Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୭ ମୃତ, ଅନେକ ୪ ଗୁରୁତର

ଜୟପୁର: ରାଜସ୍ଥାନ ଜୟପୁରର ସୱାଇ ମାନ ସିଂ (SMS) ହସ୍ପିଟାଲରେ ବଡ ଧରଣର ଅଘଟଣ । ହସ୍ପିଟାଲରେ ନିଆଁଲାଗି ୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଅବସ୍ଥିତ ନ୍ୟୁରୋ ଆଇସିୟୁ ୱାର୍ଡର ଷ୍ଟୋରରେ ଏହି ଦୁର୍ଘଟଣା ଘଟିଛି ।…

ଅସୁରକ୍ଷିତ ରାଜଧାନୀ, ଦୁର୍ବୁତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ଗୁଳି । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ୪ ରାଉଣ୍ଡ ଫାୟାରିଂ କରିଥିଲେ…

କଟକର ଏହି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ଲାଗିଲା କର୍ଫ୍ୟୁ; ଜରୁରୀ ସେବା ଓ ସ୍କୁଲ୍‌କୁ ଦିଆଯାଇଛି ବାଦ…

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ । ଏହାପରେ ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ବନ୍ଦ ଡାକରାକୁ ସମର୍ଥନ କରି ରବିବାର ଅନେକ ସଂଗଠନ ପକ୍ଷରୁ ରାଲି ବେଳେ ଉପୁଜିଥିବା ଉତ୍ତେଜନା କାରଣରୁ କଟକରେ ୨୪ ଘଣ୍ଟା…

ଦାର୍ଜିଲିଂରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ୧୮ ମୃତ; ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ:ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଦାର୍ଜିଲିଂ ଜିଲ୍ଲାରେ ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ପଡ଼ିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ରିପୋର୍ଟ ଅନୁଯାୟୀ,…

ଏସଆଇ ନିଯୁକ୍ତିରେ ଦୁର୍ନୀତି ମାମଲା; ଆଉ ଜଣେ ବ୍ୟକ୍ତି ଗିରଫ

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ଠକେଇ ଅଭିଯୋଗର ତଦନ୍ତ କରି ଆଉ ଜଣେ ବ୍ୟକ୍ତିଙ୍କୁ  କ୍ରାଇମବ୍ରାଞ୍ଚ ରବିବାର ଦିନ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ୪୩ ବର୍ଷୀୟ ଅରବିନ୍ଦ ଦାସ। ଯିଏକି ବାଲେଶ୍ୱର ଜିଲ୍ଲାର ସିଙ୍ଗାଲା ଥାନା ଅନ୍ତର୍ଗତ ନାବରା…

କଟକରେ ହିଂସାକାଣ୍ଡ; ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଭୁବନେଶ୍ୱର: କଟକରେ ଦୁର୍ଗା ମାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ହିଂସାକାଣ୍ଡ ପରେ ଓଡ଼ିଶା ସରକାର ରବିବାର ଦିନ ସହରର କିଛି ଅଞ୍ଚଳରେ ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ସାଇଟକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କଟକ ମ୍ୟୁନିସିପାଲ୍ କର୍ପୋରେସନ୍…

NHର ନିର୍ମାଣାଧୀନ ଫ୍ଲାଏ ଓଭର ପ୍ରୋଟେକ୍ସନ ସ୍ଲାବ୍ ପଡ଼ି ନାବାଳିକା ମୃତ; NH ଅବରୋଧ

ଭଦ୍ରକ: ଧାମନଗର ଥାନା ଏନ୍ଏଚ୍‌ ୧୬ ବିଷ୍ଣୁପୁର ଛକରେ ଅଭାବନୀୟ ଘଟଣା । NHର ନିର୍ମାଣାଧୀନ ଫ୍ଲାଏ ଓଭର ପ୍ରୋଟେକ୍ସନ ସ୍ଲାବ୍ ପଡ଼ି ନାବାଳିକା ମୃତ । ଉତ୍ତ୍ୟକ୍ତ ଲୋକେ ସେଠାରେ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେଶିନ ଜାଳିଦେବା ସହ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଧାମନଗର ପୋଲିସ…

ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି; ନକଲି ଅନଲାଇନ୍ ଟେଷ୍ଟ ସେଣ୍ଟରରେ କ୍ରାଇମବ୍ରାଞ୍ଚର ଚଢ଼ାଉ

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ଠକେଇର ତଦନ୍ତ କରି ରବିବାର ଦିନ ଓଡ଼ିଶା କ୍ରାଇମବ୍ରାଞ୍ଚ ଭୁବନେଶ୍ୱରର ଏକ ନକଲି ଅନଲାଇନ୍ ପରୀକ୍ଷା କେନ୍ଦ୍ର ଉପରେ ଚଢାଉ କରିଥିବା ସୂଚନା ମିଳିଛି। ଏକ ଗୁଇନ୍ଦା ସୂଚନାକୁ ଆଧାର କରି କ୍ରାଇମବ୍ରାଞ୍ଚ ନନ୍ଦନକାନନ…

କଟକ ହିଂସା ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ…

ଶହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ; ୧୨୦ କୋଟିରେ ହେବ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ

ଢେଙ୍କାନାଳ: ଭାରତର ଗୌରବ, ଓଡ଼ିଶାର ଗର୍ବ ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆ ଜାତିର ବୀରତ୍ବ ବଖାଣେ । ମାତ୍ର ୧୨ବର୍ଷ ବୟସରେ ସେ ବ୍ରିଟିଶ ଗୁଳି ଆଗରେ ଛାତି ପତେଇଦେଇଥିଲେ । ବାଜି ରାଉତଙ୍କ ସାହସ ଯୁବଗର୍ବଙ୍କ ଆଦର୍ଶ । ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନରେ ବାଜି ରାଉତଙ୍କ ପଥ…