Latest Odisha News

ଦିପିକା-ରଣବୀର ଯୋଡ଼ିଙ୍କ ବିବାହ ତାରିଖ ଘୋଷଣା !

ନୂଆଦିଲ୍ଲୀ: ସବୁ ଆଲୋଚନାକୁ ପଛରେ ପକାଇ ଶେଷରେ ବଲିଉଡ଼ର ଚର୍ଚ୍ଚିତ ପ୍ରେମୀ ଯୋଡ଼ି ଦିପିକା ପାଦୁକୋନ ଓ ରଣବୀର ସିଂହ ସେମାନଙ୍କର ବାହାଘର ତାରିଖ ଘୋଷଣା କରିଛନ୍ତି ।

ଏହି ବହୁଚର୍ଚ୍ଚିତ ବଲିଉଡ଼ ପ୍ରେମୀଙ୍କ ବିବାହ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି ।

ସୋସିଆଲ ମିଡ଼ିଆରେ ଉଭୟ ତାରକା ପ୍ରେମୀ ଗୋଟିଏ ମେସେଜ୍ ରେ ରବିବାର ଦିନ ଲେଖିଛନ୍ତି, “ଆମ ଉଭୟଙ୍କ ପରିବାରର ଆଶୀର୍ବାଦରୁ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖ ୨୦୧୮ ମସିହାରେ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି । ଆପଣମାନଙ୍କର ଅଯାଚିତ ସ୍ନେହ, ପ୍ରେମ, ସଦିଚ୍ଛା ତଥା ଅତୁଳନୀୟ ଭଲପାଇବା ଯୋଗୁଁ ଆମେ ଦୁହେଁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ଛନ୍ଦି ହେବାକୁ ଯାଉଛୁ” ।

ଦିପିକା ପାଦୁକୋନ ତାଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଲେଖିଛନ୍ତି :

 

View this post on Instagram

 

A post shared by Deepika Padukone (@deepikapadukone) on

Leave A Reply

Your email address will not be published.