Latest Odisha News

BREAKING NEWS

[ଭିଡିଓ] ସୋସିଆଲ୍ ମିଡିଆରେ ଭାଇରାଲ୍ ଟ୍ରପିକାଲ ଆଇସଲ୍ୟାଣ୍ଡ କେକ୍ !

ଭୁବନେଶ୍ୱର: ବିଶ୍ୱରେ ଫୁଡ୍ ଟ୍ରେଣ୍ଡ ପ୍ରତିଦନ ବଦଳିଥାଏ । ସେଥିମଧ୍ୟରୁ ଖାସ କରି କିଛି ସୋସିଆଲ ମିଡିଆ ପାଇଁ ଭାଇରାଲ୍ ହୋଇଥାଏ । ତେବେ ଏ କଥା କହିଲେ କିଛି ଭୁଲ ହେବନି ଯେ, ଏକ୍ସପରିମେଣ୍ଟ ଜରିଆରେ ହିଁ କିଛି ଖାସ୍ ଉଦ୍ଭାବନ ହୋଇଥାଏ । ତେବେ ତାଜା ସ୍ଥିତିରେ ଟ୍ରପିକାଲ୍ ଆଇସ୍‌ଲ୍ୟାଣ୍ଡ କେକ୍ ସୋସିଆଲ୍ ମଡିଆରେ ଖୁବ ଭାଇରାଲ୍ ହୋଇଛି ।

ନ୍ୟୁ-ଜିଲ୍ୟାଣ୍ଡର ଜଣେ ବେକେରି ମାଲିକ ଆଇସ୍‌ଲ୍ୟାଣ୍ଡ ଥିମ୍‌ରେ କେକ୍ ବନାଇ ରାତାରାତି ଚର୍ଚ୍ଚାକୁ ଆସିଛନ୍ତି । ବେକେରି ମାଲିକଙ୍କ ଅନୁଯାୟୀ ଲକ୍‌ଡାଉନ ସମୟରେ ଏହି କେକ୍ ବନାଇବାକୁ ଯାଇ ସେ ବାରମ୍ବାର ଏକ୍ସପେରିମେଣ୍ଟ କରିିବାକୁ ପଛାଇନଥିଲେ । ଶେଷରେ ଏହି କେକକୁ ସେ ଜେଲିଟିନ୍ ମାଧ୍ୟମରେ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.