Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତ ପାଇଁ ବଢିପାରେ ଚିନ୍ତା: ସାଉଦି-ତୁର୍କୀ-ପାକିସ୍ତାନର ‘ମକ୍କା ଡିଫେନ୍ସ ପ୍ୟାକ୍ଟ’ରେ ସାମିଲ…

ଢାକା: ନିକଟରେ ସାଉଦି ଆରବ, ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା 'ମକ୍କା ପ୍ରତିରକ୍ଷା ଚୁକ୍ତି' (ମକ୍କା ଡିଫେନ୍ସ ପ୍ୟାକ୍ଟ)ରେ ସାମିଲ ହେବାକୁ ନେଇ ବାଂଲାଦେଶ ସରକାର ଏକ ବଡ଼ ବୟାନ ଦେଇଛନ୍ତି । ଏହି ସାମରିକ ମେଣ୍ଟରେ ଯୋଗଦେବାରେ କୌଣସି ପ୍ରକାର ବିପଦ ନାହିଁ ଏବଂ ଏହା…

ପ୍ରଳୟଙ୍କରୀ ବନ୍ୟା ଭିତରେ ଆଶାର କିରଣ: ଦେବଦୂତ ସାଜିଲେ ଉଦ୍ଧାରକାରୀ, ନୂଆ ଜୀବନ ପାଇଲା ନିଷ୍ପାପ ଶିଶୁ

କାଠମାଣ୍ଡୁ: ‘ରଖେ ହରି ତ ମାରେ କିଏ’, ଓଡ଼ିଆ ଭାଷାର ଏହି ଲୋକପ୍ରିୟ ପ୍ରବାଦ ପୁଣିଥରେ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି । ପ୍ରକୃତିର କରାଳ ରୂପ ଓ ମୃତ୍ୟୁର ତାଣ୍ଡବ ଭିତରେ ନେପାଳରୁ ଏକ ହୃଦୟସ୍ପର୍ଶୀ ତଥା ଚମତ୍କାର ଖବର ସାମ୍ନାକୁ ଆସିଛି । ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନର…

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁସଂଖ୍ୟା ୭୮୮କୁ ବୃଦ୍ଧି, ନିଖୋଜ ଅଛନ୍ତି ୨୫୦୦ରୁ ଅଧିକ

କାଠମାଣ୍ଡୁ: ପଡ଼ୋଶୀ ରାଷ୍ଟ୍ର ନେପାଳରେ ଗତ ଅଗଷ୍ଟ ୨୬ ତାରିଖରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଜନିତ ବିପର୍ଯ୍ୟୟ ଏବେ ଚରମ ବିଭୀଷିକା ସୃଷ୍ଟି କରିଛି । ରବିବାର ସୁଦ୍ଧା ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮୮ରେ ପହଞ୍ଚିଥିବା ବେଳେ…

୨୬ତମ ଏସସିଓ ସମ୍ମିଳନୀ: ଦୁଇ ଦିନିଆ ଗସ୍ତରେ ଯାଇ କିର୍ଗିଜସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ବିଶକେକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଯାଇ ସେଠାକାର ରାଜଧାନୀ ବିଶକେକ୍ ଠାରେ ପହଞ୍ଚିଛନ୍ତି । ଏହି ବହୁ ପ୍ରତୀକ୍ଷିତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୨୬ତମ ଶାଙ୍ଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀରେ ଯୋଗଦାନ । ବିଶକେକ ଅନ୍ତର୍ଜାତୀୟ…

ଆମେରିକାର ଅଚାନକ ଆକ୍ରମଣ ପରେ ରାଗିଲା ଇରାନ, କଡ଼ା ଜବାବ ଦିଆଯିବ ବୋଲି ଖୋଲା ଚେତାବନୀ

ୱାଶିଂଟନ୍/ତେହେରାନ: ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳାବାଦଲ ଘୋଟି ଆସିଛି । ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ତିକ୍ତତା ଏବେ ଏକ ଭୟଙ୍କର ରୂପ ନେଇଛି । ସଦ୍ୟପ୍ରାପ୍ତ ସୂଚନା ଅନୁଯାୟୀ, ଆମେରିକୀୟ ସେନା ପକ୍ଷରୁ ଇରାନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 'ଲାରାକ୍…

ରାଜ୍ୟରେ ସକ୍ରିୟ ଲଘୁଚାପ, ୩ ଜିଲ୍ଲାକୁ ରେଡ୍ ଆଲର୍ଟ: ପ୍ରବଳ ବର୍ଷା ଆଶଙ୍କାରେ ବରଗଡ଼ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ପଶ୍ଚିମ ତଥା ଉତ୍ତର ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ସାରା ରାଜ୍ୟରେ, ବିଶେଷ କରି ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ସୀମାରେ ବିଏସଏଫର ବଡ଼ ଆକ୍ସନ : ଟାର୍ଗେଟରେ ଗୋରୁ ମାଫିଆ

ବାଂଲାଦେଶ : ସୀମାରେ ସୁରକ୍ଷା ବାହିନୀର ବଡ ଆକ୍ସନ। ଭାରତ-ବାଂଲାଦେଶ ସୀମାନ୍ତ ହବିଗଞ୍ଜ ଜିଲ୍ଲା ଚୁନାରୁଘାଟର ସୀମାରେ ଭାରତୀୟ ସୀମା ସୁରକ୍ଷା ବଳର ଗୁଳିଚାଳନାରେ ଜଣେ ବାଂଲାଦେଶୀ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ସୋହାଗ ମିଆଁ (୨୦) ବୋଲି ସୂଚନା ମିଳିଛି। ବାଂଲାଦେଶ ଗଣମାଧ୍ଯମ…

Pakistan-based terrorists:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ;ଗୁପ୍ତ ବାର୍ତ୍ତା…

ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହେଣ୍ଡଲରଙ୍କର ଏକ ନୂତନ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଆତଙ୍କବାଦୀ ଏବଂ ସେମାନଙ୍କର ହ୍ୟାଣ୍ଡଲରମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ନୂତନ କାର୍ଯ୍ୟ କୌଶଳର ପର୍ଦ୍ଦାଫାସ କରିଛନ୍ତି; ଏହି…

ସମୁଦ୍ର ମଝିରେ ବଡ଼ ଦୁର୍ଘଟଣା: ଓଲଟି ପଡ଼ିଲା ଜାହାଜ: ୭ ମୃତ, ନିଖୋଜ ଅଛନ୍ତି ୨୩ରୁ ଅଧିକ ଯାତ୍ରୀ

ନିକୋସିଆ: ଉତ୍ତର ସାଇପ୍ରସ ଉପକୂଳରେ ରବିବାର ଏକ ବଡ଼ ଧରଣର ନୌ-ଦୁର୍ଘଟଣା ଘଟିଛି। କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶ ଅନ୍ତର୍ଗତ ତାସୁକୁ ବନ୍ଦର ଅଭିମୁଖେ ଯାଉଥିବା ଏକ କାଟାମାରାନ-ଶୈଳୀର ଯାତ୍ରୀବାହୀ ଜାହାଜ ବା ଫେରି ମଝି ସମୁଦ୍ରରେ ଓଲଟି ପଡ଼ିଛି । ଏହି ଭୟାବହ ଦୁର୍ଘଟଣାରେ…

ଗୁଟଖା ବ୍ୟବସାୟ ବନ୍ଦ ହେବ;ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ…

କଟକ:ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ ।ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗୁଟଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୨୧ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ସରକାରୀ…