କରଞ୍ଜିଆ: ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଜଙ୍ଗଲର ନିଆ ଛିଟିକି ରାସ୍ତାରେ ଉପରେ ପଡିଥିଲା । ଯାହାଫଳରେ ୫ ଯାତ୍ରୀ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।
BREAKING NEWS
- Heavy Rains Trigger Landslides:ଗଭୀର ଅବପାତ ପ୍ରଭାବ:ରେଳ ଧାରଣାରେ ଭୂସ୍ଖଳନ,ରେଳ ଚଳାଚଳ ବାଧାପ୍ରାପ୍ତ
- ବିଜେଡି ଆଦିବାସୀ ସେଲ୍ର ମୁଖିଆ ହେଲେ ସୁଦାମ ମାର୍ଣ୍ଡି, ନବୀନ ମାରିଲେ ମୋହର
- BLOଙ୍କ ପାଇଁ ବଡ଼ ଖବର: ମିଳିବ ବଡ଼ ଆର୍ଥିକ ପ୍ରୋତ୍ସାହନ
- ଆଉ ନାହାନ୍ତି ବଲିଉଡ୍ ଆକ୍ଟର ମୁସ୍ତାକ ଖାନ
- ଗ୍ଲୋବାଲ୍ ଆଥଲେଟ୍ ପାର୍ଟନର୍ସ : ଅନୁଷ୍କା ଶର୍ମା ଟପ-୫ରେ ସାମିଲ ହେବାରେ ଏକମାତ୍ର ଭାରତୀୟ
- Ends India’s 16-year medal wait:୧୬ ବର୍ଷର ଅପେକ୍ଷାର ଅନ୍ତ…ଭାରତର ଝିଅ ସୀମା ଜିତିଲେ ବ୍ରୋଞ୍ଜ; ଏପଟେ ମିକ୍ସଡ ରିଲେରେ ଭାରତକୁ ରୌପ୍ୟ
- ଚଳିତ ବର୍ଷ ଲାଇଭ ଷ୍ଟ୍ରିମ ହେବ କଟକ ଦୁର୍ଗାପୂଜା ଓ ଭସାଣି
- ନକଲି ସିମ୍ କାରବାର ଠାବ, ୩ ଅଭିଯୁକ୍ତ ଗିରଫ
- Fake Baba Gang Arrested: ତିନି ଭଣ୍ଡ ବାବା ଗିରଫ;ସୁନା ଅଳଙ୍କାର, ଟଙ୍କା ଜବତ
- ଭାରତର ସାହାଯ୍ୟ ଅପେକ୍ଷାରେ ବାଂଲାଦେଶ ବ୍ୟବସାୟୀ: ଗହମ ପାଇଁ ଭାରତ ଉପରେ ନିର୍ଭର କରୁଛି ଢାକା

Comments are closed.