କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ୧୨୧୨୦୧ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଭର୍ତ୍ତୃହରି ମହତାବ ସମୁଦାୟ ୫୨୪୫୯୨ ଭୋଟ୍ ପାଇଥିବାବେଳେ ପ୍ରକାଶ ମିଶ୍ରଙ୍କୁ ମିଳିଛି ୪୦୩୩୯୧ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋ ୯୯୮୪୭ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ
- NPCIର ବଡ଼ ନିଷ୍ପତ୍ତି, ଦୀପାବଳି ପରଠୁ ଲାଗୁ ହେବ ୟୁପିଆଇ ଚାର୍ଜ…
- VIROSH: ଭିଡ଼ ଭିତରେ ପତ୍ନୀଙ୍କୁ ଏମିତି ବାଟ କଢେଇଲେ ବିଜୟ, ଲାଜେଇ ଗଲେ ରଶ୍ମିକା…ତିରୁମାଲା ମନ୍ଦିରରୁ ଭାଇରାଲ୍ ହେଲା ବିରୋଶଙ୍କ ଭିଡିଓ!
- ଭିଜିଲାନ୍ସ ଜାଲରେ ସଇଁତଲା ଆର.ଆଇ, ତଦନ୍ତ ଜାରି
- ଦିଲ୍ଲୀର ନୂଆ ପ୍ରତିବାଦ ସ୍ଥାନ ରାମଲୀଳା ମୈଦାନ; ଦିନକୁ ଭଡ଼ା ୧.୨୧ ଲକ୍ଷ..
- MKCG ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ
- PM’s New Development Vision: ବ୍ଲୁମ୍ବର୍ଗ ଫୋରମ୍ରେ ମୋଦୀଙ୍କ ବଡ଼ ବାର୍ତ୍ତା, ବିଶ୍ୱକୁ ଦେଖାଇଲେ ବିକାଶର ନୂଆ ରାସ୍ତା!
- ବିଦ୍ୟୁତ୍ ଆଘାତରେ ଚାଷୀ ମୃତ, ବାରାହ ଶିକାର ପାଇଁ…
- ସିଜେପିର ୩ ନେତାଙ୍କୁ ପୁଣି ଅଟକ ରଖିଲା ପୋଲିସ
- କଟକରେ PNG ଗ୍ୟାସ ଲିକରୁ ଅଗ୍ନିକାଣ୍ଡ; ଜଳିଗଲା ଦୋକାନ

Comments are closed.