Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Strict Action Against Child Begging: ଶିଶୁ ଭିକ୍ଷାବୃତ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା…

ଭୁବନେଶ୍ଵର: ସାବାଡ ହେବେ ଶିଶୁମାନଙ୍କୁ ଭିକ୍ଷା ମଗାଉଥିବା ଜଲ୍ହାଦ। ସରକାର ନେବେ କଡ଼ା କାର୍ଯାନୁଷ୍ଠାନ। ଓଡିଶା ଶିଶୁ ଭିକ୍ଷାବୃତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛନ୍ତି ସରକାର। ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ରାଜ୍ୟ ସାରା ଟ୍ରାଫିକ ଛକ, ବସ୍…

ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଅସ୍ତ୍ରଶସ୍ତ୍ର ସହ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଅପରେସନରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ସଫା । ୧୪ ଏବଂ ୧୫ ମାର୍ଚ୍ଚ ରାତିରେ ବୁଛାର ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।…

‘ଆତ୍ମ-ମଗ୍ନ ପ୍ରଧାନମନ୍ତ୍ରୀ…ଚାବାହାର ଆଉ ଦେଖାଯାଉନାହିଁ…’, ମୋଦି ସରକାରଙ୍କୁ ତାତ୍ସଲ୍ୟ କଲା…

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ଇରାନର ଚାବାହାର ବନ୍ଦର ପ୍ରକଳ୍ପର କେନ୍ଦ୍ର ସରକାରଙ୍କ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ୧୯୯୦ ଦଶକର ଶେଷ ଭାଗରେ ଭାରତ-ଆଫଗାନିସ୍ତାନ-ଇରାନ ସହଯୋଗ ରଣନୀତିର ଅଂଶ ଭାବରେ ଆରମ୍ଭ ହୋଇଥିଲା ଏବଂ ପରେ ପୂର୍ବତନ…

Road Accident: ଚାଉଳ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୨ ମୃତ, ୭ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ଗାଁ ନିକଟରେ ଦୁର୍ଘଟଣା । ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ,…

Iran Vows to ‘Hunt & Kill’ Israeli PM: IRGC ର ଖୋଲା ପ୍ରତିଜ୍ଞା, ” ନେତାନ୍ୟାହୁଙ୍କୁ ଖୋଜିକି…

ନୂଆଦିଲ୍ଲୀ: ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ (IRGC) ଯେକୌଣସି ମୂଲ୍ୟରେ ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞା କରିଛି। IRGC ଧମକ ଦେଇଛି ଯେ, "ଯଦି ଶିଶୁ ହତ୍ୟାକାରୀ ନେତାନ୍ୟାହୁ ଜୀବିତ ଅଛନ୍ତି, ତେବେ ଆମେ ଆମର ସମସ୍ତ ଶକ୍ତି ସହିତ ତାଙ୍କୁ ପିଛା କରିବୁ ଏବଂ ତାଙ୍କୁ…

Election Dates Of 5 States: ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା…

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନ ଆଜି ଏହି ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ନିର୍ବାଚନ କମିଶନ ଆଜି ଅପରାହ୍ନ…

ମୁଜତାବା ଖାମେନି ଜୀବିତ ଅଛନ୍ତି ନା ନାହିଁ! ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ଟ୍ରମ୍ପ

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏସବୁ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନି ଜୀବିତ ଅଛନ୍ତି ନା ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ଏହା ନୂତନ ସର୍ବୋଚ୍ଚ…

ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍। ଏୟାର ଇଣ୍ଡିଆର ଦୁବାଇ-ଦିଲ୍ଲୀ ୫ଟି ବିମାନ ମଧ୍ୟରୁ ୪ଟି ବାତିଲ୍। ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ଦୁବାଇ-ଦିଲ୍ଲୀ ୬ଟି ମଧ୍ୟରୁ ୫ଟି ବିମାନ ବାତିଲ୍ କରାଯାଇଛି। ମଧ୍ୟପ୍ରାଚ୍ୟରେ ଘନିଷ୍ଠ ହେଉଥିବା ଯୁଦ୍ଧ…

ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ

ବାଲେଶ୍ୱର: ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ। ବାର ଆସୋସିଏସନ୍ ନିର୍ବାଚନରେ ଉଦାହରଣ ସୃଷ୍ଟି କଲା ଭୋଗରାଇ ବାର ଆସୋସିଏସନ୍। ନିଜ ଭିତରେ ଏକତା ବଜାଇ ରଖିବା ପାଇଁ ବିନା ପ୍ରତିଦ୍ବନ୍ଦୀରେ ହେଲା ନିର୍ବାଚନ। ଆଉ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ଭୋଗରାଇବାସୀଙ୍କୁ…

ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ଅଣାଯିବ ଏଲପିଜି ଗ୍ୟାସ ଟ୍ୟାଙ୍କର, ମୁତୟନ ହେଲା ନୌସେନା ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ନୌସେନା ପାରସ୍ୟ ଉପସାଗର ନିକଟରେ ଅନେକ ଯୁଦ୍ଧଜାହାଜ ମୁତୟନ କରିଛି। ସୂତ୍ର ଅନୁଯାୟୀ, ପାରସ୍ୟ ଉପସାଗର ନିକଟରେ ଅନେକ ଭାରତୀୟ ନୌସେନା ଯୁଦ୍ଧଜାହାଜ ମୁତୟନ କରାଯାଇଛି ଏବଂ ସେଠାରୁ ଭାରତ ଆଡ଼କୁ ଆସୁଥିବା ବାଣିଜ୍ୟ…