Latest Odisha News

BREAKING NEWS

Browsing Category

Uncategorized

କାରକୁ ପିଟିଦେଲା କାର୍: ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ

ରେଢ଼ାଖୋଲ: ତହସିଲଦାରଙ୍କ କାରକୁ ପିଟି ଦେଲା ଆଉ ଏକ କାର। ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ। ରେଢ଼ାଖୋଲ ନାକଟିଦେଉଳ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଯିବା ବାଟରେ ତାଙ୍କ କାର କୁ ଅନ୍ୟ ଏକ କାର ଦେହୁରୀ ସାହି ଛକ ନିକଟରେ ଧକ୍କା ଦେଇଥିବାରୁ ତାଙ୍କ…

ତେଜିଲା ରେଭେନ୍ସା ରାଜନୀତି: ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଲା ବିଜେପି

ଭୁବନେଶ୍ଵର: ତେଜିବାରେ ଲାଗିଲାଣି ରେଭେନ୍ସା ରାଜନୀତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ରାଜନୀତି ଜୋର ଧରିବାରେ ଲାଗିଛି । ଶାସକ-ବିରୋଧି ଟଣାଟଣି ହେବାରେ ଲାଗିଲେଣି । ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେଡିକୁ…

ଖାଉଟିଙ୍କ ମୁଣ୍ଡରେ ଚଡ଼କ: ବଢିଲା କମର୍ସିଆଲ ଗ୍ୟାସ୍ ଦର

ଭୁବନେଶ୍ଵର: ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର। କମର୍ସିଆଲ ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି ପାଇଛି। ତେଲ ବ୍ୟବସାୟ କମ୍ପାନୀଗୁଡ଼ିକ ରବିବାର ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ବୃଦ୍ଧି ହେବା ପରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର…

ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ

ପଟ୍ଟାମୁଣ୍ଡାଇ: ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ। ୧୧ ବର୍ଷୀୟା ଝିଅ ସହ ୯ ବର୍ଷ ବାଳକର ମୃତ୍ୟୁ ହୋଇଥିବା ସୂଚନା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ…

ଇଡିର ନୂଆ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ

ନୂଆଦିଲ୍ଲୀ: ୧୯୯୩ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ରାହୁଲ ନବୀନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆଇଆରଏସ୍‌ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ…

ଭାଇରାଲ୍ ହେଉଛି ୭ମ ଶ୍ରେଣୀ ଛାତ୍ରର ଛୁଟି ଆବେଦନ; ହସିହସି ବେଦମ ହୋଇଯିବେ

ନୂଆଦିଲ୍ଲୀ: ଅନେକ ଥର ପିଲାମାନେ ଜାଣିଶୁଣି କିମ୍ବା ଅଜାଣତରେ ଏପରି ମଜାଦାର କାର୍ଯ୍ୟ କରନ୍ତି ଯାହାକୁ ଦେଖିଲେ ଆମ ଦିନ ଖୁସିରେ ଭରିଯାଏ। ଏଭଳି କିଛି ମଜାଦାର କାମ କରିଛନ୍ତି ଜଣେ ସପ୍ତମ ଶ୍ରେଣୀର ଛାତ୍ର। ଛୁଟି ପାଇଁ ଏପରି ଏକ ଆବେଦନ ଲେଖିଛନ୍ତି ଯେ ଯାହାକୁ ଦେଖିଲେ ଆପଣ ହସିହସି ବେଦମ…

ଅଯୋଧ୍ୟାର ଶୋଭା ବଢ଼ାଉଥିବା ଆଲୋକମାଳା ଚୋରି କରି ନେଲେ

ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟାର ଶୋଭା ବଢ଼ାଉ ଥିବା ଆଲୋକ। ଚୋରି ହୋଇଥିବା ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟର ଦାମ ୫୦ ଲକ୍ଷ ଟଙ୍କା ହେବ। ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସରକାରଙ୍କ ଉପରେ ବର୍ଷିବା ସହ ବୁଧବାର କହିଛନ୍ତି ଯେ ଅଯୋଧ୍ୟାରେ ଆଇନ ଶୃଙ୍ଖଳା…

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’, ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର: ମାଦକ ଦ୍ରବ୍ୟରେ ସାମିଲ୍ ହେଲା 'ଭାଙ୍ଗ' ଗଞ୍ଜେଇ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳ ବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି।…

ବିଶ୍ୱର ଗରିବ ତାଲିକାରେ ଭାରତର ନମ୍ବର କେତେ ଜାଣନ୍ତୁ ?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଗରିବ ଦେଶ ଭାବରେ କେଉଁ ଦେଶ ସର୍ବ ପ୍ରଥମ ଏବଂ ଏହି ତାଲିକାରେ ଭାରତର ସଂଖ୍ୟା କେଉଁ ସ୍ଥାନରେ ରହିଛି ? ଦୁନିଆର ଅନେକ ଲୋକଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ମିଳିବା ଅତ୍ୟନ୍ତ କଷ୍ଟକର, ଏହାର ମୁଖ୍ୟ କାରଣ ହେଉଛି ଦାରିଦ୍ର୍ୟ। ଦୁନିଆର…

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପୂର୍ବତନ ସରକାରରେ 5T ଚେୟାରମ୍ୟାନ୍ ଥିବା ଭି.କେ ପାଣ୍ଡିଆନ ହେଲିକପ୍ଟରରେ ରାଜ୍ୟ ଭ୍ରମଣରେ କରିଥିବା ଖର୍ଚ୍ଚ ଉପରେ ତଦନ୍ତ ଆରମ୍ଭ ହେବ। ଏହି ସୂଚନା ଦେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…