ଭୁବନେଶ୍ୱର : ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ପାଇଁ ସୁଖ, ଶାନ୍ତିର ବର୍ଷ ହେଉ । ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ । ଏହା ହିଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ କରି ସମସ୍ତଙ୍କୁ ନୂଆବର୍ଷର ଅଭିନନ୍ଦର ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏନେଇ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ।
BREAKING NEWS
- New Governor of Odisha:ବଦଳିଲେ ଓଡ଼ିଶା ରାଜ୍ୟପାଳ;କମ୍ଭମପତିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ…
- କାହିଁକି ସାଉଦି ଆରବ ବିମାନ ବନ୍ଦରକୁ ଟାର୍ଗେଟ କରୁଛି ହୁତି ବିଦ୍ରୋହୀ ?
- ଧୋନୀ ଯାହା କରିବାକୁ ୩୩୧ ମ୍ୟାଚ୍ ଲଗାଇଥିଲେ, ତାହା ଶ୍ରେୟାଶ ମାତ୍ର ୧୩୩ ମ୍ୟାଚ୍ରେ କରିଦେଲେ
- Trains Cancelled: ୧୩ରୁ ୨୨ ଯାଏ ଏହି ଏକ୍ସପ୍ରେସ୍ ଓ ପ୍ୟାସେଞ୍ଜର ଟ୍ରେନ ହେଲା ବାତିଲ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରୁ ବାଦ ପଡ଼ିଲେ ଋଷଭ ପନ୍ତ
- Election Cancelled:ଏହି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା
- ଜମ୍ମୁ-କାଶ୍ମୀର: LOC ପାର ହେବାକୁ ଯୋଜନା କରୁଥିବା ବେଳେ ଲସ୍କରର ୪ ଆତଙ୍କି ନିହତ
- INS Mangrol: ଶତ୍ରୁ ପକ୍ଷର ସବମେରାଇନ୍କୁ ପାଇଁ କାଳ ସାଜିବ INS ମାଙ୍ଗରୋଲ୍
- ରଣଜୀ ଟ୍ରଫି: ଗୌରବଙ୍କ କ୍ୟାରିୟରର ଶ୍ରେଷ୍ଠ ୧୩୭ ରନ୍ ସତ୍ତ୍ୱେ ଗୁଜରାଟ ବିପକ୍ଷରେ ପଛରେ ପଡ଼ିଗଲା ଓଡ଼ିଶା
- ରଣଜୀ ଟ୍ରଫି: ଜେଲରୁ ମୁକ୍ତ ହେବା ପରେ ପୋରେଲଙ୍କ ଶତକ, କାନ୍ଦିଲେ ପିଚ୍ ମଝିରେ


Comments are closed.