆରମ୍ଭ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାଗୁଡ଼ିକ କିପରି ଶୃଙ୍ଖଳିତ ଭାବେ…