Latest Odisha News

BREAKING NEWS

କ୍ରିକେଟ ବିଶ୍ୱକପ: ବିସିସିଆଇ ଦ୍ୱାରା ୧୫ ଜଣିଆ ଟିମ୍ ଘୋଷିତ

ମୁମ୍ବାଇ: ଆଗାମୀ ମେ ୩୦ ତାରିଖରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ କ୍ରିକେଟ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ସୋମବାର ଦିନ ଏକ ୧୫ ଜଣିଆ ଦଳ ଘୋଷଣା କରିଛି ।ମୁମ୍ବାଇ: ଆଗାମୀ ମେ ୩୦ ତାରିଖରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ କ୍ରିକେଟ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ସୋମବାର ଦିନ ଏକ ୧୫ ଜଣିଆ ଦଳ ଘୋଷଣା କରିଛି ।

ଯେଉଁ ୧୫ ଜଣ ଖେଳାଳିଙ୍କ ନାମ ଆଜି ଘୋଷଣା କରାଯାଇଛି, ସେମାନେ ହେଲେ –
ବିରାଟ କୋହଲୀ (ଅଧିନାୟକ), ମହେନ୍ଦ୍ର ସିଂ ଧୋନୀ (ୱିକେଟ ରକ୍ଷକ), ରୋହିତ ଶର୍ମା (ଉପ – ଅଧିନାୟକ), ଶିଖର ଧାୱନ, ମହମ୍ମଦ ସାମି, କେଦାର ଯାଦବ, ଜଶପ୍ରିତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମା, କେ ଏଲ ରାହୁଲ, ଋଷଭ ପନ୍ଥ. ବିଜୟ ଶଙ୍କର, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡ଼େଜା ଏବଂ ଅମ୍ବାତୀ ରାୟଡୁ ।

Leave A Reply

Your email address will not be published.