Latest Odisha News

BREAKING NEWS

Browsing Category

Uncategorized

ଓକିଲ ବେଶରେ ମମତା ବାନାର୍ଜୀ: ନିଜ ପକ୍ଷ ରଖିବାକୁ କଲିକତା ହାଇକୋର୍ଟରେ ପହଞ୍ଚିଲେ ଦିଦି

​କୋଲକାତା: କଲିକତା ହାଇକୋର୍ଟରେ ଆଜି ଏକ ଅଭାବନୀୟ ତଥା ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଓକିଲଙ୍କ ପୋଷାକ (Lawyer's Robe) ପିନ୍ଧି ହାଇକୋର୍ଟରେ ହାଜର ହୋଇଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସା (Post-poll violence)…

ଉତ୍ତର ଭାରତରେ କାଳବୈଶାଖୀ ତାଣ୍ଡବ, ୯୪ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ବୁଧବାର ଦିନ ପ୍ରବଳ ଝଡ଼ ଏବଂ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ପବନରେ ଅନେକ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି ଯାହା ଫଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଝଡ଼ ଏବଂ ବର୍ଷା ଯୋଗୁଁ…

ମହଙ୍ଗା ହେଲା ଓମଫେଡ୍ କ୍ଷୀର: ଲିଟର ପିଛା ୪ ଟଙ୍କା ବଢ଼ିଲା ଦାମ୍, ଜାଣନ୍ତୁ ନୂଆ ଦର କେତେ?

ଭୁବନେଶ୍ୱର: ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖବର। ଓଡ଼ିଶାରେ ପୁଣି ମହଙ୍ଗା ହେଲା ଖୀର। ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ବା ଓମଫେଡ୍ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରକାରର କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ିଛି। ଏହି ନୂଆ…

ମେ ମାସ ସୁଦ୍ଧା ଆରମ୍ଭ ହେବ “ସ୍ୱୟଂଚାଳିତ ଅପିଲ” ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଅଧିକାର ଆଇନକୁ ସୁଦୃଢ କରିବା ଏବଂ ସରକାରୀ ସେବାଗୁଡ଼ିକୁ ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ ମେ ୨୦୨୬ ସୁଦ୍ଧା “ସ୍ୱୟଂଚାଳିତ ଅପିଲ ପ୍ରଣାଳୀ” କାର୍ଯ୍ୟକାରୀ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ଓଡ଼ିଶା ଲୋକସେବା ଅଧିକାର ଆଇନ ସମ୍ବନ୍ଧୀୟ ୩୨ଟି…

ଇତିହାସର ସେହି ଭୁଲ୍: ଯେତେବେଳେ ଜାନକୀଙ୍କ ସତର୍କବାଣୀକୁ ହେୟଜ୍ଞାନ କରିଥିଲେ ବିଜୟ

ଭୁବନେଶ୍ୱର: ୩୦ ବର୍ଷ ତଳର ଗୁମର ଫିଟାଇଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଓଡ଼ିଶା ରାଜନୀତିରେ ଦୀର୍ଘ ତିନି ଦଶନ୍ଧି ଧରି ଚାପି ହୋଇ ରହିଥିବା ଏକ ବଡ଼ ଗୁମର ଏବେ ସାମ୍ନାକୁ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ…

ବିଜେଡିର କଳା ପୋଷାକ ପିନ୍ଧି ପ୍ରତିବାଦକୁ ନିନ୍ଦା କଲା ବିଜେପି

ଭୁବନେଶ୍ୱର: ବିଜେଡିର କଳା ପୋଷାକ ପିନ୍ଧି ପ୍ରତିବାଦକୁ ନିନ୍ଦା କଲା ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ବିଜେଡି ଚାହୁଁଛି ପୁଣି ଥରେ କଳା ସାମ୍ରାଜ୍ୟ ଚଲାଇବେ। ତେଣୁ ବିରୋଧୀ କୋକେଇ ଶୋଭାଯାତ୍ରା, କଳା ପୋଷାକ ପିନ୍ଧି ପ୍ରତିବାଦ କରିବେ ହେଲେ ବିଧାନସଭାରେ ଆଲୋଚନା…

ମାଆ କାଳରାତ୍ରୀଙ୍କ ନିକଟରେ ଦେଶର ସୁଖ ସମୃଦ୍ଧି କାମନା କଲେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୈତ୍ର ନବରାତ୍ରି ଅବସରରେ ମା କାଳରାତ୍ରୀଙ୍କ ପୂଜା-ଅର୍ଚ୍ଚନା କରି ଦେଶବାସୀଙ୍କ ସୁଖ-ସମୃଦ୍ଧି ପାଇଁ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ସଂସ୍କୃତ ଶ୍ଲୋକ ସେୟାର କରି ମା କାଳରାତ୍ରୀଙ୍କ ମହିମା ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି…

ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ବୁନ୍ଦାଏ ବି ପାଣି ନଷ୍ଟ କରନ୍ତୁ ନାହିଁ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଆଜି ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।…

Former MLA, family Ostracised : ଅଲଗା ଜାତିରେ ବିବାହ; ପୂର୍ବତନ ବିଧାୟକଙ୍କ ପରିବାରକୁ ବାସନ୍ଦ 

ନବରଙ୍ଗପୁର: ଆନ୍ତଃଜାତି ବିବାହ ପାଇଁ ପୂର୍ବତନ ବିଧାୟକ ଏବଂ ପରିବାରକୁ ବାସନ୍ଦ। ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଏବଂ ତାଙ୍କ ପରିବାର, ତାଙ୍କ ଝିଅ ପାଇଁ ଆନ୍ତଃଜାତି ବିବାହ ଠିକ୍ କରିଥିବା ବେଳେ ସାମାଜିକ ପରମ୍ପରା ଉଲ୍ଲଂଘନ କରିଥିବା ଅଭିଯୋଗ କରି ଜିଲ୍ଲା ଭତ୍ରା…