୨୯ ବର୍ଷ ପରେ ୩୦% ହ୍ରାସ ପାଇଲା ଅଶୌଧିତ ତୈଳ ଦର..

ଟୋକିଓ: ସାଉଦି ଆରବ ରୁଷ ସହିତ ମୂଲ୍ୟ ଯୁଦ୍ଧ ଆରମ୍ଭ କରିବା ପରେ ଅଶୋଧିତ ତୈଳ ଦର ସୋମବାର ଦିନ ସର୍ବାଧିକ ହ୍ରାସ ପାଇଛି। ଏହାଛଡା ବଢୁଥିବା କରୋନାଭାଇରସ୍ ଯୋଗୁଁ ମଧ୍ୟ ତୈଳ ଦର ହ୍ରାସ ପାଇଛି । ୨୯ ବର୍ଷ ପରେ ତୈଳ...

୨୦୦ ଟଙ୍କାରେ ଏକ ମାସ ପାଇଁ ମିଳିବ ଆଣ୍ଡ୍ରଏଡ୍ ୪କେ ସେଟ୍-ଟପ୍ ବକ୍ସ ସହିତ ୧୦୦ଜିବି ଅତିରିକ୍ତ ଡାଟା

ସମ୍ପ୍ରତି ଟାଟା ସ୍କାଏ ଏହାର ସେଟ୍-ଟପ୍ ବକ୍ସର ମୂଲ୍ୟ ବୃଦ୍ଧି କରିଛି, ଯେଉଁଠାରୁ କମ୍ପାନୀର ଏସଡ଼ି ଏବଂ ଏଚଡ଼ି ସେଟ୍-ଟପ୍ ବକ୍ସଗୁଡିକ ବର୍ତ୍ତମାନ ୧,୪୯୯ ଟଙ୍କାରେ କିଣାଯାଇପାରିବ | ଏଥି ସହିତ, ବର୍ତ୍ତମାନ ଏସସିଟି କମ୍ପାନୀ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ...

୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଂଚଳରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନାଯୋଗ୍ୟ, ବୁଧବାର ଦିନ ସକାଳ ୮ଟା ୩୦ ପର୍ଯ୍ୟନ୍ତ...

ପାଣି ପିଇବାର ସଠିକ ସମୟ…!

ଭୁବନେଶ୍ୱର: କୁହାଯାଏ ଆମ ଶରୀର ଜଳରେ ତିଆରି । କାରଣ ଆମ ଶରୀରରେ ୭୦ ଭାଗ ଜଳ ରହିଛି । ଏଣୁ ଜଳ ବିନା ଜୀବନ ଅସମ୍ଭବ ବୋଲି କୁହାଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଖାଦ୍ୟ ନ ଖାଇ ବଞ୍ଚିପାରିବ...

ଘରର ଏହି କୋଣରେ ରଖନ୍ତୁ ମନି ପ୍ଲାଣ୍ଟ: ଭରିଯିବ ସୁଖଶାନ୍ତି !

‍‍ଭୁବନେଶ୍ୱର: ଘରର ବାସ୍ତୁଦୋଷ ଥିଲେ ଏହାର ସମାଧାନ ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରନ୍ତି। ବସ୍ତୁଦୋଷ କାଟିବା ପାଇଁ ଅନେକ ଜିନିଷ ଘରେ ଆଣି ରଖନ୍ତି । ତେବେ ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି...

ବିଚିତ୍ର ଦୁନିଆ ! ନିଜ ଦେଶର ଏହି ସହରକୁ ଯିବା ପାଇଁ ପାର ହେବାକୁ ପଡେ ଅନ୍ୟ ଏକ...

ଭୁବନେଶ୍ୱର: ପିଲାଦିନେ ଆମେ ପଢିଥିଲେ କେତେକ ରାଜ୍ୟ ବା ସହର ଏକାଠି ହେଲେ ହିଁ ଏକ ଦେଶ ତିଆରି ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ ସହର ସମ୍ପର୍କରେ ଯେଉଁଠିକି ଯିବା ପାଇଁ ଏହାର ନାଗରିକଙ୍କୁ ଅନ୍ୟ ଦେଶର...

ନୂଆବର୍ଷରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସି ସାରିଛି ନୂଆବର୍ଷ । ସବୁଆଡେ ଆନନ୍ଦ ଉତ୍ସବର ମାହୋଲ । ନାଚଗୀତ ମଉଜ ମଜଲିସ ସହ ସରାଦେଶ ପାଳନ କରୁଛି ନୂଆବର୍ଷ । Have a wonderful 2020! May this year be filled...

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକସ୍ତାନରେ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍ ଏୟାରର ଏକ ବିମାନ ଶୁକ୍ରବାର ଦିନ କାଜାକସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1210409191690526720?s=08 ସୂଚନା ଅନୁଯାୟୀ ବେକ୍ ଏୟାରର ଏହି ବିମାନଟି...

‘ହାପି ବାର୍ଥ ଡେ’ ଭାଇଜାନ ସଲମାନ; ୫୪ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ୍ ଆଜି ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର...

ବୁଲେଟରୁ ବାହାର କରୁଥିଲେ ବିକଟାଳ ଶବ୍ଦ; ପୋଲିସକୁ ଗଣିଲେ ୩୨ ହଜାର ତଣ୍ଡ !

ଜିନ୍ଦ: ଭାରି ପଡିଲା ବିକଟାଳ ଶବ୍ଦ ବାହାର କରି ବୁଲେଟ ଚଳାଇବା । ବୁଲେଟରୁ ବାଣ ପରି ଶବ୍ଦ ବାହାର କରି ୩୨ ହଜାର ଟଙ୍କା ଜୋରିମାନା ଗଣିଲେ ଯୁବକ । ଘଟଣାଟି ଘଟିଛି ହରିୟାଣାରେ । ମିଳିଥିବା ସୂଚନା ଅନୁସାରେ, ହରିୟାଣାର ନରଓ୍ଵାନାରେ...

ସାହିତ୍ୟ