Latest Odisha News

BREAKING NEWS

Browsing Category

Uncategorized

ବିଡିଏର ସଫଳତା, ଫ୍ରିହୋଲ୍ଡ ପାଇଁ ୫୮୦ ପ୍ଲଟ ପଞ୍ଜୀକୃତ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡରେ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ପ୍ରକ୍ରିୟାରେ ଆବେଦନ ହୋଇଥିବା ୮୬୭ ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହ ଜମିର ହସ୍ତାନ୍ତିକରଣ ପତ୍ର ବିଡ଼ିଏ…

କାହିଁକି ଅଲଗା ହେଲେ ହ୍ରିତିକ ଓ ସୁଜେନ, ଏଭଳି କହିଲେ ବାପା ରାକେଶ

ମୁମ୍ବାଇ: ଦୀର୍ଘ ଦିନ ପରେ ହ୍ରିତିକ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ପୁଅ ଓ ବୋହୂଙ୍କ ଛାଡପତ୍ର ସମ୍ପର୍କରେ ମୁହଁ ଖୋଲିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ରାକେଶ ରୋଶନ କହିଛନ୍ତି ଯେ 'ହ୍ରିତିକ ଏବଂ ସୁଜ୍ଜେନଙ୍କ ମଧ୍ୟରେ ଯାହା ଘଟିଥିଲା ତାହା…

ମହିଳା ସୈନିକଙ୍କୁ ଛାଡ଼ିବା ସମୟର ଛାତିଥରା ଦୃଶ୍ୟ, ଶକ୍ତି ପ୍ରଦର୍ଶନ କଲା ହମାସ

ନୂଆଦିଲ୍ଲୀ : ହମାସ କବଳରୁ ମୁକ୍ତ ହେଲେ ୪ ମହିଳା ଇସ୍ରାଏଲ ସୈନିକ । ଯାହାଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଏହି ମହିଳା ସୈନିକଙ୍କୁ ପ୍ରାୟ ୧୫ ମାସ ଧରି ପଣବନ୍ଦୀ କରି ରଖିଥିଲା ହମାସ। ଏବେ ଇସ୍ରାଏଲ ସହ ଜାରି ରହିଥିବା ଅସ୍ତ୍ରବିରତି ମଧ୍ୟରେ, ପୁଣି ୪ ଜଣ ପଣବନ୍ଦୀଙ୍କୁ ମୁକ୍ତ…

ଲଞ୍ଚର କିଛି ସମୟ ପରେ ଫାଟିଲା ସ୍ପେସଏକ୍ସର ଷ୍ଟାରସିପ୍

ଟେକ୍ସାସ: ଲଞ୍ଚର କିଛି ସମୟ ପରେ ରକେଟରେ ବିସ୍ଫୋରଣ। ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍ 'ଷ୍ଟାରସିପ୍' ଆମେରିକାର ଟେକ୍ସାସରୁ ଉତକ୍ଷେପଣ କରାଯାଇଥିଲା। ଆକାଶରେ ପହଞ୍ଚିବାର ମାତ୍ର କିଛି ମିନିଟ୍ ପରେ ଏଥିରେ ବିସ୍ଫୋରଣ ଘଟିଥିଲା। ସୂଚନା ଅନୁଯାୟୀ, ଉତକ୍ଷେପଣର ମାତ୍ର କିଛି…

ହସ୍ତ ଉତ୍ଥାନ ଆସନ: ଶ୍ବାସ ରୋଗ ପାଇଁ ଲାଭଦାୟକ

ଭୁବନେଶ୍ବର: ଶ୍ବାସ ରୋଗ ଏହି ଶୀତ ଦିନେ ଓ ବର୍ଷା ଦିନେ ବେଶୀ ଦେଖାଯାଏ । ଏହି ରୋଗରେ ପୀଡିତ ରୋଗୀ ଶ୍ବାସପ୍ରଶ୍ବାସ ନେବାକୁ କଷ୍ଟ ଅନୁଭବ କରନ୍ତି । ଏହି ଆଜମା ରୋଗ ହେବାର କୌଣସି ବିଶେଷ କାରଣ ନାହିଁ । ଆଲର୍ଜି, ବଂଶାନୁଗତ କାରଣ, ଚିନ୍ତା, ଭୟ, ଉଦବେଗ ରୋଗର କାରଣ ଥାଏ । ତେବେ କିଛି ଏପରି…

କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ?

ନୂଆଦିଲ୍ଲୀ:  କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ ପ୍ରୟାଗରାଜରେ ୪୫ ଦିନିଆ ମହାକୁମ୍ଭର ଚତୁର୍ଥ ଦିନରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ। ଏହି ଧାର୍ମିକ ଉତ୍ସବରେ ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ଭାଗ ନେଇଛନ୍ତି। ତୃତୀୟ ସାହି ସ୍ନାନରେ ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁ ପ୍ରୟଗରାଜରେ…

ଦିଲ୍ଲୀ ଏୟାରପୋର୍ଟରେ ହଟହଟା କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ଅଭିଷେକ ଶର୍ମାଙ୍କ ସହ ଅସଦାଚରଣ ହୋଇଥିବା ଜଣାପଡିଛି। ଅଭିଷେକ ଶର୍ମା ଏନେଇ ସୋମବାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି। କଡ଼ା ଭାବେ ନିନ୍ଦା କରିବା ସହ ସେ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଜଣେ…

ମୃତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ଅଘୋରୀ ବାବା: କାରଣ ଜାଣିଲେ ହୋଇଯିବେ ତାଜୁବ

ଅଘୋରୀ ସାଧୁମାନେ ମନ୍ଦିରରେ ଥିବା ତୀର୍ଥ ସ୍ଥାନରେ ବାସ କରନ୍ତି। କୁମ୍ଭ ମେଳାରେ ଅଘୋରୀ ସାଧୁମାନଙ୍କୁ ଦେଖିବାକୁ ମିଳିଥାଏ। ଏମିତିରେ ବି ଅଘୋରୀ ସାଧୁମାନେ ରହସ୍ୟମୟ ହୋଇଥାନ୍ତି ଏବଂ ଲୋକେ ସେମାନଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସୁକ ଥାଆନ୍ତି। କିନ୍ତୁ ଅଘୋରୀଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ…

ଭାରତର ଏହି ସହରର ଲୋକେ ସର୍ବାଧିକ ଆତ୍ମହତ୍ୟା କରନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତଥା ପୂର୍ବତନ ରେଡିଓ ଜକି ସିମରନ୍ ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ସେକ୍ଟର ୪୭ ରେ ଥିବା ଏକ ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସିମରନ୍ ମୂଳତଃ ଜମ୍ମୁରୁ ଆସିଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଫଲୋୱର୍ସ ଥିଲେ। ଆରଜେ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଅଲଗା ହେବେ କି ଟ୍ରମ୍ପ? 

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ଯୁଏଚଓ)ରୁ ଓହରିଯାଇପାରନ୍ତି। ଏଥିପାଇଁ ତାଙ୍କ ଟିମ୍ ପ୍ରସ୍ତୁତି ଚଳାଇଛନ୍ତି। ୱାଶିଂଟନ୍‌ର ଜର୍ଜଟାଉନ୍ ବିଶ୍ଵବିଦ୍ୟାଳୟର ବିଶ୍ୱ…