Latest Odisha News

ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ ଶେଷ ତାରିଖ ୩୧ ମାର୍ଚ୍ଚକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଟିକସଦାତାଙ୍କ ସୁବିଧାକୁ ଆଖି ଆଗରେ ରଖି ୨୦୧୯-୨୦ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସିବିଆଇସି ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ପୂର୍ବରୁ ବାର୍ଷିକ ଜିଏସଟି(ଜିଏସଟିଆର-୯ ଏବଂ ଜିଏସଟିଆର-୯ସି) ଫାଇଲ କରିବା ଶେଷ ତାରିଖ ଫେବୃୟାରୀ ୨୮ ଥିଲା ।

ଶେଷ ତାରିଖ ବଢ଼ାଇବା ପୂର୍ବରୁ ସିବିଆଇସି ନିର୍ବାଚନ କମିଶନଙ୍କ ଅନୁମତି ଲୋଡିଥିଲା । ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଅଛି ସେଠାରେ ଆଚରଣବିଧି ଲାଗୁ କରାଯାଇଥିବାରୁ ଉପରୋକ୍ତ ଅନୁମତିର ଆବଶ୍ୟକତା ରହିଥିଲା । ସମୟ ସୀମା ବୃଦ୍ଧି କରାଯାଇଥିବାରୁ କରଦାତାମାନେ ସେମାନଙ୍କ ସୁବିଧାରେ ଏହାକୁ ଫାଇଲ କରିପାରିବେ ବୋଲି

Leave A Reply

Your email address will not be published.