Latest Odisha News

BREAKING NEWS

Browsing Category

Uncategorized

କାହିଁକି ମହିଳାଙ୍କୁ କ୍ଷମା ମାଗିଲେ କ୍ରିକେଟର ସଞ୍ଜୁ ସାମସନ… 

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ବାଜିମାତ୍ କରିଛି। ତେବେ ଚତୁର୍ଥ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ  ଶତକ ଯୋଗୁଁ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୫ ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା। ମ୍ୟାଚ୍…

ଉଗ୍ରବାଦୀଙ୍କ ଡରରେ ମଣିପୁର: ନଦୀ ପଠାରୁ ୩ କ୍ଷତବିକ୍ଷତ ଶବ ଉଦ୍ଧାର

ଇମ୍ଫାଲ: ଗତକାଲି ମଣିପୁର-ଆସାମ ସୀମା ନିକଟରେ ଏକ ଶିଶୁ ସମେତ ଦୁଇ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିବା ଘଟଣା ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ କିଛି ଦିନ ତଳେ ମଣିପୁରର ଜିରିବାମରୁ ୬ ଜଣଙ୍କୁ ଉଠାଇ ନେଇଥିଲେ ଉଗ୍ରବାଦୀ l ନିଖୋଜ ଥିବା ସେହି ୬ ଜଣଙ୍କ ମଧ୍ୟରୁ ଏହି…

ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ହୋଇନି ଅଗ୍ନିକାଣ୍ଡ: ପୂର୍ବତଟ ରେଳବାଇ

ଭୁବନେଶ୍ୱର: ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ହୋଇନି ଅଗ୍ନିକାଣ୍ଡ। ଏନେଇ ସ୍ପଷ୍ଟ କରିଛି ଇଷ୍ଟ କୋଷ୍ଟ ରେଲୱେ। ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଥିଲା। ଆଜି ୯ଟା ୨୩ମି.ରେ ଭଦ୍ରକରେ…

‘ମୁସଲମାନଙ୍କ ଅବସ୍ଥା ବିରିୟାନୀରେ ତେଜ ପତ୍ର ଭଳି’: ବ୍ରଜେଶ ପାଠକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରଦାବାଦରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସମାଜବାଦୀ ପାର୍ଟି (ସପା) କୁ କଡା ଟାର୍ଗେଟ କରିଛନ୍ତି। ସେ ମୁସଲମାନଙ୍କୁ ତେଜ ପତ୍ର ସହ ତୁଳନା କରିଛନ୍ତି। ସେ କହିଛନ୍ତି, ମୁସଲମାନଙ୍କ ଅବସ୍ଥା ବିରିୟାନୀରେ ଥିବା ତେଜପତ୍ର ଭଳି ହୋଇ ଯାଇଛି। ସବୁ ଦଳ ଏମାନଙ୍କୁ…

ପଶ୍ଚିମବଙ୍ଗ ଟ୍ୟାବ ସ୍କାମ: ୧୯୧୧ ଛାତ୍ରଙ୍କ ସହ ଧୋକା, ୧୧ ଗିରଫ

କୋଲକାତା : ପଶ୍ଚିମବଙ୍ଗରେ ଟ୍ୟାବ ସ୍କାମ। ୧୯୧୧ ଛାତ୍ରଛାତ୍ରୀଙ୍କ ସହ ଧୋକା। ପଥ ପଢାରେ ଉନ୍ନତି ପାଇଁ ପଶ୍ଚିମବଙ୍ଗ ସରକାର ମେଧାବୀ ଛାତ୍ରମାନଙ୍କୁ ୧୦୦୦୦ ଟଙ୍କା ଟ୍ୟାବ କିଣିବାକୁ ଦେଇଥିଲେ। ସେମାନଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଏହି ତାଙ୍କ ଯାଇଥିଲା। ସ୍କୁଲର ୟୁଜର ଆଇଡି ଓ ପାସୱାର୍ଡ ହ୍ୟାକ…

ରାଜ୍ୟସ୍ତରୀୟ କଳା ଉତ୍ସବ: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ

ଭୁବନେଶ୍ଵର: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ। ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୪  ୟୁନିଟ-୬  ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ…

ଜାଣନ୍ତୁ କେବେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଚଳିତ ନଭେମ୍ବର ୧୮ ଏବଂ ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ…

ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା

କଟକ: କଟକର ଐତିହାସିକ ବାଲିଯାତ୍ରାର ଶୁଭ ଉଦ୍ଘାଟନ ହୋଇଛି। ଏହି ଐତିହାସିକ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଛନ୍ତି। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର…

ଆମେରିକାର ପ୍ରତିରକ୍ଷା ସଚିବ ହେବେ ଜଣେ ଆଙ୍କର, ଜାଣନ୍ତୁ… 

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଆଉ ଏହି ଟିମରେ ପ୍ରତିରକ୍ଷା ସଚିବ ଭାବରେ ମନୋନୀତ ହୋଇଛନ୍ତି ପିଟର ବ୍ରାଏନ୍ ହେଗସେଥ। ଯିଏକି ଜଣେ ଟେଲିଭିଜନ ଆଙ୍କର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…