Latest Odisha News

BREAKING NEWS

Browsing Category

Uncategorized

ରାଜ୍ୟସ୍ତରୀୟ କଳା ଉତ୍ସବ: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ

ଭୁବନେଶ୍ଵର: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ। ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୪  ୟୁନିଟ-୬  ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ…

ଜାଣନ୍ତୁ କେବେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଚଳିତ ନଭେମ୍ବର ୧୮ ଏବଂ ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ…

ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା

କଟକ: କଟକର ଐତିହାସିକ ବାଲିଯାତ୍ରାର ଶୁଭ ଉଦ୍ଘାଟନ ହୋଇଛି। ଏହି ଐତିହାସିକ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଛନ୍ତି। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର…

ଆମେରିକାର ପ୍ରତିରକ୍ଷା ସଚିବ ହେବେ ଜଣେ ଆଙ୍କର, ଜାଣନ୍ତୁ… 

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଆଉ ଏହି ଟିମରେ ପ୍ରତିରକ୍ଷା ସଚିବ ଭାବରେ ମନୋନୀତ ହୋଇଛନ୍ତି ପିଟର ବ୍ରାଏନ୍ ହେଗସେଥ। ଯିଏକି ଜଣେ ଟେଲିଭିଜନ ଆଙ୍କର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଅନୁବାଦ ପାଇଁ ଆଉ ଆବଶ୍ଯକ ପଡିବେନି ମାନବ, ସ୍ଥାନ ନେବ ଏଆଇ

ନୂଆଦିଲ୍ଲୀ: ଟ୍ରାନ୍ସଲେସନ ସେବାରେ ବିଶେଷଜ୍ଞତା ଥିବା ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଅନବେବଲ Widn.AI କୁ ଲଞ୍ଚ କରିଛି। ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ସମ୍ପୂର୍ଣ୍ଣ ପରିଚାଳିତ ଏକ ନୂତନ ଆପ୍। ରିପୋର୍ଟ ଅନୁଯାୟୀ, କମ୍ପାନୀର ସିଇଓ ବାସ୍କୋ ପେଡ୍ରୋ ଦାବି କରିଛନ୍ତି ଯେ…

ଧର୍ମନିରପେକ୍ଷ ଶବ୍ଦ ହଟାଯାଉ, ବାଂଲାଦେଶରେ ୯୦% ଜନସଂଖ୍ୟା ମୁସଲିମ

ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ପରିସ୍ଥିତି ବହୁତ ଜଟିଳ ହୋଇପଡିଛି। ଏବେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ସରକାରରେ ହିନ୍ଦୁମାନେ ଆଉ ସୁରକ୍ଷିତ ନୁହଁନ୍ତି। ଏହି ସମୟରେ ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ବର୍ତ୍ତମାନ ସମ୍ବିଧାନରେ ବଡ…

ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ: ହୋମଗାର୍ଡଙ୍କ ପାଇଁ ଅଗ୍ନିଶମ ବିଭାଗରେ ମିଳିବ ୧୦% ସଂରକ୍ଷଣ

କଟକ: ହୋମ୍‌‌ଗାର୍ଡଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ। ଏଣିକିଅଗ୍ନିଶମ ବିଭାଗରେ ହୋମ୍‌‌ଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ଏହି ଅବସରରେ ଅଦାଲତ କହିଛନ୍ତି, ଅଗ୍ନିଶମ ସେବା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଅନେକ ଜରୁରୀକାଳୀନ ସେବା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ହୋଇଥାଏ। ଏହାର…

ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ଛାଡିଖାଇ ପୂର୍ବରୁ ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଗୋଦାମରେ ୩ ଲକ୍ଷରୁ ଅଧିକ ଟଙ୍କାର ଚିଙ୍ଗୁଡ଼ି ଜଳିପୋଡ଼ି ନଷ୍ଟ ହୋଇଥିବା ସୂଚନା ରହିଛି। ହେଲେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଚିଙ୍ଗୁଡ଼ି ଗୋଦାମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ପୁରୀ ଜିଲ୍ଲା…

ଭରତପୁର ଘଟଣା: କମିଶନଙ୍କ ପାଖରେ ହାଜର ହେବେ ନିଲମ୍ବିତ ୫ ପୋଲିସ

ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କମିଶନଙ୍କ ପାଖରେ ହାଜର ପାଇଁ ନୋଟିସ । ଆଜି କମିଶନରଙ୍କ ପାଖରେ ହାଜର ହେବେ ନିଲମ୍ବିତ ୫ ପୋଲିସ । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ନୋଟିସ । ତାଙ୍କ ସହ ମେଜର ଓ…