Latest Odisha News

BREAKING NEWS

ଟିଭି ଫାଟି ମହିଳା ମୃତ; ସ୍ୱାମୀ ଓ ଛୁଆ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡରେ ଶନିବାର ଦିନ ଟିଭି ଫାଟି ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ମୃତ ମହିଳାଙ୍କ ସ୍ୱାମୀ ଓ ୬ମାସର ଶିଶୁ ଗୁରୁତର ଆହତ ହୋଇଛନ୍ତି । ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ଟିଭି ଫାଟିଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣକ ହେଉଛନ୍ତି…

ଅନନ୍ତନାଗରେ ଏନକାଉଂଟର, ୨ ଲସ୍କର ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର: ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର ସଂଗମ ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଥିବା ବେଳେ ଏଥିରେ ଲସ୍କର-ଇ-ତୋଇବାର ଦୁଇଜଣ…

ଆସିଲା ଜିଓର ନୂଆ ପ୍ରିପେଡ୍ ପ୍ଲାନ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ଲାଗି ଜିଓ ତା’ର ପ୍ରିପେଡ୍ ପ୍ଲାନରେ ସମାନ୍ୟ ପରିବର୍ତ୍ତନ କରି ଆଣିଛି ନୂଆ ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୧.୫ ଜିବି ଯାଏଁ ଡାଟା। ଜିଓ ପକ୍ଷରୁ ୨୦୨୦ ପ୍ଲାନକୁ ବଦଳା ଯାଇ ୨୧୨୧ ପ୍ଲାନ୍ କରାଯାଇଛି । ଜାଣନ୍ତୁ, ଏହି ନୂତନ…

ଭିମସାର: ମାର୍ଚ୍ଚ ୧ରୁ ବଦଳିବ ଖାଦ୍ୟ; ରୋଗୀଙ୍କୁ ମିଳିବ ସୁଜି, ସିମେଇ, ପନିର, ମାଂସ

ସମ୍ବଲପୁର: ରୋଗୀଙ୍କ ପାଇଁ ଭିଟାମିନର ଆବଶ୍ୟକତାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଖାଦ୍ୟରେ ପରିବର୍ତ୍ତନ କରାଯିବ । ରୋଗୀଙ୍କୁ କେବଳ ପାଉଁରୁଟି ଓ କ୍ଷୀର ନୁହେଁ ବରଂ ସୁଜି, ସିମେଇ, ଭାତ, ରୁଟି, ପନିର, ମାଂସ, ସୁପ୍ ଭଳି ସୁସ୍ୱାଦୁ ଖାଦ୍ୟ ଦିଆଯିବ । ଏନେଇ ଭିମସାରରେ ଏକ…

ଶାହିନବାଗ୍ ମାମଲା: ଚତୁର୍ଥ ଦିନରେ ମଧ୍ୟ ମଧ୍ୟସ୍ତି ଟିମର ହାତ ଖାଲି

ନୂଆଦିଲ୍ଲୀ: କେବେ ଖୋଲିବ ଶାହିନବାଗ ରାସ୍ତା । ସିଏଏ ଏବଂ ଏନଆରିସିକୁ ନେଇ ଶାହିନବାଗରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ମଧ୍ୟସ୍ତି ଟିମ୍ ନିଯୁକ୍ତ କରାଯାଇଛି । ଲଗାତର ତିିନି ଦିନ ହେଲା ଆନ୍ଦୋଳନକାରୀଙ୍କ ସହ ମଧ୍ୟସ୍ତି ଟିମ ଆଲୋଚନା…

ମେଲାନିଆଙ୍କ ‘ହାପିନେସ କ୍ଲାସ’ରେ ରହିବେନି କେଜ୍ରୱାଲ-ସିସୋଦିଆ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ମଧ୍ୟ ଆସୁଛନ୍ତି । ଏହି ସମୟରେ ମେଲାନିଆ ରାଜଧନୀ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ କ୍ଲାସ’ରେ…

ପୁଣି ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ‘ସୁନ୍ଦରୀ’; ବେକରୁ ଖୋଲାଗଲା ରେଡିଓ କୋଲାର

ଅନୁଗୁଳ: ସାତକୋଶିଆ ଏନକ୍ଲୋଜର ଭିତରେ ପୁଣି ଥରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ବେକରୁ ରେଡିଓ କୋଲାର ଖୋଲାଯାଇଛି । ବାଘୁଣୀ ମୋଟା ହୋଇଯାଇଥିବାରୁ ରେଡିଓ କୋଲାର ତା’ ବେକରେ ଚାପି ହୋଇଯାଇଥିଲା । ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ରେଡିଓ…

ନୟାଗଡରୁ ଉଦ୍ଧାର ହେଲା ବିରଳ ଶାଗୁଣା

ନୟାଗଡ: ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମରେ ବନ ବିଭାଗ ପକ୍ଷରୁ ଏକ ବିରଳ ଶାଗୁରା ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଗତ ଶୁକ୍ରବାର ଦିନ କୁକ୍କୁଟ ପ୍ରଜନନ କେନ୍ଦ୍ରରେ ଗ୍ରାମବାସୀମାନେ ଏକ ବିରଳ ଶାଗୁଣାକୁ ଠାବ କରିଥିଲେ । ପରେ ସେ ରୋଗଗ୍ରସ୍ତ…

‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା’ ଆଜିଠୁ ଆରମ୍ଭ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ଫେବୃଆରୀ ୨୨ ଅର୍ଥାତ୍ ଶନିବାର ଦିନ ଠାରୁ ଓଡିଶାରେ ଆରମ୍ଭ ହେଉଛି । ଏହା ଆଜି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମଥର ପାଇଁ ଏହା ଟ୍ୱିନ୍ ସିଟିରେ ଆୟୋଜିତ ହେଉଥିବାରୁ ଏକପ୍ରକାର ନେଇ ଚଳଚ ଳ ହୋଇପଡିଛି ସହର ।…

ରଣଜୀ ଟ୍ରଫି: ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ଜବାବରେ ଓଡିଶା ୨୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର(୬୨), ଦେବାଶୀଷ ସାମନ୍ତରାୟ (୬୮) ଓ ଶୁଭ୍ରାଂଶୁ ସେନାପତି (୪୬)ଙ୍କ ବ୍ୟତୀତ…