Latest Odisha News

BREAKING NEWS

Browsing Category

Uncategorized

ଗୁଜରାଟରେ ବିଜେପିକୁ ୧୫୬, ହିମାଚଳରେ କଂଗ୍ରେସକୁ ୪୦

ଅହମ୍ମଦାବାଦ: ଗୁଜରାଟରେ ବିଜେପିକୁ ବଡ ସଫଳତା । ୧୫୬ ସିଟରେ ଜିତିଲା ବିଜେପି  । ରାଜ୍ୟରେ   ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି ।   ଅନ୍ୟପକ୍ଷେ କଂଗ୍ରେସ ଏଠାରେ ନିଜର ସତ୍ତା ହରାଇଛି । ମାତ୍ର ୧୭ ସିଟ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ଗୁଜରାଟରେ  ଆପକୁ ମିିଳିଛି ବଡ ସଫଳତା । …

ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ବିଜେଡ଼ି ସମ୍ପାଦକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର…

ଜାଗା ମିଶନ୍‌ରେ ଚିହ୍ନଟ ହେବେ ବସ୍ତି ବାସିନ୍ଦା;ଆରମ୍ଭ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର:ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗତ ୧୦ ତାରିଖରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ଶେଷ ହୋଇଯାଇଛି। ସୋମବାର ଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଡ୍ରୋନ୍‌…

ବସକୁ ଅପେକ୍ଷା କରିଥିଲେ ଯାତ୍ରୀ, ଦଳିଦେଲା ଟ୍ରକ

ଭୋପାଳ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଘଟିଛି ଭୟାବହ ଦୁର୍ଘଟଣା । ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ଟ୍ରକ୍‌।  ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ।  ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ଟ୍ରକଟି ଦ୍ରୁତ…

ଥାନାରେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼; ଆଇଆଇସିଙ୍କ ବଦଳି

ବ୍ରହ୍ମପୁର: ଥାନା ଭିତରେ ଜଣେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣାରେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରୀଙ୍କ ବଦଳି ହୋଇଯାଇଛି। ତାଙ୍କୁ ବ୍ରହ୍ମପର ପୋଲିସ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାରାଇନ୍‌‌ ଥାନା ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଆଇଆଇସି…

ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ

କଟକ: ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ଗାର୍ଡ ଅଫ୍ ଅନର ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସୂଚନା ଦେଇଥିଲେ । କଟକ ଗୋରାକବରସ୍ଥିତ ଚର୍ଚ୍ଚରେ ତାଙ୍କର ଅନ୍ତିମ ସଂସ୍କାର ହେବ । କଟକସ୍ଥିତ…

ପଦ୍ମପୁର ପାଇଁ ପ୍ରଚାରର ଶେଷ ଦିନରେ କମ୍ପିବ ମୈଦାନ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ତେଣୁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ପ୍ରତ୍ୟେକ ଦଳ ଶେଷ ପ୍ରୟାସ କରିବେ । ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶେଷ ଉଦ୍ୟମ କରିବେ ଦଳ । ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଦୋକାନରୁ ୪୭୫ ଗ୍ରାମ ସୁନା ଚୋରାଇ ଆକାଉଣ୍ଟାଣ୍ଟ, ସେଲ୍‌ସମ୍ୟାନ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ବଡବଜାର ଥାନା ଅନ୍ତର୍ଗତ ବଡବଜାର ମୁଖ୍ୟଛକରେ ଥିବା ଏକ ସୁନା ଦୋକାନରୁ ଚୋରୀ କରିଥିବା ଅଭିଯୋଗରେ ପୁଲିସ୍‍ ସୁନା ଦୋକାନରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଓ ସେଲ୍ସମ୍ୟାନ୍‍କୁ ଗିରଫକରିଥିବା ନେଇ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି।…

ବଳାତ୍କାରୀଙ୍କୁ ମୁକ୍ତ କରିବା ଘଟଣାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କଲେ ବିଲକିସ ବାନୋ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଲକିସ ବାନୋ ମାମଲା । ଗୁଜରାଟ ଦଙ୍ଗାବେଳେ ଗ୍ୟାଙ୍ଗ ରେପ ସହ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ୧୧ ଜଣ ଲୋକଙ୍କୁ କୋର୍ଟ ଖଲାସ କରିବା ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା । ଅପରାଧୀଙ୍କୁ ମୁକ୍ତ କରାଯିବା…