Latest Odisha News
Browsing Category

Uncategorized

ମୋବାଇଲ କଭରରେ ରଖୁଛନ୍ତି ଟଙ୍କା ? ତେବେ ପଢ଼ନ୍ତୁ ଏହି ଖବର, ଜୀବନ ଯାଇପାରେ…

ନୂଆଦିଲ୍ଲୀ: ଆଜିର ଯୁଗରେ ସମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଛି। କଲ୍, ମେସେଜ୍, ଇଣ୍ଟରନେଟ୍, ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ସବୁ କାମ ଆମେ ମୋବାଇଲ ମାଧ୍ୟମରେ କରୁଛୁ। କିନ୍ତୁ ଅନେକ ଲୋକ ଏକ ଭୁଲ କରୁଛନ୍ତି, ଯାହା ଜୀବନଘାତୀ ହୋଇପାରେ—ମୋବାଇଲ କଭରରେ…

ପୂରା କମିଯିବ AC ଓ TV ଦାମ ! ଖୁବ ଶୀଘ୍ର ସରକାର କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ : ଭାରତର ଘରୋଇ ଇଲେକ୍ଟ୍ରୋନିକ୍ସ ବଜାରରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି। ଏୟାର କଣ୍ଡିସନର (AC) ଓ ସ୍ମାର୍ଟ ଟିଭି ଭଳି ଉପକରଣଗୁଡ଼ିକ ଉପରେ GST (ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାର ପ୍ରସ୍ତାବକୁ ଅନେକ କମ୍ପାନୀ ସ୍ୱାଗତ…

ହଠାତ୍ ଡାଉନ୍ ହୋଇଗଲା Airtel ! କାମକରୁନି ନେଟୱାର୍କ, କମ୍ପାନି କହିଲା…

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍‌ର ଗ୍ରାହକମାନେ ସୋମବାର ହଠାତ୍ ନେଟୱାର୍କ ଓ ଇଣ୍ଟରନେଟ୍ ସମସ୍ୟାରେ ଫସିଛନ୍ତି। ଦେଶର ଅନେକ ଅଞ୍ଚଳରେ ଏୟାରଟେଲ୍ ଉପଭୋକ୍ତାମାନେ ଭଏସ୍ କଲ୍, ମୋବାଇଲ୍ ଇଣ୍ଟରନେଟ୍ ଓ ସିଗନାଲ ଅଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି…

‘ଭାରତ ମର୍ସିଡିଜ୍, ପାକିସ୍ତାନ ବାଲି ଭର୍ତ୍ତି ଟ୍ରକ’ : ମୁନୀରଙ୍କ ବୟାନ ପରେ ପାକ୍‌ରେ ତୀବ୍ର ବିରୋଧ

ଭୁବନେଶ୍ୱର: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀରଙ୍କ ଅଜବ ବୟାନ ।  ନିକଟରେ ଆମେରିକା ଗସ୍ତରେ ଥିବା ସମୟରେ ଫ୍ଲୋରିଡାର ତାମ୍ପାଠାରେ ପାକିସ୍ତାନୀ ସମୁଦାୟଙ୍କୁ ସମ୍ବୋଧନ କରି ଭାରତ-ପାକିସ୍ତାନ ବିବାଦକୁ ନେଇ ଏକ ଅଜବ ତୁଳନା କରିଛନ୍ତି। ସେ କହିଛନ୍ତି, “ଭାରତ ହେଉଛି…

ଭାରତୀୟ ମିସାଇଲକୁ ଦେଖି ଲୁଚିଗଲା ପାକିସ୍ତାନ ନୌସେନା, କେଉଁଠି ଲୁଚିଥିଲା ଯୁଦ୍ଧଜାହାଜ ? ସାଟେଲାଇଟରେ ସାଂଘାତିକ…

ଭୁବନେଶ୍ୱର: ଭାରତୀୟ ସେନା ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ୯ଟି ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରିଥିଲା। ଏହି ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହାକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଇଣ୍ଡିଆ ଟୁଡେ’ର ଏକ ରିପୋର୍ଟ ଅନୁସାରେ,…

ପତି-ପତ୍ନୀ କରାଇଲେ DNA ଟେଷ୍ଟ, ରିପୋର୍ଟରୁ ଜଣାପଡ଼ିଲା ଦୁଇ ଜଣ ମା’-ପୁଅ, ଏହାପଛର ଭୟଙ୍କର ସତ

ନୂଆଦିଲ୍ଲୀ : ଜୀବନ କେତେବେଳେ ଏଭଳି ମୋଡ଼ ଆଣିଥାଏ, ଯେଉଁଠି ସମ୍ପର୍କର ମୂଳଦୁଆ ହଲିଯାଇଥାଏ। ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ଆମକୁ ସମ୍ପର୍କରେ ଥିବା ଗଭୀର ବିଡମ୍ବନା ଓ ଦୁଃଖ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଛି। ଜଣେ ମହିଳା ଅଜାଣତରେ ତାଙ୍କ ନିଜ ଜନ୍ମ ଦେଇଥିବା ପୁଅ ସହ…

