Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶାକୁ ଇନ୍‌ଫ୍ଲୁଏଞ୍ଜା ଭୟ, ସତର୍କ ରହି ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କି H1N1 ଭୟ। ଦିଲ୍ଲୀ, କର୍ଣ୍ଣାଟକ ପରେ ଏବେ ଓଡ଼ିଶାରେ ବି ଏନେଇ ସତର୍କତା ଜାରି କରାଗଲାଣି। ଦିଲ୍ଲୀ, କର୍ଣ୍ଣାଟକ ଓ କେରଳରେ H1N1 ଭାଇରସ ସ୍ୱାଇନ୍ ଫ୍ଲୁରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଏହି ଭାଇରସ ହରିୟଣା, ପଞ୍ଜାବ ଓ ୟୁପିରେ ମଧ୍ୟ ଚିହ୍ନଟ…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ: ସେପ୍ଟେମ୍ବର ୩ରୁ ଭୋଟର ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ…

ସେପ୍ଟେମ୍ବର ଶେଷ ସୁଦ୍ଧା ସ୍କୁଲ୍‌ ପିଲାଙ୍କର ହେବ ସମେଟିଭ୍ ଆସେସମେଣ୍ଟ: ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର: ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ବିଦ୍ୟାଳୟରେ ହେବ ପରୀକ୍ଷା। ସମେଟିଭ-୧ ପରୀକ୍ଷା ଠିକ ସମୟରେ କରିବାକୁ DEO ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…

ନେପାଳ ବନ୍ୟା ବିଭୀଷିକା: ୪ ଓଡ଼ିଆ ମୃତ

ଦିଗପହଣ୍ଡି: ନେପାଳରେ ବୁଧବାରର ଭୟଙ୍କର ବନ୍ୟା ପରେ ତ୍ରିଶୁଳି-3A ସମେତ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ ଶହ ଶହ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ନେପାଳ ପ୍ରୟାସ ବୃଦ୍ଧି କରୁଛି। ଏହି ବିଭୀଷିକାରେ ୪ ଓଡିଆଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ…

ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM, ଉଦ୍‌ଘାଟନ କଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ: ଓଡ଼ିଶାର ତୃତୀୟ ଚାଉଳ ATM (Grain ATM) ଢେଙ୍କାନାଳ ଜିଲ୍ଲାରେ ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ATM। ଫିଙ୍ଗର ପ୍ରିଣ୍ଟ…

Pitabas Panda Murder Case:ପୀତବାସ ପଣ୍ଡା ହତ୍ୟା ମାମଲା;ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ…

କଟକ:ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଗତ ଜୁଲାଇ ୩୧ ତାରିଖରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଥିଲା। ପୂର୍ବରୁ ଜିଲ୍ଲା କୋର୍ଟରେ ବିକ୍ରମ…

ଅଧିକ ଚିକେନ୍‌ ଖାଇବାରୁ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ

କର୍ଣ୍ଣାଟକ: ବେଲାଗାବୀ ଜିଲ୍ଲାରୁ ଏକ ଅଭାବନୀୟ ଓ ନୃଶଂସ ଘଟଣା ସାମ୍ନାକୁ ଆସିଛି। ପାର୍ଟି ବା ସାଙ୍ଗସାଥୀ ଙ୍କ ସହ ଭୋଜି ଚାଲିଥିବା ସମୟରେ ଅଧିକ ଚିକେନ୍ ଖାଇବାକୁ ନେଇ ସୃଷ୍ଟି ହୋଇ ଥିଲା ଝଗଡ଼ା। ସାମାନ୍ୟ ବଚସାରୁ ଜଣେ ଯୁବକ ନିଜ ସାଙ୍ଗକୁ ଛୁରୀ ଭୁସି ହତ୍ୟା କରିଛି। ମିଳିଥିବା ସୂଚନା…

ୟୁରିଆ ସାର ଖାଇ ୧୫ ଛେଳି ମୃତ

ବଲାଙ୍ଗୀର: ବେଲପଡ଼ା ଥାନା ଅନ୍ତର୍ଗତ ତରାଗାଁରେ ଅଭାବନୀୟ ଘଟଣା। ୟୁରିଆ ସାର ଖାଇ ୧୫ଟି ଛେଳିର ମୃତ୍ୟୁ ଘଟିଛି। ଫଳରେ ଛେଳିପାଳକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାରେ ଗରିବ ପରିବାର ଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିବା ବେଳେ ପ୍ରଶାସନଙ୍କ ନିକଟରେ କ୍ଷତିପୂରଣ ଓ…

ଡାକ୍ତରଖାନାରୁ ଶିଶୁ ଚୋରି ଘଟଣା: ସାଢ଼େ ୫ ଘଣ୍ଟା ପରେ ଧରାପଡିଲା ଅଭିଯୁକ୍ତ

ବ୍ରହ୍ମପୁର: ମୂକ ଶିଶୁ କନ୍ୟାକୁ ଅପହରଣ ମାମଲା। ୫ ଘଣ୍ଟା ମଧ୍ୟରେ ଉଦ୍ଧାର ହେଲା ୪ ବର୍ଷର ଶିଶୁ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରୁ ୪ ବର୍ଷର ମୂକ ଶିଶୁ କନ୍ୟାକୁ ଅପହରଣ କରିବାର ପ୍ରାୟ ସାଢ଼େ ୫ ଘଣ୍ଟା ପରେ ଡାକ୍ତରଖାନାରୁ ପ୍ରାୟ ୧୦ କିମି ଦୂର ଦନେଇ ବ୍ରହ୍ମପୁର ଗାଁରୁ…

କମେଡିଆନ୍ ସମୟ ରୈନା ପୁଣି ବିବାଦରେ: ଷ୍ଟାଣ୍ଡଅପ୍ କମେଡିରେ ‘ବିହାରୀ’ ଜୋକ୍ସକୁ ନେଇ କ’ଣ କହିଲେ…

ମୁମ୍ବାଇ: ପୁଣିଥରେ ବିବାଦ ଘେରକୁ ଆସିଛନ୍ତି ଜଣାଶୁଣା ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନା । ତାଙ୍କର ଲୋକପ୍ରିୟ ୟୁଟ୍ୟୁବ୍ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ନୂଆ ଏପିସୋଡରେ ହୋଇଥିବା ଥଟ୍ଟାମଜା ଏବେ ସୋସିଆଲ ମିଡିଆରେ ବିବାଦର ରୂପ ନେଇଛି । ଏହି ଶୋ'ରେ ବିହାରୀ ଏବଂ କାଶ୍ମୀରୀ…