Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ ଷଡଙ୍ଗୀ

ବାଲେଶ୍ବର: କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ । କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ । ଶ୍ରୀକାନ୍ତ ଜେନାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡିଲେ  ଚିତ୍ତରଞ୍ଜନ ।

ବାଲେଶ୍ବର ସାଂସଦ ପ୍ରାର୍ଥି ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ । ସେ ୧୯୯୦ ରେ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୫ ରେ କଂଗ୍ରେସ ଦଳରେ ସାମିଲ୍ ହୋଇଥିଲେ ଚିତ୍ତରଞ୍ଜନ । ବର୍ତମାନ ଶ୍ରୀକାନ୍ତ ଜେନାଙ୍କ ନାଁରେ ଅଭିଯୋଗ ଆଣି କଂଗ୍ରେସ ଛାଡିଲେ ।ଏପଟେ ଚିତ୍ତରଞ୍ଜନଙ୍କ ଅଭିଯୋଗ ନେଇ ଶ୍ରୀକାନ୍ତ ଜେନାଙ୍କ କୌଣସି ପ୍ରତିକ୍ରିଆ ମିଳିପାରିନାହିଁ ।

Leave A Reply

Your email address will not be published.