Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍‌ଙ୍କ ନୂଆ ଗବେଷଣା

ରାଉରକେଲା: ପାଣିରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ ଅପସାରଣ ପାଇଁ ରାଉରକେଲା ଏନଆଇଟିର ଏକ ଟିମ୍ ପଣସ ଚୋପା ଆଧାରିତ ଏକ ଟେକନୋଲୋଜୀ ବିକଶିତ କରିଛନ୍ତି । ପେଟେଂଟ ହୋଇଥିବା ପ୍ରଯୁକ୍ତିବିଦ୍ୟା କୃଷି ଆବର୍ଜନାକୁ ଏକ କମ୍ ମୂଲ୍ୟର ଜଳ ବିଶୋଧକରେ ପରିଣତ କରେ । ଗବେଷକ ମାନେ ବାସ୍ତବ-ବିଶ୍ୱ…

ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବିଜୁ ଛାତ୍ର ଜନତା ଦଳ; ନିର୍ବାଚନରେ କଲେଜ କର୍ମଚାରୀଙ୍କ ହସ୍ତକ୍ଷେପ…

ଛତ୍ରପୁର:ବିସିଜେଡି ପ୍ରାର୍ଥୀମାନେ ଆଣିଲେ ସାଘାଂତିକ ଅଭିଯୋଗ। ମହାବିଦ୍ୟାଳୟ କର୍ମଚାରୀମାନେ ଖୋଲାଖୋଲି ଭାବେ ସରକାରୀ ନିୟମାବଳୀ ଉଲ୍ଲଘଂନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। କଲେଜ କର୍ମଚାରୀମାନେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଛାତ୍ରୀଛାତ୍ରଙ୍କ ଉପରେ ଚାପ ପକାଇବା ସହ ହସ୍ତକ୍ଷେପ…

ବାଣୀ ବିହାର କ୍ୟାମ୍ପସରେ ଉତ୍ତେଜନା; ଦୁଇ ଗୋଷ୍ଠୀ ମୁହାଁମୁହିଁ…

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ବାଣୀ ବିହାର କ୍ୟାମ୍ପସରେ ବୁଧବାର ଦିନ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତି ପରେ ଉତ୍ତେଜନା ଦେଖାଦେଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ‘Why I…

୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସପାକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ୩ ବିଦ୍ରୋହୀ ବିଧାୟକ

ୟୁପି: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଆଜି ଅମେଠୀ ଜିଲ୍ଲାର ଗୌରୀଗଞ୍ଜଠାରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ସମାଜବାଦୀ ପାର୍ଟିର ୩ ବିଧାୟକ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ…

କଟକଣା ସତ୍ତ୍ୱେ ଜନ୍ତର-ମନ୍ତରରେ ପ୍ରବେଶ ଉଦ୍ୟମ; ଗିରଫ ହେଲେ CJPର ୩ ନେତା

ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ବାରଣ ସତ୍ତ୍ୱେ ଜୋରଜବରଦସ୍ତି ପ୍ରବେଶ କରିବା ଏବଂ ପୋଲିସ ବ୍ୟାରିକେଡ୍ ଡେଇଁ ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ କକ୍ରୋଚ୍ ଜନତା ପାର୍ଟି (CJP) ର ତିନି ପ୍ରମୁଖ ନେତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ୫ ଦିନିଆ ନ୍ୟାୟିକ ହେଫାଜତକୁ ପଠାଇଛି। ଗିରଫ ନେତାମାନେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଲାଗିଲା ଧମକପୂର୍ଣ୍ଣ…

ବିନିକା: ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର। ପୋଷ୍ଟରରେ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ଦିଆଯାଇଛି। ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ନିର୍ବାଚନରୁ ଦୂରେଇ ନ ରହିଲେ ହତ୍ୟା କରିବାକୁ ଚେତାବନୀ…

ଭୋଜି ଖାଇ ଫେରୁଥିଲେ, ଅଧା ବାଟରେ ଓଲଟିଲା ଡଙ୍ଗା: ଚାଲିଗଲା ୧୪ ଜୀବନ

ପାଟଣା: ବିହାର ବୈଶାଳୀରେ ଦୁଃଖଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିହାରର ବୈଶାଳୀ ଜିଲ୍ଲା ହାଜିପୁର ନିକଟସ୍ଥ ଗଙ୍ଗା ନଦୀରେ ଏହି ବଡ଼ ଧରଣର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି, ଯେଉଁଥିରେ…

ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ

ଭୁବନେଶ୍ୱର: ଲଘୁଚାପ ଭିଜାଇବ କି ପୂଜା ମାହୋଲ! ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ଫଳରେ ଆଜିଠୁ ରାଜ୍ୟରେ ୪ ଦିନ ପାଇଁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ଏବଂ ଦକ୍ଷିଣ ଓଡିଶାର ୫ ଜିଲ୍ଲାରେ ଝଡ଼ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ଦେଇଛି। ତେବେ…

ଏକାଧିକ ଗାଡି ଉପରେ ମାଡ଼ିଗଲା ସ୍କୋର୍ପିଓ: ଜଣେ ମୃତ, ୪ରୁ ଅଧିକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କୋର୍ପିଓ ଆତଙ୍କ। ରାତି ଅଧରେ ସିରିଜ୍ ଦୁର୍ଘଟଣା। ଏକାଧିକ ଗାଡିକୁ ଧକ୍କା ଦେଲା ସ୍କୋର୍ପିଓ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି।…

ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ପାଇବେ ମାଗଣା ବହି

ଭୁବନେଶ୍ୱର: ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଗାମୀ ୫ ବର୍ଷ ପାଇଁ ଏହି…