Latest Odisha News

BREAKING NEWS

ସହରାଞ୍ଚଳ ଉନ୍ନତି ପାଇଁ ୫୦୦ କୋଟି

ଭୁବନେଶ୍ବର : ସହରାଞ୍ଚଳର ହେବ ଉନ୍ନତିକରଣ । ଏନେଇ ୫ଶହ କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାଘାଟରୁ ନେଇ ନର୍ଦ୍ଦମା, ଫୁଟପାଥର ମରାମତି ପାଇଁ ଏହି ଅର୍ଥ ମଞ୍ଜୁର ହୋଇଛି । ଏହି କାର‌୍ୟ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.