Latest Odisha News

BREAKING NEWS

Browsing Category

Uncategorized

ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି: ନବୀନ

ଭୁବନେଶ୍ବର : ପ୍ରତିଷ୍ଠା ଦିବସ ପାଳିଛି ବିଜେଡି । ୨୫ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ…

ପ୍ରବଳ ଜାଡ଼ ପରେ ଆସୁଛି ବର୍ଷା

ଭୁବନେଶ୍ବର : ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଶୀତ ବଢୁଥିବା ବେଳେ, ଏବେ ଜାଡ ପରେ ଆସୁଛି ବର୍ଷା । ଶୀତ ଓ କୋହଲା ପାଗରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଆସନ୍ତା ୨୭ ତାରିଖରେ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ହେବ ବୋଲି ସୂଚନା…

[ଭିଡ଼ିଓ] ୪୦ ବର୍ଷ ପରେ ଜଳ ସମାଧିରେ କାଞ୍ଚିପୁରମ୍ ଭରଦାର ସ୍ୱାମୀ

ଭୁବନେଶ୍ୱର: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଚାରିପଟେ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥାଏ। ହେଲେ ସବୁକିଛି ଆମ ଜ୍ଞାତ ସାର ବାହାରେ ଆମେ ଚାହିଁଲେ ବି ତାର ରହସ୍ୟ ଆଗୋଚରରେ ରହିଥାଏ । ଏଇ ଯେମିତି ବିଷ୍ଣୁଙ୍କ ମନ୍ଦିର । ଭାରତର ୧୦୮ ଦିବ୍ୟ ବିଷ୍ଣୁ ମନ୍ଦିର ମଧ୍ୟରୁ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଢେଙ୍କାନାଳ: ପୁଣି ରାଜ୍ୟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତାରେ ଡିଲ୍ ବେଳେ ଧରିଲା ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର । ଯାହାର…

[ଭିଡ଼ିଓ] ଦୁର୍ଘଟଣାରେ ଶିଶୁ ମୃତ, ଜଣେ ଗୁରୁତର

କୋରାପୁଟ: କମାଣ୍ଡର ଓଲଟି ୫ ବର୍ଷର ଶିଶୁ ମୃତ। ଶିଶୁର ମା’ଗୁରୁତର ହୋଇପଡ଼ିଛି । ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କୋରାପୁଟ ସେମିଳିଗୁଡାରେ। ସେମଳିଗୁଡା ନିକଟରେ ଥିବା ହାତୀମୁଣ୍ଡା ଗାଁରୁ କିଛି ଲୋକଙ୍କୁ ନେଇ ସେମିଳିଗୁଡା ଆସୁଥିବା କମାଣ୍ଡରଟି…

୬୩ତମ ଆଇପିଏସ୍ ସମ୍ମିଳନୀ ଆଜିଠୁ ଆରମ୍ଭ

କଟକ : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପୋଲିସ ସମ୍ମିଳନୀ । କଟକରେ ୬୩ ତମ ବରିଷ୍ଠ ପୋଲିସ ସମ୍ମିଳନୀ ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ ମାଧ୍ୟମରେ ଏହି ସମ୍ମିଳନୀ ଆରମ୍ଭ କରାଯାଇଛି । ତିନି ଦିନ ଧରି ଚାଲିବ ସମ୍ମିଳନୀ । ଡିଜିପି ଅଭୟ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ମାଓବାଦୀ…

ଶୀତ ଦିନେ ତୁଳସୀର ଉପାଦେୟତା , ଜାଣନ୍ତୁ କଣ ମିଳେ ଲାଭ ?

ଭୁବନେଶ୍ୱର: ତୁଳସୀ ଏପରି ଏକ ଗଛ ଯେଉଁଥିରେ ଔଷଧୀୟ ଗୁଣ ଭରପୁର ରହିଛି । ହଜମ ଠାରୁ ଆରମ୍ଭ କରି ଚର୍ମ ରୋଗ ପର୍ଯ୍ୟନ୍ତ ବହୁ ସମସ୍ୟାର ସମାଧାନ କରିଥାଏ ତୁଳସୀ । ଶୀତ ଦିନେ ତୁଳସୀକୁ ନିଜ ଦୈନନ୍ଦିର ଜୀବନରେ ଶୈଳୀରେ ବ୍ୟବହାର କଲେ ଅନେକ ଲାଭ ମିଳିଥାଏ ।  ତୁଳସୀରେ ଭିଟାମିନ୍- ଏ, ସି,…

ଜଗତସିଂହପୁରରେ କେନ୍ଦ୍ରୀୟ ଟିମ୍, ଜଓ୍ବାଦ କ୍ଷୟକ୍ଷତିର କଲା ଆକଳନ

ଜଗତସିଂହପୁର : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଅଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ତିନୋଟି ଟିମ୍ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର,…

ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଲଞ୍ଚର ‘ପିନାକା’ର ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନ ପୋଖରାନସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ଏହି ରକେଟ ଲଞ୍ଚର ପରୀକ୍ଷଣ ସଫଳାତର ସହ ଶେଷ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ପିନାକ ବାହ୍ୟ…

ଡରାଉଛି ଓମିକ୍ରନ୍, ଚିନ୍ତା ବଢ଼ାଉଛନ୍ତି ବିଦେଶ ଫେରନ୍ତା

ଭୁବନେଶ୍ବର : ଓମିକ୍ରନ ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା । ୩୮ ଦେଶକୁ ଭୂତାଣୁ ବ୍ୟାପି ସାରିଥିବା ବେଳେ, ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ଠିକଣା ବଦଳାଇ ଓଡିଶା ଆସୁଛନ୍ତି ଲୋକ । ଏଯାଏଁ ବିଦେଶରୁ ରାଜ୍ୟକୁ ୮୦୦ରୁ ଅଧିକ ଲୋକ ଫେରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ…