Latest Odisha News

BREAKING NEWS

କୋଭିଡ ସ୍ଥିତିରେ ସୁଧାର, ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜଧାନୀରେ ସମସ୍ତ କୋଭିଡ କେୟର ସେଣ୍ଟର ବନ୍ଦ ହେବ । କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହା ସୂଚନା ଦିଆଯାଇଛି ।

ହାଇଟେକ୍ ଓ କିମସ୍ ମେଡ଼ିକାଲକୁ କ୍ଲୋଜର ନୋଟିସ ଦେଇଛି ବିଏମସି । ସମ୍ ହସ୍ପିଟାଲ ଓ ଅଶ୍ୱିନୀ ହସ୍ପିଟାଲରେ ଶଯ୍ୟା ସଂଖ୍ୟା କମ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ।

Comments are closed, but trackbacks and pingbacks are open.