Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Robbery Case: ବହୁଚର୍ଚ୍ଚିତ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ମାମଲା । ମାଷ୍ଟରମାଇଣ୍ଡ ବିକାଶ ରାୟକୁ ବିହାରରୁ ଗିରଫ କଲା ପାଣିକୋଇଲି ପୋଲିସ । ବିହାର-ନେପାଳ ସୀମା ମୋତିହାରିରୁ ବିକାଶ ରାୟକୁ ଉଠାଇ ଆଣିଲା ପୋଲିସ । ବିହାର ଜେଲ୍‌ରେ ଥାଇ ବ୍ଲୁ ପ୍ରିଣ୍ଟ ରଚିଥିଲା, ଜେଲ୍‌ରୁ ଖଲାସ ପରେ…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ୪ ହଜାର ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର: ରାଜ୍ୟରେ ସେବାଯୋଗାଣ ପରଠାରୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ଏକ ଦୃଢ଼ ୧,୭୦୦ ଏମଭିଏ ବିତରଣ କ୍ଷମତା ସହିତ ପ୍ରାୟ ୪ ହଜାର ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିଛନ୍ତି । ଏହା ଓଡ଼ିଶାର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ଜୋହାନ୍ସବର୍ଗରେ ଜି-20 ଶିଖର ସମ୍ମିଳନୀରେ ମୋଦୀଙ୍କ ପ୍ରଭାବଶାଳୀ ଭାଷଣ, ‘ବସୁଧୈବ କୁଟୁମ୍ବକମ୍’, ଉପରେ…

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶକ୍ତିଶାଳୀ ଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରି ତାଙ୍କ ଭାଷଣ ଆରମ୍ଭ କରିଥିଲେ । ମହାତ୍ମା…

Msp For Sand: ଏଣିକି ଶସ୍ତାରେ ମିଳିବ ବାଲି; ପ୍ରଥମଥର ପାଇଁ ଲାଗୁ ହେବ ଏମଏସପି

ଭୁବନେଶ୍ଵର: ଏଥର ସାବାଡ୍ ହେବେ ବାଲି ମାଫିଆ । ଏଣିକି ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଲିଜଧାରୀ ଆଉ ମନଇଚ୍ଛା ଦର ବଢାଇ ପାରିବେନି । ବାଲି ପାଇଁ ସରକାର ଏମଏସପି ଲାଗୁ କରିବେ । ସରକାର ନିର୍ଦ୍ଧାରିତ କରିଥିବା ଏମଏସପି ଦରରେ ହିଁ ବିକ୍ରି ହେବ ବାଲି । ଏମଏସପି…

Elephant Death: ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ହେଲା ବିଫଳ.. ଆଖି ବୁଜିଲା ମାକେନା ହାତୀ

ଭୁବନେଶ୍ବର: ପଶୁ ଡାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ପରେ ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା ହାତୀ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ହାତୀର ପାଟିରେ ଘା’ ହୋଇଥିଲା । ସଂକ୍ରମଣରୁ ସେପ୍ଟିସିମିଆ ହୋଇଥିଲା । ସେପ୍ଟିସିମିଆରେ ମାକେନା ହାତୀର ମୃତ୍ୟୁ ଘଟିଥିବା ଡିଏଫଓ କହିଛନ୍ତି ।…

Maoists Surrender: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୩୭ ମାଓବାଦୀଙ୍କ ସାମୂହିକ ଆତ୍ମସମର୍ପଣ

ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଆତ୍ମସମର୍ପଣ କଲେ ୩୭ ମାଓବାଦୀ । ନିଷିଦ୍ଧ ସିପିଆଇ (ମାଓବାଦୀ)ର ୩୭ ଜଣ ଅଣ୍ଡରଗ୍ରାଉଣ୍ଡ କ୍ୟାଡର, ଯେଉଁଥିରେ ତିନି ଜଣ ରାଜ୍ୟ କମିଟି ସଦସ୍ୟ (ଏସସିଏମ) ମଧ୍ୟ ସାମିଲ ଥିଲେ, ଶୁକ୍ରବାର ଦିନ…

ବାରହା ମାଂସ ଜବତ, ୪ ଅଭିଯୁକ୍ତ ଗିରଫ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ କୋମନା ରେଞ୍ଜ ଅଞ୍ଚଳରୁ ପୁଣି ବାରାହ ମାଂସ ଜବତ ହୋଇଛି । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋମନା ବନ ବିଭାଗ l ସୂଚନା ଅନୁସାରେ, କୋମନା ରେଞ୍ଜ ବରନ୍ଦାପାଟ ଗାଁର କେଶବ ମାଝୀ ଗୁରୁବାର ସକାଳ ୭ଟା ସମୟରେ ନିଜ ଚାଷ…

ଯାଜପୁରରୁ ସିକନ୍ଦର ଗିରଫ… ବାଂଲାଦେଶୀଙ୍କୁ ରଖିଥିଲା ବସ୍ତିରେ

ଜଗତସିଂହପୁର:ଜଗତସିଂହପୁରରେ ବାଂଲାଦେଶୀ ଅନୁପ୍ରବେଶ ଘଟଣାର ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମ ଗିରଫ । ବେହରାମପୁର ବସ୍ତିରେ ବାଂଲାଦେଶୀକୁ ରଖାଇଥିଲେ ଅଭିଯୁକ୍ତ ସିକନ୍ଦର ଆଲମ। ବାଂଲାଦେଶୀ ଚିହ୍ନଟ ନେଇ ପୁଲିସର ଚଢ଼ାଉ ପରେ ଫେରାର ହୋଇଯାଇଥିଲା ସିକନ୍ଦର । ଯାଜପୁରରୁ ଗିରଫ କଲା ଜଗତସିଂହପୁର…

‘ହ୍ୟୁାମାନ ସାଗରଙ୍କ ମୃତ୍ୟୁର ତଦନ୍ତ କରାଗଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ’

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ବିବାଦ ବଢିବାରେ ଲାଗିଛି । ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ ପରେ ବିବାଦ ତେଜୁଛି । ଉଭୟଙ୍କୁ ଜେରା ପାଇଁ ନିଆଯାଇପାରେ ବୋଲି ଖବର ରହିଛି । ସେପଟେ ପୁଅ…

UPI-TIPS Link: RBIର ବଡ଼ ପଦକ୍ଷେପ; ଭାରତ ଏବଂ ୟୁରୋପ ମଧ୍ୟରେ ଡିଜିଟାଲ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ:ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ଯୋଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତର ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ଖୁବ୍ ଶୀଘ୍ର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଟାର୍ଗେଟ୍ ଇନଷ୍ଟାଣ୍ଟ ପେମେଣ୍ଟ ସେଟେଲମେଣ୍ଟ…