ରାଉରକେଲା: ଉଦିତନଗର ଖେଳ ପଡିଆରେ ଏଲ୍ ଆଣ୍ଡ ଟି କମ୍ପାନୀ ପକ୍ଷରୁ ରଖାଯାଇଥିବା ପାଇପରେ ଲାଗିଲା ନିଆଁ । ଆଜି ସାଢ଼େ 12ଟା ବେଳେ ଏଥିରେ ନିଆଁ ଲାଗି ଥିବା ଦେଖିବାକୁ ମିଳିଥିଲା । ପ୍ରବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଟିମ୍ । ନିଆଁକୁ ଆୟତ୍ତ କରିଥିଲେ । କିଛି ସମୟ ପାଇଁ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଥିଲେ । ତେବେ ପାଇପରେ କେମିତି ଲାଗିଲ ନିଆଁ, ତାହା ଅସ୍ପଷ୍ଟ ରହିଛି । ପାଖରେ ଥିବା ଗଛ ଜଳି ଯାଇଛି । ଲକ୍ଷାଧିକ ଟଙ୍କାର ପାଇପ୍ ପୋଡ଼ି ନଷ୍ଟ ହୋଇଯାଇଛି ।
BREAKING NEWS
- ଭୁବନେଶ୍ବରର KFCରେ ଖାଉଥିଲେ ସାବଧାନ; ବାସି ମାଂସ ଜବତ…
- ପାଣି ଭର୍ତ୍ତି ଗାତକୁ ଖସିଲା କାର, ଦମ୍ପତି ମୃତ
- ପ୍ରବଳ ବର୍ଷା ଆଶଙ୍କା; ଆଜି ଯାଜପୁରରେ ବନ୍ଦ ରହିବ ସ୍କୁଲ
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ

Comments are closed.