Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡିଜିଟାଲ ଆରେଷ୍ଟ ଦୁର୍ନୀତି ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ; ବ୍ଲକ୍‌ ହେବ ଏହି ଆକାଉଣ୍ଟ ଏବଂ…

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଡିଜିଟାଲ ଆରେଷ୍ଟ ପାଇଁ ବ୍ୟବହୃତ ଡିଭାଇସ୍ ଆଇଡିଗୁଡ଼ିକୁ ବ୍ଲକ୍ କରିବାକୁ ହ୍ୱାଟ୍ସଆପକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ସାଇବର ଶାଖା, ଇଣ୍ଡିଆନ୍ ସାଇବର କ୍ରାଇମ୍…

US Iran War: ଆମେରିକା ଭାରତରୁ ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି !ଭାଇରାଲ୍ ଦାବି ଉପରେ ସରକାର କ’ଣ…

ନୂଆଦିଲ୍ଲୀ: ଏକ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଏକ ଫେକ୍ ନ୍ୟୁଜ୍ ଆଲର୍ଟ ଜାରି କରିଛି । ଏହି ପୋଷ୍ଟରେ ଦାବି କରାଯାଉଥିଲା ଯେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପାଇଁ ଭାରତକୁ ତା'ର ଭୂମି ବ୍ୟବହାର କରିବାକୁ ଅନୁମତି ମାଗିଛି । ଏହି ଦାବି ସୋସିଆଲ ମିଡିଆ…

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୫୦ଟି ଆଇଇଡି ଜବତ

ଇମ୍ଫାଲ: ମଣିପୁରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଏକ ସର୍ଚ୍ଚ ଅପରେସନ ସମୟରେ ୨୯ଟି ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ଓ ୫୦ଟି ଆଇଇଡି ଜବତ କରାଯାଇଛି । ଏହା ସହ ଘଟଣାସ୍ଥଳରେ ଅନେକ ଆଇଇଡିକୁ ନଷ୍ଟ କରିଦିଆଯାଇଛି, ଯାହା ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଛି । ପୋଲିସ…

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୬୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ଡେଜେଓନ୍ ସହରରେ ଭୟଙ୍କର ବିସ୍ଫୋରଣ । ଏକ କାର୍ ପାର୍ଟସ୍ କାରଖାନାରେ ଶନିବାର ଅପରାହ୍ନରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା…

ମୁହଁ ଖୋଲିଲେ ପୂର୍ବତନ ବିଧାୟକ; କହିଲେ, ବାପ ଅପମାନର ପ୍ରତିଶୋଧ ନେଇଛି ପୁଅ

କଟକ: ରାଜ୍ୟସଭା କ୍ରସଭୋଟିଂ ପଲିଟିକ୍ସ ପୁଣି ମୁଣ୍ଡ ଟେକିଛି । ପୁଣି ଏକ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ରାଜ୍ୟସଭା ନିର୍ବହାଚନ ପୂର୍ବରୁ ନବୀନ ନିବାସରେ ସବୁ ବିଧାୟକଙ୍କ ସାମ୍ନାରେ ମୋତେ ଅପମାନିତ କରାଯାଇଥିଲା । ସେହ ଅପମାନର…

Eid-ul-Fitr Celebrations: ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଇଦ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଇଦ ଉଲ୍ ଫିତର ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ରମଜାନର ଏକ ମାସ ଧରି ରୋଜା ପାଳନ କରିବା ପରେ, ଆଜି ମସଜିଦଗୁଡ଼ିକରେ ଇଦ ନମାଜ ପାଠ କରାଯାଉଛି। ଦେଶର ବିଭିନ୍ନ ସହରରେ ବିଭିନ୍ନ ସମୟରେ ନମାଜ ପାଠ କରାଯାଉଛି। ତଥାପି, ମସଜିଦ ଏବଂ ଇଦଗାହରେ ଇଦ ନମାଜ ପାଇଁ…

Orange Warning for Odisha: ସକାଳୁ ବର୍ଷିଲା, ଭିଜିଲା ଏହି ସବୁ ଜିଲ୍ଲା…ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ…

ଭୁବନେଶ୍ଵର: ଶନିବାର ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା, ବାଲେଶ୍ଵର ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ସକାଳୁ ସକାଳୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି…

Rajyasabha Cross-Voting: ୬ ବିଧାୟକଙ୍କ କ୍ରସ୍ ଭୋଟିଂ ଉପରେ ବିଜେଡିର ପ୍ୟାନେଲ୍ ବୈଠକ, କି ନିଷ୍ପତ୍ତି ନେବେ ନବୀନ?

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୁଦ୍ଧରେ କଂଗ୍ରେସ କାର୍ଯାନୁଷ୍ଠାନ ନେଇସାରିଛି। ହେଲେ ବିଜେଡି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ବିଜେଡିର ସର୍ବାଧିକ ଛଅ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ବେଳେ ତାଙ୍କ ବିରୁଦ୍ଧରେ ବିଜୁ ଜନତା ଦଳ…

ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଇ ଏକ ନୀତି ପ୍ରଣୟନ ସମ୍ପର୍କରେ ବୈଠକ

ଭୁବନେଶ୍ବର: ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଇ ଏକ ନୀତି ପ୍ରଣୟନ ପ୍ରକ୍ରିୟା ଆରମ୍ଭ…

ଦଳବିରୋଧୀ କାର୍ଯ୍ୟରେ ସାମିଲ: ୧୦ ଜଣ ବିଜେଡିରୁ ସସପେଣ୍ଡ

ଭୁବନେଶ୍ବର:ଦଳବିରୋଧୀ କାର୍ଯ୍ୟରେ ସାମିଲ ହେବା ନେଇ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ଶୁକ୍ରବାର ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉକି ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଛନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା…