Latest Odisha News

BREAKING NEWS

Browsing Category

Uncategorized

ଇଣ୍ଡିଗୋ ଉପରେ ୯୪୪ କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ବିମାନ କମ୍ପାନୀ ଇଣ୍ଡିଗୋ ଉପରେ ଆୟକର ବିଭାଗ ୯୪୪.୨୦ କୋଟି ଟଙ୍କାର ଜୋରିମାନା ଲଗାଇଛି। ଏହି ଅର୍ଡର ଶନିବାର ଦିନ ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ ଆଭିଏସନ୍ କୁ ମିଳିଛି। ରବିବାର ଏକ ନିୟାମକ ଫାଇଲିଂରେ, ଇଣ୍ଡିଗୋ କହିଛି ଯେ ଆୟକର ବିଭାଗର ମୂଲ୍ୟାୟନ…

ଆଜିଠୁ ଆଇପିଏଲ ମହାସମର ଆରମ୍ଭ

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଏହି ମ୍ୟାଚ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ ।ଉଭୟ…

କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ଆଜି ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଆଜି କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ଆଳି ନିଆଯାଇ ଅନ୍ତିମ ସଂସ୍କାର କରାଯିବ। ସୂଚନା ଅନୁଯାୟୀ, ଏହା ପୂର୍ବରୁ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯିବ ଏବଂ ପରେ ବିଧାନସଭାକୁ ନିଆଯିବ। ଯେଉଁଠାରେ ରାଜନେତା ମାନେ ତାଙ୍କର ଶେଷ…

ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ, ଖୁବଶୀଘ୍ର ନିଷ୍ପତ୍ତି… 

ନୂଆଦିଲ୍ଲୀ: ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ। ନକଲି ଭୋଟିଂକୁ ରୋକିବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି। ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀଙ୍କ ସହ କେନ୍ଦ୍ର ଗୃହ ସଚିବ, ଆଇନ ମନ୍ତ୍ରଣାଳୟର…

ଇସଲାମ ଦେଶର ହୋଟେଲରେ କାହିଁକି ରହିଥାଏ ଏପରି ଚହ୍ନ? କଣ ରହିଛି ମକ୍କା ସହ ଏହାର ସମ୍ପର୍କ?

ନୂଆଦିଲ୍ଲୀ: ଯଦି ଆପଣ ସାଉଦି ଆରବ କିମ୍ବା କୌଣସି ଇସଲାମ ଦେଶରେ ଏକ ହୋଟେଲରେ ରହିବାର ସୁଯୋଗ ପାଇଛନ୍ତି, ତେବେ ଆପଣ ରୁମର କାନ୍ଥ କିମ୍ବା ଛାତ ଉପରେ ଏକ ତୀର ଚିହ୍ନ ଦେଖିଥିବେ । ଏହି ତୀରଟି ଦେଖିବାକୁ ଛୋଟ ହୋଇପାରେ, କିନ୍ତୁ ଏହାର ଗୁରୁତ୍ୱ ବହୁତ ବଡ। ଏହା କୌଣସି ସାଜସଜ୍ଜାର ଅଂଶ ନୁହେଁ…

ତେଜ ପ୍ରତାପଙ୍କ କଥାରେ ନାଚି କନଷ୍ଟେବଳ ନିଲମ୍ବିତ

ପାଟନା: ବିହାର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବିଧାୟକ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ପୋଲିସ କନଷ୍ଟେବଳ ୟୁନିଫର୍ମ ପିନ୍ଧି ନାଚିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତେଜ…

ହୋଲି ପରେ ମୁହଁରେ ଲଗାନ୍ତୁ ଏହି ଫେସ ମାସ୍କ

ଭୁବନେଶ୍ବର : ଖୁସିର ପର୍ବ ହୋଲି । ପିଲାଠୁ ବୁଢା ସଭିଏଁ ପାଳନ କରନ୍ତି ଏହି ରଙ୍ଗର ପର୍ବ। କିନ୍ତୁ ଅନେକ ସମୟରେ ରାସାୟନିକ ରଙ୍ଗ ଆମ ଶରୀରରେ ଅନେକ ସମସ୍ଯା ଆଣିଦେଇଥାଏ। ହୋଲି ପରେ ପ୍ରାୟତଃ ଦେଖାଦିଏ ଚର୍ମ ସମ୍ବନ୍ଧୀୟ ସମସ୍ୟା। ରାସାୟନିକ ରଙ୍ଗ, ଧୂଳି, ସୂର୍ଯ୍ୟକିରଣ ଏବଂ ପାଣିର ଅତ୍ୟଧିକ…

ମିଛ କହୁଛି ପାକିସ୍ତାନ, ଜାଫର ଏକ୍ସପ୍ରେସର ପାଇଲଟଙ୍କ ଛାତିଥରା ବୟାନ

ନୂଆଦିଲ୍ଲୀ:ପାକିସ୍ତାନରେ ଯାହା ଘଟୁଛି, ତାହା ସାରା ବିଶ୍ବ ଦେଖୁଛି । ବଲୁଚିସ୍ତାନ ଲିବରେସନ୍‌ ଆର୍ମି ଜାଫର୍‌ ଏକ୍ସପ୍ରେସକୁ ହାଇଜାକ୍ କରି ଶାହବାଜ ସରକାର ଓ ପାକିସ୍ତାନ ସରକାରଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛି । ଏହାରି ଭିତରେ ପାକିସ୍ତାନ ମିଛ କହୁଥିବା ଅଭିଯୋଗ ହୋଇଛି । କାରଣ, ଜାଫର୍‌…

ମରିସସରେ ମୋଦିଙ୍କ ଭୋଜପୁରୀ କାର୍ଡ !

ନୂଆଦିଲ୍ଲୀ: ମରିସସରେ ଭୋଜପୁରୀ ପ୍ରତି ଭଲ ପାଇବା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମରିସସରେ ପହଞ୍ଚିବା ପରେ ନିଜ ସ୍ବାଗତ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରୁ ଇଂରାଜୀ, ହିନ୍ଦୀ ସହ ଭୋଜପୁରୀ ଭାଷାରେ ବି ଭିଡିଓ ପୋଷ୍ଟ…

ବରକୋଳିରେ ଏତେ ଚମତ୍କାରିତା? ଏହାକୁ ଖାଇଲେ ତ୍ୱଚା ଚମକିବା ସହ ଓଜନ କମିବ

ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍‌ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଜର ଆସିଥାଏ। ଏସବୁ ସ୍ଥଳେ ଯଦି…