PUBG ଲୋଭର୍ସଙ୍କୁ ଝଟକା ! ଏବେ ଏଥିରେ ଖେଳିପାରିବେନି ଗେମ୍, ଏହି ଦିନ ବନ୍ଦ ହୋଇଯିବ…

ଭୁବନେଶ୍ୱର: PUBG: Battlegrounds ର ଡେଭେଲପର ଟିମ୍ ଘୋଷଣା କରିଛି ଯେ ଏହି ଗେମ୍ ଏବେ ପ୍ଲେଷ୍ଟେସନ ୪ (PS4) ଓ ଏକ୍ସବକ୍ସ ୱାନ (Xbox One) ରେ ଉପଲବ୍ଧ ହେବ ନାହିଁ। ଏହି ବର୍ଷ ନଭେମ୍ବର ୧୩, ୨୦୨୫ରୁ ଗେମଟି କେବଳ ନୂଆ ପିଢ଼ିର କନସୋଲ ପ୍ଲେଷ୍ଟେସନ ୫ (PS5) ଓ ଏକ୍ସବକ୍ସ ସିରିଜ ଏକ୍ସ/ଏସ…

ଝିଅର ଦାନ୍ତ X-ray କରାଇବା ପାଇଁ ନେଇଯାଇଥିଲେ ମା’, ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଡାକ୍ତର

ଭୁବନେଶ୍ୱର: ଛୋଟ ପିଲାମାନେ ଅନେକ ସମୟରେ ମାଆବାପାଙ୍କଠାରୁ ଲୁଚିଛପି ଏଭଳି ଦୁଷ୍ଟାମି କରିଥାନ୍ତି, ଯାହା ମାଆବାପାଙ୍କୁ ଚିନ୍ତାରେ ପକାଇ ଦିଏ। କେତେବେଳେ ଏହି ଦୁଷ୍ଟାମି ଲୁଚି ରହେ, ଆଉ କେତେବେଳେ ଏଭଳି ଭାବେ ସାମ୍ନାକୁ ଆସେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏଭଳି ଏକ ଘଟଣା ଘଟିଛି…

ସସ୍ତା ଫ୍ଲାଇଟ ଟିକେଟ ଟାହୁଁଛନ୍ତି ତ ବୁକିଂ ପୂର୍ବରୁ ON କରିଦିଅନ୍ତୁ ଏହି ଗୁଗୁଲ ସେଟିଂ, ମିଳିବ ଚମତ୍କାର ଅଫର

ଭୁବନେଶ୍ୱର: ଯଦି ଆପଣ ଅନଲାଇନରେ ସସ୍ତା ଫ୍ଲାଇଟ ଟିକେଟ ଖୋଜିବା ପାଇଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି, ତେବେ ଏବେ ଆପଣଙ୍କ ପାଇଁ ଖୁସିର ଖବର। ଗୁଗଲ ଏକ ନୂଆ AI-ଚାଳିତ ଟୁଲ ‘ଫ୍ଲାଇଟ ଡିଲ୍ସ’ ଉପସ୍ଥାପନ କରିଛି, ଯାହା ଆପଣଙ୍କ ଯାତ୍ରା ଯୋଜନାକୁ ସହଜ ଓ ସସ୍ତା କରିବା ପାଇଁ ବିଶେଷ ଭାବେ…

୫ ବର୍ଷ ମଧ୍ୟରେ ଖତମ ହୋଇଯିବ ଏହି ତିନି ଭୟାନକ ରୋଗ, ବଦଳିଯିବ କୋଟି କୋଟି ଲୋକଙ୍କ ଜୀବନ

ଭୁବନେଶ୍ୱର: ଆମର ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି। କିନ୍ତୁ ବିଶ୍ୱରେ କିଛି ଏଭଳି ରୋଗ ରହିଛି, ଯାହା ବର୍ଷ ବର୍ଷ ଧରି ମଣିଷକୁ ଭୟ ଓ ଯନ୍ତ୍ରଣା ମଧ୍ୟରେ ରଖିଛି। କ୍ୟାନସର, ଅନ୍ଧତ୍ୱ ଓ ପକ୍ଷାଘାତ ଭଳି ଗମ୍ଭୀର ରୋଗଗୁଡ଼ିକ କେବଳ ଶରୀରକୁ ଦୁର୍ବଳ କରେ ନାହିଁ, ବରଂ ପରିବାର ଓ ସମାଜ ଉପରେ…