Latest Odisha News

BREAKING NEWS

Browsing Category

Uncategorized

ଜାଣନ୍ତୁ ବାତ୍ୟା ‘ଦାନା’କୁ ନେଇ ୧୦ ଅପଡେଟ୍

ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ ଭିତରକନିକାରୁ ଧାମରା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। ବାତ୍ୟାର ପ୍ରଭାବରେ…

ମଣ୍ଡପେ ମା’ ଦଶଭୁଜା: ଦୃଷ୍ଟି ଆକର୍ଷଣ କରୁଛି ତୋରଣ ସାଙ୍ଗକୁ ମେଢ ସଜା

ଭୁବନେଶ୍ବର: ମଣ୍ଡପେ ବିରାଜିତ ହୋଇଛନ୍ତି ମା ଦଶଭୂଜା । ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି। ମା’ଙ୍କର ଚକ୍ଷୁଦାନ ନୀତି ସମ୍ପର୍ଣ୍ଣ ହୋଇଛି । ମା’ ଆଖି ପଡିବା ମାତ୍ରେ ଧରାପୃଷ୍ଠରୁ ନାଶ ହୋଇଛି ସବୁ ପାପ । ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର ।…

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ଘୋଷଣା ହେଲା ଓଡିଶା ଦଳ

ଭୁବନେଶ୍ୱର: ଜାତୀୟ ଜୁନିୟର ମହିଳା ଚାମ୍ପିୟନଶିପ ପାଇଁ ମଙ୍ଗଳବାର ଓଡିଶା ହକି ଦଳର ଘୋଷଣା କରାଯାଇଛି । ହକି ଆସୋସିଏଶନ ଅଫ ଓଡିଶା ଦ୍ୱାରା ଘୋଷିତ ୧୮ ଜଣିଆ ଦଳର ନେତୃତ୍ୱ ସୁମି ମୁନ୍ଦରି ନେବେ । ତନୁଜା ଟପ୍ପୋ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ରାଂଚିର ମାରାଙ୍ଗ ଗୋମକେ ଜୈପାଲ ସିଂ…

ନସରଲ୍ଲା ପରେ କ’ଣ କରିବ ହିଜବୋଲ୍ଲା ?

ନୂଆଦିଲ୍ଲୀ: ଏନିମି ନମ୍ବର ୱାନ୍ ହସନ ନସରଲ୍ଲାକୁ ନିପାତ କଲା ପରେ ଶତ୍ରୁରାଷ୍ଟ୍ରଙ୍କୁ କଡା ସନ୍ଦେଶ ଦେଇଛି ଇସ୍ରାଏଲ୍ । ୩୦ ବର୍ଷରୁ ଅଧିକ ସମୟ ଧରି ହଜବୋଲ୍ଲା ମୁଖ୍ୟ ଭାବେ ହସନ ନସରଲ୍ଲା ଥିଲା ଇସ୍ରାଏଲର ସବୁଠାରୁ ବଡ ଶତ୍ରୁ । ନସରଲ୍ଲା ନେତୃତ୍ୱରେ ଇସ୍ରାଏଲକୁ ନାକେଦମ୍ କରି ରଖିଥିଲା…

ବଲିଉଡ ସମ୍ପର୍କରେ କଙ୍ଗନା ଯାହା କହୁଛନ୍ତି ତାହା ଠିକ: ଉର୍ବଶୀ

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଦିଗକୁ ସାହସର ସହ ସାମ୍ନା ଆଣିଥାନ୍ତି । ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ କଙ୍ଗନାଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କଙ୍ଗନା କିଛି ଭୁଲ କଥା କହୁ ନାହାନ୍ତି । ତାଙ୍କର ସାହସ ଅଛି ବୋଲି ସେ ଏ…

ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର, ଟ୍ରାକରୁ ଖୋଲିଦେଲେ ଫିସ୍ ପ୍ଲେଟ୍

ସୁରଟ: ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟରେ। କିମ ରେଳ ଷ୍ଟେସନ ନିକଟରେ ଯାଞ୍ଚ ବେଳେ ଟ୍ରାକରୁ ଫିସ୍ ପ୍ଲେଟ ଏବଂ ନଟ୍ ଗୁଡିକୁ ଉଦ୍ଧାର କରାଯାଇଛି। ଏନେଇ ପଶ୍ଚିମାଞ୍ଚଳ ରେଳବାଇର ଭଦୋଦରା ଡିଭିଜନ କହିଛି ଯେ କିଛି ଦୁବୁର୍ତ୍ତ ୟୁପି ଲାଇନରୁ…

ଏକ ଦେଶ ଏକ ନିର୍ବାଚନକୁ କ୍ୟାବିନେଟ ମଞ୍ଜୁରୀ, ଜାଣନ୍ତୁ ଏବେ କଣ ହେବ… 

ନୂଆଦିଲ୍ଲୀ: ଦେଶରେ ୱାନ ନେସନ ୱାନ ନିର୍ବାଚନକୁ ଆଜି କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ୱାନ ନେସନ ୱାନ ନିର୍ବାଚନ ପାଇଁ ଏକ କମିଟି ଗଠନ କରାଯାଇଥିଲା, ଯାହାର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମ ମନାଥ କୋବିନ୍ଦ ଥିଲେ। ତେବେ ଏହା ଲାଗୁ ହେବା ପାଇଁ ସମ୍ବିଧାନ ସଂଶୋଧନ ଏବଂ ରାଜ୍ୟ ଗୁଡିକର…

ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା…

କାଲି ପ୍ରବଳ ବର୍ଷିବ, ୧୭ରୁ ଥମିବ

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହା ରହିଛି । ପରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତିକରିବ ।  ଏହାର ପ୍ରଭାବରେ ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣର ଅନେକ…

ପ୍ରେସଭୁ ଆଇ ଡ୍ରପର ଲାଇସେନ୍ସ ବାତିଲ

ମୁମ୍ବାଇ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ବୁଧବାର ଦିନ ପ୍ରେସଭୁ ନାମକ ଏକ ଆଇ ଡ୍ରପର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଦେଇଛି। ଏହି ଆଖି ଡ୍ରପ୍ ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ…