Latest Odisha News

BREAKING NEWS

Browsing Category

Uncategorized

ଇନଷ୍ଟାଗ୍ରାମ ରିଲ୍ସ ବନାଇବା ନେଇ ବର୍ଷିଲେ ରାମ ଗୋପାଳ, ଭିଡିଓ ପାଇଁ ପୋଷାକ…

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏବଂ କିଛି ଟିଭି କାର୍ଯ୍ୟକ୍ରମ ଯୋଗୁ ସମାଜରେ ଅଶ୍ଳୀଳତା ବଢୁଛି ବୋଲି ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ଦାବି କରିଛନ୍ତି। ଧୀରେ ଆମେ ଏପରି ଏକ ସ୍ଥିତିରେ ପହଞ୍ଚୁଛୁ ଯେଉଁଠି କିଛି ଟିଭି ଚ୍ୟାନେଲ ଏବଂ ସେମାନଙ୍କ…

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଉକ୍ତ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ ଦଶମ…

ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ। ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା। ପୂଜା ପଣ୍ଡା ସେବାୟତ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଡିଯାଇଥିଲେ ପ୍ରଧାନୀ ସେବାୟତ। ଏହାକୁ ନେଇ ସମ୍ପୃକ୍ତ ପ୍ରଧାନୀ ସେବାୟତଙ୍କୁ ବାହାରକୁ ବାହାର…

ଗୁମ୍ଫାରେ ଫଶିଥିଲେ ୪ ଶିଶୁ; ଉଦ୍ଧାରକାରୀ ଦଳଙ୍କୁ ସବୁଠି ପ୍ରଶଂସା, ଜାଣନ୍ତୁ କିଭଳି ଥିଲା ରେସ୍କ୍ୟୁ… 

ୱାୟନାଡ: କେରଳର ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେବି ୨୦୦ ଲୋକ ନିଖୋଜ ଅଛନ୍ତି। ମାଟି ତଳେ ଅନେକ ଜୀବନ ଫଶି ରହିଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ରାଡାର୍ ଡ୍ରୋନର ସହାୟତା ନେଉଛନ୍ତି…

ଅଗ୍ନିବୀର ଯୋଜନାକୁ ନେଇ ମୁହାଁମୁହିଁ ଅଖିଳେଶ ଓ ଅନୁରାଗ

ନୂଆଦିଲ୍ଲୀ: ଅଗ୍ନିବୀର ଯୋଜନାକୁ ନେଇ ମଙ୍ଗଳବାର ଦିନ ଲୋକସଭାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ମଧ୍ୟରେ ଅଖିଳେଶ ଯାଦବ କହିଥିଲେ  ସରକାରଙ୍କ ଅଗ୍ନିବୀର ଯୋଜନାକୁ…

ସ୍କୁଲ ବସକୁ ୧ ଲକ୍ଷ ୨୨ ହଜାର ଟଙ୍କାର ଜୋରିମାନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଏକ ବସକୁ ୧ ଲକ୍ଷ ୨୨ ହଜାର ଜୋରିମାନା ଲାଗିଛି। ଟାଉନ ଥାନା ଶଙ୍କରା ନିକଟ ଟାଉନ ହାଇସ୍କୁଲ ନିକଟରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଏହି ବସ୍‌ଟି ଧରାପଡିଛି। ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରାନ୍ସ, ଫିଟନେସ ନଥିବାରୁ…

ନନ୍ଦନକାନନରେ ବଢିଲା ଧଳା ବାଘ ସଂଖ୍ଯା

ଭୁବନେଶ୍ୱର: ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଭୁବନେଶ୍ୱର ଉପକଣ୍ଠସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥିଙ୍କ ଆଗମନ ହୋଇଛି। ପ୍ରାଣୀ ଉଦ୍ୟାନର ସୂଚନା ଅନୁଯାୟୀ, ଧଳା ବାଘୁଣୀ ମୌସୁମୀ ସୋମବାର ରାତି ୮.୫୧ରେ ତିନିଟି ଛୁଆଙ୍କୁ ଜନ୍ମ ଦେଇଛି। ସେମାନଙ୍କୁ ସିସିଟିଭି ନଜରରେ…

ମେଡାଲ୍ ହାତେଇବାରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ ବବୁତା

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ସୋମବାର ଦିନ ସୁଟିଂରେ ଭାରତର ପଦକ ପାଇବା ଆଶା ମଉଳି ଯାଇଛି। ଭାରତର ଅର୍ଜୁନ ବବୁତା ପୁରୁଷ ୧୦ମିଟର ଏୟାର ରାଇଫଲରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଅର୍ଜୁନ କ୍ରମାଗତ ଭାବରେ ଟପ୍ -୩ ରେ ରହିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ନିଜର ଲକ୍ଷ୍ଯ…

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ଭାରତୀୟ ଖେଳାଳିଙ୍କ ଡିଜାଇନର ପୋଷାକକୁ ନାପସନ୍ଦ କଲେ ଜନତା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଧୁମଧାମରେ ଆରମ୍ଭ ହୋଇଛି। ଗୋଟିଏ ପଟେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଭାରତୀୟ ଖେଳାଳିଙ୍କୁ ଦେଖି ଗର୍ବ ଅନୁଭବ କରୁଥିବା ବେଳେ ଅନ୍ୟ ପଟେ ଭାରତୀୟ ଖେଳାଳିଙ୍କ ପୋଷାକକୁ ସମାଲୋଚନା କରାଯାଉଛି। ଉଦଘାଟନୀ ସମାରୋହରେ ୭୮ଜଣ ଆଥଲେଟ୍ ଏବଂ…

୧୦୦ ବର୍ଷ ପରେ ସିଟି ଅଫ୍ ଲଭରେ ଅଲିମ୍ପିକ୍ସ

ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆଜି ଉଦଘାଟନ ହେବାକୁ ଯାଉଛି । ତୃତୀୟ ଥର ପାଇଁ ସିଟି ଅଫ୍ ଲଭ୍ ଆୟୋଜିତ କରୁଛି ଗ୍ରୀଷ୍ମକାଳିନ ଅଲିମ୍ପିକ କ୍ରୀଡା । ୧୯୦୦ ମସିହାରେ ଅଲିମ୍ପିକ୍ସର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିଥିଲା ପ୍ୟାରିସ ।…