Latest Odisha News

BREAKING NEWS

ବିଜେଡ଼ିର ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଜେଡ଼ିର ୭ଟି ବିଧାନସଭା ପ୍ରାର୍ଥୀ ତାଲିକା

୧ – ଭୁବନେଶ୍ୱର ମଧ୍ୟ – ଅନନ୍ତ ନାରାୟଣ ଜେନା
୨ – ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର ରାଉତ
୩ – ଖଣ୍ଡପଡ଼ା – ସୌମ୍ୟ ରଞ୍ଜନ ପଟ୍ଟନାୟକ
୪ – ଯାଜପୁର – ପ୍ରଣବ ପ୍ରକାଶ ଦାସ
୫ – ପାଲଲହଡ଼ା – ମୁକେଶ ପାଲ
୬ – କୋରେଇ – ଅଶୋକ ବଳ
୭ – ଆଠମଲ୍ଲିକ – ରମେଶ ସାଏ

ବିଜେଡ଼ିର ୨ଟି ଲୋକସଭା ପ୍ରାର୍ଥୀ ତାଲିକା
୧ – ଢେଙ୍କାନାଳ
୨ – କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ

Leave A Reply

Your email address will not be published.