Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୀତବାସ ହତ୍ୟାକାଣ୍ଡ ଘଟଣା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜେଡ଼ିର ପ୍ରତିବାଦ

ବ୍ରହ୍ମପୁର: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିସହିତ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଅକ୍ଟୋବର ୬ ରାତିରେ ପୀତବାସ ପଣ୍ଡାଙ୍କୁ…

ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ସ୍କାମ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଓଡିଶା ପୋଲିସ ସବ୍‌ ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ…

Neeraj Chopra: ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଗୋଲ୍ଡେନ ବୟ ଭାବରେ ଜଣାଶୁଣା ଜାଭେଲିନ୍ ଥ୍ରୋ ଷ୍ଟାର ନୀରଜ ଚୋପ୍ରାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ମିଳିଛି। ତାଙ୍କୁ ଟେରିଟୋରିଆଲ୍ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧିରେ ସମ୍ମାନିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ…

ରିଲ୍ସ କରିବା ବେଳେ ନାବାଳକଙ୍କୁ ଧକ୍କା ଦେଲା ଟ୍ରେନ୍

ପୁରୀ:କାଳ ହେଲା ରିଲ୍ସ ନିଶା । ଜାନକାଦେଇପୁର ଷ୍ଟେସନରେ ରିଲ୍ସ ନେଲା ନାବାଳକର ଜୀବନ ବୋଲି ଖବର ଆସିଛି । ପୁରୀ ଚନ୍ଦନପୁର ଥାନା ଜାନକାଦେଇପୁର ଷ୍ଟେସନରେ ଘଟିଛି ଅଘଟଣ। ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ଫେରିବା ବେଳେ ଟ୍ରେନଟି ଧକ୍କା ଦେଇଥିବା ସୂଚନା ମିଳିଛି। ସୂଚନାମୁତାବକ, ମୃତକ…

North Korea tests ballistic missiles: ଟ୍ରମ୍ପଙ୍କ ଦକ୍ଷିଣ କୋରିଆ ଗସ୍ତ ପୂର୍ବରୁ ବଡ ପଦକ୍ଷେପ ନେଲା ଉତ୍ତର…

ନୂଆଦିଲ୍ଲୀ: ଉତ୍ତର କୋରିଆ ବୁଧବାର ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି, ଏହା ପାଞ୍ଚ ମାସ ମଧ୍ୟରେ ଦେଶର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷଣ। ଏହି ପରୀକ୍ଷଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ନେତାମାନେ ଦକ୍ଷିଣ କୋରିଆରେ ସାକ୍ଷାତ କରିବାକୁ ସ୍ଥିର ହୋଇଥିବା କିଛି…

Bill Gates In KSBKBT 2: ଟେଲିଭିଜନ ପରଦାରେ ଏକାଠି ନଜର ଆସିବେ ସ୍ମୃତି ଇରାନୀ-ବିଲ୍ ଗେଟ୍ସ, ‘କ୍ୟୁଙ୍କି…

ମୁମ୍ବାଇ: ବରିଷ୍ଠ ଟେକ୍ ବ୍ୟବସାୟୀ ଏବଂ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ସ୍ମୃତି ଇରାନୀଙ୍କ ଶୋ' 'କ୍ୟୁଙ୍କି ଶାଶ୍ ଭି କଭି ବହୁ ଥି ୨' ରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। ଏହି ଟିଭି ଶୋ ଏବେ ଇତିହାସ ସୃଷ୍ଟି କରିବାକୁ ଯାଉଛି । କୁହାଯାଉଛି ଯେ ବିଲ୍ ଗେଟ୍ସ ଶୋ'ରେ ଏକ…

US And Iran On Nuclear Program: ପରମାଣୁ ନେଇ ପୁଣି ଛିଡିବ କି ଯୁଦ୍ଧ?

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଇରାନ ପରମାଣୁ ଶକ୍ତି ହାସଲ କରିବାକୁ ଚାହୁଁଥିବା ବେଳେ, ଆମେରିକା ପୁଣି ଥରେ କହିଛି ଯେ ଏହା ତେହେରାନକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦେବ ନାହିଁ।ଆମେରିକାର ଏହି…

ଏହି ମନ୍ଦିରରେ ମଦ ଭୋଗ ହୁଏ, ଦୀପର ତେଲ ଭଲ କରୁଛି ରୋଗ !

ବାରଣାସୀ: ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି । ହେଲେ ଏମିତି ବି କିଛି ମନ୍ଦିର ରହିଛି ସେ ସମ୍ପର୍କରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାହିଁ କେଉଁ କାଳରୁ ମନ୍ଦିରରେ ଅଖଣ୍ଡ ଦୀପ ଜଳୁଛି । ବାରଣାସୀରେ ଥିବା କାଳ ଭୈରବୀ ମନ୍ଦିର ସମ୍ପର୍କରେ ବୋଧ ହୁଏ କେହି ଜାଣିଥିବେ । ଏହି…

ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ୱାର୍ଡର ନିଲମ୍ବିତ

ବାଲେଶ୍ବର: କିଛିଦିନ ତଳେ ଚୌଦ୍ବାର ଜେଲ୍‌ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ଏବେ ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି ଘଟଣାରେ…

Baby Dua: ବର୍ଷେ ପରେ ମୁହଁ ରିଭିଲ୍ କଲେ ରଣଭୀର, ଦୀପିକା; କାହା ଭଳି ଦେଖାଯାଉଛି ଝିଅ ଦୁଆ, ଇଣ୍ଟନେଟରେ ବିତର୍କ…

ମୁମ୍ବାଇ: ବଲିଉଡର ଅନ୍ୟତମ ଚର୍ଚ୍ଚିତ ଦମ୍ପତି, ଦୀପିକା ପାଦୁକୋନ ଏବଂ ରଣଭୀର ସିଂହ, ଏହି ଦୀପାବଳିରେ ସେମାନଙ୍କ ପ୍ରଶଂସକମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବା ପାଇଁ ଜଣାଶୁଣା ଏହି ଦମ୍ପତି ଶେଷରେ ତାଙ୍କ ଝିଅ ଦୁଆଙ୍କ ମୁହଁକୁ ସାରା ବିଶ୍ୱ ସମ୍ମୁଖରେ…