Latest Odisha News

BREAKING NEWS

ପ୍ରଦୂଷଣର ମୁକାବିଲା ପାଇଁ ଘରୁ କାମ କରିବାକୁ ପରାମର୍ଶ ଦେଲେ ଏସ୍‌ସି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି। କର୍ମଚାରୀମାନେ ଘରୁ କାମ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଏନସିଆର ଅଞ୍ଚଳର ରାଜ୍ୟମାନଙ୍କୁ କହିଛନ୍ତି।

ନଭେମ୍ବର ପ୍ରଥମ ସପ୍ତାହରୁ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଦ୍‌ବେଗଜନକ ସ୍ତରରେ ବୃଦ୍ଧି ପାଇଛି ଏବଂ ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ସ୍ତରରେ ପହଞ୍ଚିଛି।

ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

Leave A Reply

Your email address will not be published.